Odisha News
Browsing Tag

strike

ନୟାଗଡ଼: ଭାପୁର ବ୍ଲକ୍‌ ଆଗରେ ୨୦ ପଞ୍ଚାୟତର ଲୋକଙ୍କ ଧାରଣା, ବ୍ଲକ୍‌ରେ ଦୁର୍ନୀତି ଚରମସୀମାରେ ପହଞ୍ଚିଥିବା ଅଭିଯୋଗ

ନୟାଗଡ଼: ମରିବୁ ପଛେ ଆନ୍ଦୋଳନରୁ ହଟିବୁ ନାହିଁ । ବ୍ଳକରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଲାଣି । ଏଭଳି ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ନୟାଗଡ଼ ଜିଲ୍ଲା ଭାପୁର ବ୍ଳକର ୨୦ଖଣ୍ଡ ପଞ୍ଚାୟତର ଲୋକ । ସେ ଆବାସ ଯୋଜନା ହେଉ କି ମନରେଗା କିମ୍ବା ଆମ ଗାଁ ଆମ ବିକାଶ ।…

ମର୍ଣ୍ଣିଂଓ୍ଵାକ୍ କରାଇ ନଦେବାରୁ କଳିଙ୍ଗ ଷ୍ଟାଡିୟମ ମେନ୍ ଗେଟ୍ ଆଗରେ ଧାରଣା

ମର୍ଣ୍ଣିଂଓ୍ଵାକ୍ କରାଇ ନଦେବାରୁ ଧାରଣା। କଳିଙ୍ଗ ଷ୍ଟାଡିୟମ ମେନ୍ ଗେଟ୍ ଆଗରେ ଓ୍ଵାକର ଆସୋସିଏସନ ଧାରଣା । ଧାରଣା ଦେଇଛନ୍ତି ଆସୋସିଏସନର ବରିଷ୍ଠ ନାଗରିକ। ଦୀର୍ଘ ୧ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଓ୍ଵାକିଙ୍ଗ ପାଇଁ ବରିଷ୍ଠ ନାଗରିକମାନଙ୍କୁ ଷ୍ଟାଡିୟମ ଭିତରକୁ ଛଡାଯାଉନି ବୋଲି ସେମାନେ ଅଭିଯୋଗ…

୧୯ ହଜାର ଏଚ୍ଏଏଲ୍ କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ଧାରଣା

ବେଙ୍ଗାଲୁରୁ (କେ ନ୍ୟୁଜ) : ବିଭିନ୍ନ ଦାବି ନେଇ ହିନ୍ଦୁସ୍ଥାନ ଏରିନାଟିକସ ଲିମିଟେଡର କର୍ମଚାରୀମାନେ ଗତ ସୋମବାର ଠାରୁ ସାରାଦେଶବ୍ୟାପୀ କାର୍ଯ୍ୟବନ୍ଦ ସହ ଧାରଣା ଦିଆଯାଇଛି । ତେବେ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଥିବା ବେଳେ ବାରମ୍ବାର ଦାବି କରିବା ସତ୍ୱେ ତାହା ପୁରଣ ହେଉନଥିବା…

ଭୁବନେଶ୍ୱର: ମିଳୁନି ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍‌, ଅଟୋଚାଳକମାନଙ୍କ ରାସ୍ତା ରୋକ

ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍‌ ପାଇଁ ରାସ୍ତା ରୋକ । ଭୁବନେଶ୍ୱର-ପୁରୀ ବାଇପାସ୍‌ ରୋଡରେ ଅଟୋଚାଳକମାନେ ବହୁ ଘଣ୍ଟା ଧରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏହାସହ ପ୍ରଶ୍ନ କରିଛନ୍ତି, ପଲ୍ୟୁସନ ଅଣ୍ଡର କନଟ୍ରୋଲ ସାର୍ଟିଫିକେଟ୍‌ ଆମେ କେଉଁଠୁ ପାଇବୁ। ଏନେଇ ସେମାନଙ୍କୁ…

ଝାରସୁଗୁଡ଼ା ପୁରୁଣା ଡାକ୍ତରଖାନାକୁ ପୁଣି କାର୍ଯ୍ୟକ୍ଷମ ଦାବି, ଭୀମଭୋଇ ଘାସି ସମାଜ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡ଼ା ପୁରୁଣା ଡାକ୍ତରଖାନାକୁ ପୁଣି କାର୍ଯ୍ୟକ୍ଷମ ଦାବି । ଏନେଇ ଆଜି ଭୀମଭୋଇ ଘାସି ସମାଜ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ ପାଳନ କରାଯାଉଛି । ସହରର ସମସ୍ତ ସରକାରୀ, ବେସରକାରୀ କାର‌୍ୟ୍ୟାଳୟ, ସ୍କୁଲ, କଲେଜ ବନ୍ଦ ରଖାଯାଇଛି । ଗତ…

ବାଲେଶ୍ୱର: ନାବାଳକ ମୃତ୍ୟୁ ଘଟଣାରେ ଦୋଷୀଙ୍କୁ ଧରିବା ଦାବିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବାଲିଆପାଳ ବନ୍ଦ ଡାକରା

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ୧୨ ଘଣ୍ଟିଆ ବନ୍ଦ ପାଳନ । ରାଜଧାନୀ ଢାବାରେ ନାବାଳକ ମୃତ୍ୟୁ ଘଟଣାରେ ପ୍ରକୃତ ଦୋଷୀଙ୍କୁ ଧରିବା ଦାବିରେ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଏଥିଯୋଗୁଁ ବନ୍ଦ ରହିଛି ଦୋକାନବଜାର ଓ ଗାଡ଼ି ଚଳାଚଳ । ଆଇନଶୃଙ୍ଖଳା ପରିସ୍ଥିତିକୁ…

ଯାଜପୁର : ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଯାଜପୁର : ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଅବିଭାବକ ଓ ଛାତ୍ରଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲର ଆଠଟି ଶ୍ରେଣୀରେ ମାତ୍ର ୪ ଜଣ ଶିକ୍ଷକ ଅଛନ୍ତି । ଫଳରେ…

ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ତୁରନ୍ତ ନିଯୁକ୍ତି ଦାବି, ସଂଘ ତରଫରୁ ଲୋୟର ପିଏମଜିରେ ଆମରଣ ଅନଶନ

ଭୁବନେଶ୍ୱର(କେନ୍ୟୁଜ୍): ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ତୁରନ୍ତ ନିଯୁକ୍ତି ଦାବିରେ ସଂଘ ତରଫରୁ ଆମରଣ ଅନଶନ । ଭୁବନେଶ୍ୱର ଲୋୟର ପିଏମଜିରେ ସେମାନେ ଅନଶନ ଚଳାଇଛନ୍ତି । ରାଜ୍ୟରେ ୧୭ ହଜାର ଏଏନଏମ୍‌ ତାଲିମ ପାଇ ବେକାର ଅଛନ୍ତି । ସେମାନଙ୍କୁ ନିଯୁକ୍ତି ଦାବି କରି ସଂଘ ପକ୍ଷରୁ ଅନଶନ ଜାରି…

ବାଲେଶ୍ୱର : କଲେଜର ଛାତ୍ରୀଙ୍କ ହତ୍ୟା ଘଟଣାରେ ରାସ୍ତା ଅବରୋଧ

ବାଲେଶ୍ୱର : ସିଂଲା ଥାନା ଅନ୍ତର୍ଗତ ଜାମସୁଳି କଲେଜର ଛାତ୍ରୀ ଲୋପାମୁଦ୍ରା ମହାନ୍ତିଙ୍କ ହତ୍ୟା ଘଟଣାରେ ରାସ୍ତା ଅବରୋଧ। ଅଭିଯୁକ୍ତକୁ କଠୋର ଦଣ୍ଡ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଜାମସୁଳି କଲେଜର ଶତାଧିକ ଛାତ୍ରଛାତ୍ରୀ ବସ୍ତା-ବାଲିଆପାଳ ରାସ୍ତା ଅବରୋଧ କରିଥିଲେ ।…

ଭୁବନେଶ୍ୱର : ବିଜୁଳି ଓ ପାଣି ପାଇଁ ରାଜରାସ୍ତା ବନ୍ଦ

ଭୁବନେଶ୍ୱର : ବିଜୁଳି ଓ ପାଣି ପାଇଁ ରାଜରାସ୍ତା ବନ୍ଦ । ଭୁବନେଶ୍ୱରର ଗ୍ୟାରେଜ ଛକରେ ରାସ୍ତାରୋକ କରାଯାଇଛି । ବାତ୍ୟାର ଆଠ ଦିନ ପରେ ପାଣି ଓ ବିଜୁଳି ମିଳିନଥିବାରୁ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି । ଫଳରେ ଭୁବନେଶ୍ୱର-ପୁରୀ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

୮ଦଫା ଦାବିରେ ଧର୍ମଗଡ଼-ସିନାପାଲି ମୁଖ୍ୟ ରାସ୍ତା ଅବରୋଧ

କଳାହାଣ୍ଡି (କେନ୍ୟୁଜ୍) : ବିଭିନ୍ନ ଦାବିରେ ରାସ୍ତାରୋକ। ୮ଦଫା ଦାବିରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଯୁବକ କଂଗ୍ରେସ କମିଟି ପକ୍ଷରୁ ରାସ୍ତାରୋକ କରାଯାଇଛି। ଧର୍ମଗଡ଼-ସିନାପାଲି ମୁଖ୍ୟ ରାସ୍ତା ଗୋଲାମୁଣ୍ଡାରେ ଧାରଣାରେ ବସିଛନ୍ତି । ଫଳରେ ଗାଡି ମୋଟର ଚଳାଚଳ ଠପ୍ ହୋଇଯିବା…

ଢେଙ୍କାନାଳ ଏବଂ ଭାବନୀପାଟଣାରେ ବନ୍ଦ ଡାକରା

ଢେଙ୍କାନାଳ / କାଳାହାଣ୍ଡି(କେନ୍ୟୁଜ୍) : ଆଜି ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ। ୪ଦଫା ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। କର୍ମୀମାନେ ସକାଳୁ ସକାଳୁ ପିକେଟିଂ କରି ରାସ୍ତାରୋକ କରିଛନ୍ତି। ଫଳରେ ଯାତାୟତ ବାଧାପ୍ରାପ୍ତ…