Browsing Tag

student demands

ଛାତ ଉପରେ ଚଢି ହାଇଦରାବାଦ ଘଟଣାର ଆରୋପି ମାନଙ୍କ ପାଇଁ ଫାସୀ ଦଣ୍ଡ ଦାବି କଲେ ଛାତ୍ର

ତେଲେଙ୍ଗାନା ରାଜଧାନୀ ହାଇଦରାବାଦର ଜଣେ ମହିଳା ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ପରେ ଜାଳି କରି ହତ୍ୟା ମାମଲା ସାରା ଦେଶରେ ଏକ ପ୍ରକାର ଚହଳ ସୃଷ୍ଟି କରିଛି । ଦେଶର ବିଭିନ୍ନ ପ୍ରାନ୍ତର ଲୋକେ ଆରୋପି ମାନଙ୍କୁ ଫାଶୀ ସଜା ଦେବା ପାଇଁ ରାସ୍ତାକୁ ଓଲ୍ହାଇ ଆସିଛନ୍ତି । ଏସବୁ ଭିତରେ ଜଣେ ଛାତ୍ର…