Browsing Tag

student critically injured

ପିଲାଙ୍କ କଳିକୁ ନେଇ ତୁମୁଳକାଣ୍ଡ, ଘରୁ ଡାକି ନେଇ ଛାତ୍ର ଉପରକୁ କଲେ ଏସିଡ୍ ମାଡ଼

ଢେଙ୍କାନାଳ: ପିଲାଙ୍କ କଳିକୁ ନେଇ ତୁମୁଳକାଣ୍ଡ ପରେ ଛାତ୍ରଙ୍କୁ କଲେ ଏସିଡ୍ ମାଡ଼ । ଘରୁ ଡାକି ନେଇ ପଞ୍ଚମ ଶ୍ରେଣୀ ଛାତ୍ର ଉପରକୁ ଏସିଡ ମାଡ କରିଛି ଅନ୍ୟ ଏକ ଛାତ୍ର । ଗୁରୁତର ଅବସ୍ଥାରେ ଛାତ୍ର ଜଣକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର…