ଯିଏ ସଂଘରୋଧରେ ରହିବେ ନାହିଁ, ତାଙ୍କୁ ଜେଲ୍ ପଠାଇ ଦିଆଯିବ- ଏମିତି କହିଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ
ଇମ୍ଫାଲ୍ : ମଣିପୁରକୁ ମାସେ ତଳେ କରୋନା ମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଥିଲା । ଏବେ ମଣିପୁରରେ କରୋନା ରୋଗୀଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ମଣିପୁର ମୁଖ୍ୟମନ୍ତ୍ରୀ ଏକ କଡ଼ା ଆଇନ ଘୋଷଣା କରିଛନ୍ତି ।ଯଦି ଏହି ଆଇନକୁ କେହି ନ ମାନେ ତେବେ ତାକୁ ଜେଲ୍ ଯିବାକୁ ପଡ଼ିବ…