ପାରଳାଖେମୁଣ୍ଡି : ଭାଇରାଲ ହେଲା ଷ୍ଟ୍ରଙ୍ଗରୁମ୍ ଫଟୋ, ଯାଞ୍ଚ ହେଲେ ସତ ଜଣାପଡ଼ିବ
ପାରଳାଖେମୁଣ୍ଡି (କେନ୍ୟୁଜ୍) : ଭାଇରାଲ ହେଲା ଷ୍ଟ୍ରଙ୍ଗରୁମ୍ ଫଟୋ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିୟନ୍ତ୍ରିତ ବଜାର କମିଟି ଗୋଦାମ ଘରେ ଇଭିଏମ୍ ସବୁ ରଖା ଯାଇଛି । ତେବେ ଅତି ଗୁପ୍ତ ଭାବେ କଡ଼ା ସୁରକ୍ଷା ମଧ୍ୟରେ ରଖା ଯାଇଥିବା ଏହି ରୁମ୍ ଭିତର ଦୃଶ୍ୟ ଫେସବୁକରେ ଦେଖିବାକୁ ମଳୁଛି । ଏହା…