Browsing Tag

student problem

ପ୍ରଧାନ ଶିକ୍ଷକଙ୍କ ଅବହେଳା ଲାଗି ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ହେଲେ ୪ ଛାତ୍ରଛାତ୍ରୀ

କାଲିମେଳା: ପ୍ରଧାନ ଶିକ୍ଷକଙ୍କ ଅବହେଳା ଲାଗି ୪ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକରୁ ଆସିଛି ଏଭଳି ଅଭିଯୋଗ । ଚଳିତ ବର୍ଷ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷା ହେଇଯାଇଛି । ବାପନପଲ୍ଲୀ ସ୍ଥିତ…

ବାରିପଦା: ୬ କିଲୋମିଟର ଚାଲି ଚାଲି ଥାନାକୁ ଗଲେ ଇଞ୍ଜିନିୟରିଂ ଛାତ୍ର, ଅଜାଣତରେ ଷ୍ଟଡି ଲୋନ୍‌ ଉଠାଯାଇ ଥିବା ଅଭିଯୋଗ

ବାରିପଦା(କେନ୍ୟୁଜ୍): ଅଦଭୁତ ଅଭିଯୋଗ । ଏକ ଘରୋଇ କଲେଜର ଇଂଜିନିୟରିଂ ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଅଜାଣତରେ ସେମାନଙ୍କ ନାଁରେ ବ୍ୟାଙ୍କରୁ ଷ୍ଟଡି ଲୋନ୍‌ ଉଠାଯାଇଛି । ଏହି ଅଭିଯୋଗ ନେଇ ସେମାନେ ରାତିରେ ଚାଲି ଚାଲି ପ୍ରାୟ ୬ କିଲୋମିଟର ଦୂର ଆସି ଥାନାରେ ଅଭିଯୋଗ କରିଛନ୍ତି…

ମାଲକାନଗିରି : ଛାତ୍ରୀ ନିବାସରେ ଝାଡାବାନ୍ତି ଆତଙ୍କ

ମାଲକାନଗିରି (କେନ୍ୟୁଜ୍) : ଛାତ୍ରୀ ନିବାସରେ ଝାଡାବାନ୍ତି ଆତଙ୍କ। ମାଲକାନଗିରି ଜିଲ୍ଲା ସତୀଗୁଡ଼ା ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀ ନିବାସରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡୁଛନ୍ତି ଛାତ୍ରଛାତ୍ରୀ। ଏ ସମ୍ପର୍କରେ ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ହଷ୍ଟେଲ ଯାଇ…