Browsing Tag

student killed

ନବମ ଶ୍ରେଣୀ ଛାତ୍ରଙ୍କୁ କାହିଁକି ମାରିଲେ ଦୁର୍ବୃତ୍ତ ? କାରଣ ଅସ୍ପଷ୍ଟ, ପୋଲିସର ତନାଘନା ଜାରି

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ଜଟଣୀ ବେଣାପଞ୍ଜୁରୀରେ ନାବାଳକ ଛାତ୍ରକୁ କିଏ ମାରିଲା ଛୁରୀ ? ନବମ ଶ୍ରେଣୀ ଛାତ୍ରଙ୍କୁ କାହିଁକି ମାରିଲେ ଦୁର୍ବୃତ୍ତ ? ତନାଘନା ତଦନ୍ତ କରୁଛି ଜଟଣୀ ଥାନା ପୋଲିସ । ମୃତକ ହେଲେ ମନୋଜ ପାଲଟାସିଂଙ୍କ ପୁଅ ଶୁଭମ୍ ସ୍ୱରୂପ । ସେ ଓଡିଶା ଆଦର୍ଶ…

ଟେକ୍ସାସରେ ଛାତିଥରା ଘଟଣା: ସ୍କୁଲ୍ ଭିତରେ ପଶି ୧୮ ବର୍ଷୀୟ ଯୁବକର ଆଖି ବୁଜା ଗୁଳିମାଡ, ୧୮ ଛାତ୍ରଛାତ୍ରୀ ମୃତ

ଟେକ୍ସାସ: ଆମେରିକାରେ ଟେକ୍ସାସରେ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା । ଗୁଳିମାଡରେ ୧୮ ଜଣ ଛାତ୍ରଛାତ୍ରୀ ମୃତ । ଜଣେ ୧୮ ବର୍ଷୀୟ ଯୁବକ ଟେକ୍ସାସର ରୋବ ଆଲିମେଣ୍ଟରୀ ସ୍କୁଲରେ ପଶି ଆଖି ବୁଜାଗୁଳି ମାଡ କରିଛି । ଏଥିରେ ୧୮ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ପୋଲିସର ପାଲଟା…

ବାସୁଦେପୁର-ଧାମରା ରାସ୍ତାର ଅଟଳ ବିହାରୀ ଛକ ନିକଟରେ ଦୁର୍ଘଟଣା, ହାଇୱା ଧକ୍କା ଆଇଟିଆଇ ଛାତ୍ର ମୃତ

ବାସୁଦେପୁର(କେନ୍ଯୁଜ୍): ଭଦ୍ରକ ଜିଲ୍ଲା ବାସୁଦେପୁର- ଧାମରା ରାସ୍ତାର ଅଟଳ ବିହାରୀ ଛକ ନିକଟରେ ହାଇୱା ଧକ୍କାରେ ଜଣେ ଆଇଟିଆଇ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା । ପ୍ରତିବାଦରେ ଗାଁ ଲୋକେ ରାସ୍ତା ଅବରୋଧ କରିଛନ୍ତି । ତୁରନ୍ତ ରାସ୍ତା ନିର୍ମାଣ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ…

ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ସ୍କୁଲ ଛାତ୍ରଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଓବାଦୀଙ୍କ ବର୍ବରକାଣ୍ଡ। ୨ ସ୍କୁଲ ଛାତ୍ରଙ୍କୁ ହତ୍ୟା କଲେ ମାଓବାଦୀ । ଘଟଣା ଘଟିଛି ଛତିଶଗଡ଼ର ସୁକମା ଜିଲ୍ଲା ମିଲମପଲ୍ଲି ଜଙ୍ଗଲରେ । ପୋଲିସ ଇନଫର୍ମର ସନ୍ଦେହରେ ୨ ସ୍କୁଲ ଛାତ୍ରଙ୍କୁ ହତ୍ୟା କଲେ ମାଓବାଦୀ। ଏନେଇ ସୂଚନା ଦେଇଛନ୍ତି ସୁକମା ଏସ୍‌ପି କେ.ଏଲ୍‌ ଧ୍ରୁବ୍‌ ।