ମିଶନଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଆନ୍ଦୋଳନ ସ୍ଥଗିତ, ବକେୟା ଦରମା ଦେବା ପାଇଁ ପ୍ରତିଶ୍ରୁତି ଦେଲେ ସରକାର
ଭୁବନେଶ୍ୱର : ଲୋୟର ପିଏମଜିରେ କମ୍ୟୁନିଟି ଷ୍ଟାଫଙ୍କ ଆନ୍ଦୋଳନ ସ୍ଥଗିତ । ସରକାରଙ୍କ ଠାରୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ ରଖିଛି ସଂଘ । ଡିସେମ୍ବର ୩୦ ସୁଦ୍ଧା ବକେୟା ଦରମା ଓ ଦାବି ସମାଧାନ ନେଇ ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ପାଇଁ ନିଷ୍ପତ୍ତି ନିଆଯାଇଛି…