Browsing Tag

student pregnant

ମୋହନା : ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଥାନାରେ ଏତଲା ଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ମୋହନା (କେ ନ୍ୟୁଜ୍‌) : ଗଜପତି ଜ଼ିଲ୍ଲା ଚାନ୍ଦିପୁଟ ସ୍ଥିତି ଏକ ବାଳିକା ବିଦ୍ୟାପୀଠର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ । ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏତଲା ଆଧାରରେ ମୋହନା ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି l ଯାହା ଜଣାପଡ଼ିଛି, ଛାତ୍ରୀ ଜଣକ ଏବେ ୬ ମାସର ଗର୍ଭବତୀ…

ଗଜପତି : ପୁଣି ଛାତ୍ରୀ ଗର୍ଭବତୀ

ଗଜପତି : ଗଜପତି ଜିଲ୍ଲା ଆଇଟିଡିଏ ଦ୍ୱାରା ପରିଚାଳିତ ମୋହନା ସ୍ଥିତ ୧୦୦ ଆସନ ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସରେ ଜଣେ ୧୦ ମ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ ହୋଇଛନ୍ତି। ୬ ମାସ ଧରି  ଛାତ୍ରୀ ଜଣଙ୍କର ମାସିକ ଧର୍ମ ହୋଇଯିବା ଯୋଗୁଁ ଛାତ୍ରୀ ଜଣକୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ…