ଭଦ୍ରକ ପାଣିସାହି ଅଙ୍ଗନବାଡି କେନ୍ଦ୍ରରେ ଅଘଟଣ, ଖେଳୁଥିବା ସମୟରେ ଗରମ ଡାଲିରେ ପଡିଗଲେ ଛାତ୍ରୀ
ଭଦ୍ରକ: ଅଙ୍ଗନବାଡି କେନ୍ଦ୍ରରେ ଅଘଟଣ। ଗରମ ଡାଲିରେ ପଡିଲେ ଛାତ୍ରୀ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପାଣିସାହି ଅଙ୍ଗନବାଡି କେନ୍ଦ୍ରରେ ଏକ ଶିଶୁ କନ୍ୟା ଖେଳୁଥିବା ସମୟରେ ଗରମ ଡାଲିରେ ପଡିଯାଇଥିଲା।
ଖବର ପାଇ ପରିବାରଲୋକେ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।…