Browsing Tag

student admission

କଲେଜମାନଙ୍କର ନୂଆ ଫଣ୍ଡା: ଇଞ୍ଜିନିୟରିଂ କଲେଜ ପାଇଁ ଛାତ୍ରଛାତ୍ରୀ ଆଣ, ପ୍ରତି ବଦଳରେ ମୋଟା ଅଙ୍କର ଟଙ୍କା ନିଅ

ବର୍ତ୍ତମାନ କରୋନା ମହାମାରୀ ସମୟରେ ଲୋକମାନେ କାମ ଧନ୍ଦା ମିଳୁନଥିବାରୁ ରୋଜଗାର ଖୋଜୁଛନ୍ତି। ଏଭଳି ସ୍ଥିତିରେ କଲେଜକୁ ଛାତ୍ରଛାତ୍ରୀ ଯୋଗାଇଲେ ମୋଟା ଅଙ୍କର ଟଙ୍କା ମିଳିବା ଭଳି ଚାକିରି ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି। କଲେଜକୁ ଯେତେ ଛାତ୍ର ଯୋଗାଇବେ ଆପଣଙ୍କ ପକେଟ୍‌ ସେତେ ଗରମ ହେବ। କୌଣସି…