ଦଣ୍ଡ ମୁକ୍ତ ଅଞ୍ଚଳରେ ମିଳିଲା ଦଣ୍ଡ, ଶିକ୍ଷକ ଓ ପିଅନ ମିଶି ଭାଙ୍ଗିଦେଲେ ଛାତ୍ରଙ୍କ କାନ୍ଧାର ହାଡ଼
ଯାଜପୁର(କେନ୍ୟୁଜ୍): ଶିକ୍ଷକ ଓ ପିଅନଙ୍କ ମାଡରେ ଛାତ୍ର ଗୁରୁତର। ତାଙ୍କର କାନ୍ଧର ହାଡ଼ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବନ୍ଧଗାଁ ସ୍ଥିତ ଳାଙ୍ଗୁଳା ବାବା ଉଚ୍ଚ ବିଦ୍ୟାଳୟରୁ ଆସିଛି ଏହି ଅଭିଯୋଗ। ଦଶମ ଶ୍ରେଣୀର ଛାତ୍ର ଓ ଜଣେ ଛାତ୍ରୀଙ୍କ ମଧ୍ୟରେ ଏକ ବହି…