ଏଠାରେ ନେଟୱାର୍କ ନଥିବାରୁ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ପାଠପଢ଼ା ଠପ୍, କିଏ ଗାଈ ଚରାଉଛି ତ କିଏ ବିଲକୁ ଯାଉଛି
ଅନୁଗୁଳ: ସଭିଏଁ ପଢିବା ସଭିଏଁ ବଢିବା। ଏ ଉକ୍ତିଟି ଶୁଣିବାକୁ ସତରେ ବହୁତ ଭଲ ଲାଗୁଛି । ନିଜ ଭିତରର ଆତ୍ମବିଶ୍ବାସ ଦ୍ବିଗୁଣିତ ହୋଇଯାଉଛି। ସତରେ ଶିକ୍ଷା ମଣିଷ ଜୀବନର ଏକ ଅଭିଚ୍ଛିନ୍ନ ଅଙ୍ଗ। ଯେଉଁଥିପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ ସବୁଠାରେ ଆଉ ସବୁ କ୍ଷେତ୍ରରେ…