Browsing Tag

student burn

ଷ୍ଟଣ୍ଟ ଦେଖାଇବା ପଡିଲା ମହଙ୍ଗା, ଜଳିଗଲେ ଛାତ୍ର

ପୁରୀ : ଷ୍ଟଣ୍ଟ ଦେଖାଇବା ପଡିଲା ମହଙ୍ଗା । ଷ୍ଟଣ୍ଟ ଦେଖାଇବା ବେଳେ ଜଳିଗଲେ ଛାତ୍ର । ବ୍ରହ୍ମଗିରି ବ୍ଲକ ବାଲୁକେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଜଳିଯାଇ ଗୁରୁତର ହୋଇଥିବା ଜଣାଯାଇଛି । ଗୁରୁତର ଛାତ୍ରଙ୍କୁ ଚିକିତ୍ସା ପାଇଁ ପୁରୀ ସଦରମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ମାଲକାନଗିରି : ଛାତ୍ରଙ୍କ ଦେହରେ ଲାଗିଲା ନିଆଁ, ପୋଡ଼ି ଯାଇଛି ଶରୀରର ୯୦ ଭାଗ

ମାଲକାନଗିରି (କେନ୍ୟୁଜ୍) : ଛାତ୍ରଙ୍କ ଦେହରେ ଲାଗିଲା ନିଆଁ । ମାଲକାନଗିରି ସିଦ୍ରିମାଲଠାରେ ଏକଲବ୍ୟ ସ୍କୁଲର ଛାତ୍ରଙ୍କ ଦେହରେ ନିଆଁ ଲାଗିଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି ।…