ସ୍କୁଲରେ ଲଜ୍ଜା: ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ଆଳି : ସ୍କୁଲରେ ଲଜ୍ଜା । ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଜ୍ଞାନ ହରାଇଲେ ଜ୍ଞାନଦାତା । ଛାତ୍ରୀଙ୍କୁ ବି ଛାଡ଼ିଲେନି ଶିକ୍ଷକ । ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ତିନି ଶିକ୍ଷକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି କେନ୍ଦ୍ରାପଡ଼ା…