ପ୍ରିନ୍ସପାଲଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ, ଛାତ୍ରୀଙ୍କୁ ଚ୍ୟାମ୍ବରକୁ ଡାକୁଥିଲେ ଗାଲକୁ ଆଉଁସୁ ଥିଲେ
ରାୟଗଡା : ପ୍ରିନ୍ସିପାଲ କୁଆଡେ ନିଜ ଚ୍ୟାମ୍ବରକୁ ଡାକି ଛାତ୍ରୀ ମାନଙ୍କୁ କରୁଥିଲେ ଦୁର୍ବ୍ୟବହାର । କେତେବେଳେ ଗାଲରେ ହାତ ମାରୁଥିଲେ ତ କେତେବେଳେ କାନ୍ଧରେ ହାତ ପକାଇ ଦେଉଥିଲେ । ଆଉ ବାହାନା କରି ନିଜ ଚ୍ୟାମ୍ବରକୁ ଡାକୁଥିଲେ । ଏମିତି ଆହୁରି ଅନେକ ସାଂଘାତିକ ଅଭିଯୋଗ ନେଇ…