Browsing Tag

strike

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ଟାୟାର ଜାଳି ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଚାନ୍ଦବାଲି(କେନ୍ଯୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିକ ମତୋ ଫାଣ୍ଡି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଚାନ୍ଦବାଲି ଭଦ୍ରକ ରାଜ୍ୟ ରାଜପଥର ଖେରଙ୍ଗରେ ଗତକାଲି ରାତିରେ ଦୀର୍ଘ ସମୟ ଧରି ରାସ୍ତାରୋକ କରାଯାଇଥିଲା । ପଂଚାୟତ ନିର୍ବାଚନ ସରିବା ପରେ ସଂନ୍ଧ୍ୟା ସମୟରେ…

ଜିମ୍‌ ଖୋଲିବା ପାଇଁ ଅନୁମତି ଦାବିରେ ଅନଶନ, ଆଲୋଚନା ପାଇଁ ଡାକିଲେ ସରକାର

ଭୁବନେଶ୍ବର(କେନ୍ଯୁଜ୍): ଜିମ୍‌ ଖୋଲିବା ପାଇଁ ଅନୁମତି ଦାବିରେ ଅନଶନ ପରେ ଆଲୋଚନା ପାଇଁ ଜିମ୍‌ ମାଲିକଙ୍କୁ ଡାକିଛନ୍ତି ରାଜ୍ୟ ସରକାର। ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ସହ ଆଲୋଚନା କରିବେ। ୨ଜଣ ପ୍ରତିନିଧିଙ୍କୁ ଆଲୋଚନା ପାଇଁ ଡକାଯାଇଥିବା ଜିମ୍‌ ମାଲିକ ସଂଘ ସଭାପତି କହିଛନ୍ତି। ଜିମ୍‌…

ରାଉରକେଲାରେ ମିଳିତ ଟ୍ରେଡ ୟୁନିୟନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

ରାଉରକେଲା(କେନ୍ଯୁଜ୍): ସେଲ୍‌ ପରିଚାଳନାଧୀନ ସମସ୍ତ ଇସ୍ପାତ କାରଖାନାରେ ଆଜି ମିଳିତ ଟ୍ରେଡ ୟୁନିୟନ ପକ୍ଷରୁ ଧର୍ମଘଟ । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ମିଳିତ ଟ୍ରେଡ ୟୁନିୟନ । ମଜୁରୀ ଚୁକ୍ତିନାମାରେ ସେଲ୍‌ କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗରେ ଧର୍ମଘଟ କରାଯାଇଛି।…

କଟକ ଏସସିବି ହସପିଟାଲ ବାହାରେ ଧାରଣା, ହୋହାଲ୍ଲା କଲେ ରୋଗୀଙ୍କ ସର୍ମ୍ପକୀୟ

କଟକ (କେନ୍ୟୁଜ) : କଟକ ଏସସିବି ହସପିଟାଲ ବାହାରେ ଧାରଣା । ହସପିଟାଲ ବାହାରେ ରୋଗୀଙ୍କ ସମ୍ପର୍କୀୟ ମାନେ ହୋହାଲ୍ଲା କରିଛନ୍ତି । କୋଭିଡ ଓ୍ଵାର୍ଡ ଭିତରକୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ପ୍ରବେଶ ଅନୁମତି ମିଳୁ ନଥିବାରୁ ଅସନ୍ତାଷ ପ୍ରକାଶ ପାଇଥିଲା। ସମ୍ପର୍କୀୟଙ୍କ ଅଭିଯୋଗ ହେଲା ଯେ, ର୍ପୂବରୁ…

ଏୟାରପୋର୍ଟରେ ଧାରଣାରେ ବସିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ, ଦାବି ପୂରଣ ନ ହେବା ଯାଏଁ ଛୁଇଁବେନି ଅନ୍ନଜଳ

ଧାରଣାରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ। ଲକ୍ଷ୍ନୌ ପୋଲିସର କାର୍ଯ୍ୟଶୈଳୀରେ ନାରାଜ ହୋଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଲକ୍ଷ୍ନୌର ଅମୌସୀ ଏୟାରପୋର୍ଟରେ ଧାରଣା ଦେଇଛନ୍ତି। ପ୍ରକୃତ କଥାଟି ହେଉଛି, ପ୍ରହ୍ଲାଦ ମୋଦି ନିଜ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ…

ନୟାଗଡ଼: ଭାପୁର ବ୍ଲକ୍‌ ଆଗରେ ୨୦ ପଞ୍ଚାୟତର ଲୋକଙ୍କ ଧାରଣା, ବ୍ଲକ୍‌ରେ ଦୁର୍ନୀତି ଚରମସୀମାରେ ପହଞ୍ଚିଥିବା ଅଭିଯୋଗ

ନୟାଗଡ଼: ମରିବୁ ପଛେ ଆନ୍ଦୋଳନରୁ ହଟିବୁ ନାହିଁ । ବ୍ଳକରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଲାଣି । ଏଭଳି ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ନୟାଗଡ଼ ଜିଲ୍ଲା ଭାପୁର ବ୍ଳକର ୨୦ଖଣ୍ଡ ପଞ୍ଚାୟତର ଲୋକ । ସେ ଆବାସ ଯୋଜନା ହେଉ କି ମନରେଗା କିମ୍ବା ଆମ ଗାଁ ଆମ ବିକାଶ ।…

ମର୍ଣ୍ଣିଂଓ୍ଵାକ୍ କରାଇ ନଦେବାରୁ କଳିଙ୍ଗ ଷ୍ଟାଡିୟମ ମେନ୍ ଗେଟ୍ ଆଗରେ ଧାରଣା

ମର୍ଣ୍ଣିଂଓ୍ଵାକ୍ କରାଇ ନଦେବାରୁ ଧାରଣା। କଳିଙ୍ଗ ଷ୍ଟାଡିୟମ ମେନ୍ ଗେଟ୍ ଆଗରେ ଓ୍ଵାକର ଆସୋସିଏସନ ଧାରଣା । ଧାରଣା ଦେଇଛନ୍ତି ଆସୋସିଏସନର ବରିଷ୍ଠ ନାଗରିକ। ଦୀର୍ଘ ୧ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଓ୍ଵାକିଙ୍ଗ ପାଇଁ ବରିଷ୍ଠ ନାଗରିକମାନଙ୍କୁ ଷ୍ଟାଡିୟମ ଭିତରକୁ ଛଡାଯାଉନି ବୋଲି ସେମାନେ ଅଭିଯୋଗ…

୧୯ ହଜାର ଏଚ୍ଏଏଲ୍ କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ଧାରଣା

ବେଙ୍ଗାଲୁରୁ (କେ ନ୍ୟୁଜ) : ବିଭିନ୍ନ ଦାବି ନେଇ ହିନ୍ଦୁସ୍ଥାନ ଏରିନାଟିକସ ଲିମିଟେଡର କର୍ମଚାରୀମାନେ ଗତ ସୋମବାର ଠାରୁ ସାରାଦେଶବ୍ୟାପୀ କାର୍ଯ୍ୟବନ୍ଦ ସହ ଧାରଣା ଦିଆଯାଇଛି । ତେବେ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଥିବା ବେଳେ ବାରମ୍ବାର ଦାବି କରିବା ସତ୍ୱେ ତାହା ପୁରଣ ହେଉନଥିବା…

ଭୁବନେଶ୍ୱର: ମିଳୁନି ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍‌, ଅଟୋଚାଳକମାନଙ୍କ ରାସ୍ତା ରୋକ

ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍‌ ପାଇଁ ରାସ୍ତା ରୋକ । ଭୁବନେଶ୍ୱର-ପୁରୀ ବାଇପାସ୍‌ ରୋଡରେ ଅଟୋଚାଳକମାନେ ବହୁ ଘଣ୍ଟା ଧରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏହାସହ ପ୍ରଶ୍ନ କରିଛନ୍ତି, ପଲ୍ୟୁସନ ଅଣ୍ଡର କନଟ୍ରୋଲ ସାର୍ଟିଫିକେଟ୍‌ ଆମେ କେଉଁଠୁ ପାଇବୁ। ଏନେଇ ସେମାନଙ୍କୁ…

ଝାରସୁଗୁଡ଼ା ପୁରୁଣା ଡାକ୍ତରଖାନାକୁ ପୁଣି କାର୍ଯ୍ୟକ୍ଷମ ଦାବି, ଭୀମଭୋଇ ଘାସି ସମାଜ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡ଼ା ପୁରୁଣା ଡାକ୍ତରଖାନାକୁ ପୁଣି କାର୍ଯ୍ୟକ୍ଷମ ଦାବି । ଏନେଇ ଆଜି ଭୀମଭୋଇ ଘାସି ସମାଜ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ ପାଳନ କରାଯାଉଛି । ସହରର ସମସ୍ତ ସରକାରୀ, ବେସରକାରୀ କାର‌୍ୟ୍ୟାଳୟ, ସ୍କୁଲ, କଲେଜ ବନ୍ଦ ରଖାଯାଇଛି । ଗତ…

ବାଲେଶ୍ୱର: ନାବାଳକ ମୃତ୍ୟୁ ଘଟଣାରେ ଦୋଷୀଙ୍କୁ ଧରିବା ଦାବିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବାଲିଆପାଳ ବନ୍ଦ ଡାକରା

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ୧୨ ଘଣ୍ଟିଆ ବନ୍ଦ ପାଳନ । ରାଜଧାନୀ ଢାବାରେ ନାବାଳକ ମୃତ୍ୟୁ ଘଟଣାରେ ପ୍ରକୃତ ଦୋଷୀଙ୍କୁ ଧରିବା ଦାବିରେ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଏଥିଯୋଗୁଁ ବନ୍ଦ ରହିଛି ଦୋକାନବଜାର ଓ ଗାଡ଼ି ଚଳାଚଳ । ଆଇନଶୃଙ୍ଖଳା ପରିସ୍ଥିତିକୁ…

ଯାଜପୁର : ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଯାଜପୁର : ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଅବିଭାବକ ଓ ଛାତ୍ରଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲର ଆଠଟି ଶ୍ରେଣୀରେ ମାତ୍ର ୪ ଜଣ ଶିକ୍ଷକ ଅଛନ୍ତି । ଫଳରେ…