Browsing Tag

student protest

ଛାତ୍ରଛାତ୍ରୀଙ୍କ ନିଆରା ପ୍ରତିବାଦ, ଉପାସ ରହି ସ୍କୁଲ ପୋଷାକ ଫେରାଇ ଦେଲେ ଛାତ୍ରଛାତ୍ରୀ

ପଟ୍ଟାମୁଣ୍ଡାଇ: ଜଣଙ୍କ ପରେ ଜଣେ ଆସି ସ୍କୁଲ୍ ୟୁନିଫର୍ମ ଫୋପାଡ଼ି ଦେଉଛନ୍ତି । ସେପଟେ ମଧ୍ୟାହ୍ନ ଖାଦ୍ୟକୁ ବର୍ଜନ କରିଛନ୍ତି ଶହ ଶହ ଛାତ୍ରୀ । ଆବଶ୍ୟକୀୟ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀ କରିଛନ୍ତି ଏଭଳି ନିଆରା ପ୍ରତିବାଦ। ସ୍କୁଲ ପୋଷାକ ଫେରାଇ ଦେବା ସହ ସରକାରୀ ମଧ୍ୟାହ୍ନ ଭୋଜନ ଗ୍ରହଣ…

ଶିକ୍ଷକଙ୍କ ବଦଳି ବାତିଲ ଦାବୀ ନେଇ ତାତିଲେ ଗ୍ରାମବାସୀ , ସ୍କୁଲରେ ପକାଇଲେ ତାଲା

ଛତ୍ରପୁର : ସ୍କୁଲ ଶିକ୍ଷକଙ୍କ ବଦଳି ବାତିଲ କରିବା ଦାବି ନେଇ ଟାକିରିଆ ବ୍ରହ୍ମପୁର ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି । ଏଥିରେ ଛାତ୍ର, ଛାତ୍ରୀ ଓ ଅଭିଭାବକ ମାନେ ସାମିଲ ହୋଇ ଆନ୍ଦୋଳନକୁ ସମର୍ଥନ କରିଛନ୍ତି  ।  ଆଜି ସକାଳୁ ସ୍କୁଲ ଗେଟରେ ତାଲା ପକାଇ ରଖିଛନ୍ତି  । ଏପରିକି କୌଣସି…

ଶିକ୍ଷକଙ୍କ ବଦଳି ବାତିଲ ଦାବି ନେଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ, ସ୍କୁଲ ଫାଟକରେ ପଡ଼ିଛି ତାଲା

ଛତ୍ରପୁର: ଆମ ଶିକ୍ଷକଙ୍କୁ ଆମେ ବଦଳି ହେବାକୁ ଦେବୁନି । ସେ ଆମ ପାଇଁ ବହୁତ କରିଛନ୍ତି । ତାଙ୍କ ଭଳି ଶିକ୍ଷକଙ୍କ ପାଇଁ ଆମେ ଭଲରେ ପାଠ ପଢ଼ୁଛୁ । ସମସ୍ତଙ୍କୁ ଉଚ୍ଚଶିକ୍ଷିତ କରିବାରେ ତାଙ୍କ ଅବଦାନ ବହୁତ । ଆଉ ଏବେ ହଠାତ ତାଙ୍କର ବଦଳି କରାଯାଇଛି । ତେଣୁ ଆମେ ବାଧ୍ୟ ହୋଇ ଆନ୍ଦୋଳନକୁ…

ପ୍ରଫେସର ଅଛନ୍ତି କିନ୍ତୁ କ୍ଲାସ୍ କରୁନାହାନ୍ତି, ଜିଲ୍ଲାପାଳଙ୍କ ନିକଟରେ ଏମିତି ଅଭିଯୋଗ କଲେ ଛାତ୍ରଛାତ୍ରୀ

ଯାଜପୁର ଟାଉନ:  ପ୍ରଫେସର ଅଛନ୍ତି କିନ୍ତୁ କ୍ଲାସ୍ କରୁନାହାନ୍ତି । ଦୀର୍ଘ ବର୍ଷ ହେବ ଗୋଟିଏ କଲେଜରେ ଚାକିରି କରିବା ଭିତରେ କେବେ ବି ଶ୍ରେଣୀ ଗୃହକୁ ଯାଇନାହାନ୍ତି । ଏପରିକି ସବୁ ସମୟରେ ମଦ ପିଇ ନିଶା ଶକ୍ତ ଅବସ୍ଥା‌‌ରେ ରହୁଥିବାରୁ ଏହାକୁ ବି‌ରୋଧ କରିଛନ୍ତି ଛାତ୍ରଛାତ୍ରୀ । ଯାହାକୁ…

ନାମଲେଖାରୁ ବଞ୍ଚିତ ଷଷ୍ଠ ଶ୍ରେଣୀ ଛାତ୍ରର ଅଭିନବ ପ୍ରତିବାଦ : ବିଦ୍ୟାଳୟ ସମ୍ମୁଖରେ ବିକ୍ରି କଲେ ଚଣା, ମୁଢ଼ି

ବ୍ରହ୍ମପୁର(କେନ୍ୟୁଜ୍): ଚଣା, ମୁଢ଼ି ବିକ୍ରି କରି ପ୍ରତିବାଦ । ନାମଲେଖାରୁ ବଞ୍ଚିତ ଥିବାରୁ ବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ର। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ୍‌ଏସି ଅନ୍ତର୍ଗତ କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ । ବିଦ୍ୟାଳୟରେ ନାମ…

ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ହାତ କାଟିଲେ ଛାତ୍ରୀ

କଟକ(କେନ୍ଯୁଜ୍):ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ହାତ କାଟିଲେ ଛାତ୍ରୀ। ଯୁକ୍ତ ୨ ଏକ୍ସରେଗୁଲାର ଛାତ୍ରୀ ହାତ କାଟିଛନ୍ତି। ଦଶମ ଶ୍ରେଣୀ ମୂଲ୍ୟାୟନ ଆଧାରରେ ଯୁକ୍ତ ୨ରେ ମାର୍କ ପ୍ରଦାନ ଦାବିରେ କାଟିଛନ୍ତି ହାତ। ଯୁକ୍ତ ୨ରେ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆଜି…

ନୟାଗଡ଼ ପଠାଣୀ ସାମନ୍ତ ନର୍ସିଂ କଲେଜ ଛାତ୍ରୀଙ୍କ ଅସନ୍ତୋଷ, ମ୍ୟାନେଜମେଣ୍ଟରେ ବିବାଦ ଯୋଗୁଁ ଅନ୍ଧାରରେ ପିଲାଙ୍କ…

ନୟାଗଡ଼(କେନ୍ଯୁଜ୍): ନୟାଗଡ଼ ଜିଲ୍ଲା ଟାଉନ ଥାନା ପଠାଣୀ ସାମନ୍ତ ନର୍ସିଂ କଲେଜ ଛାତ୍ରୀଙ୍କ ଅସନ୍ତୋଷ । ମ୍ୟାନେଜମେଣ୍ଟରେ ବିବାଦ ଯୋଗୁଁ ଅନ୍ଧାରରେ ପିଲାଙ୍କ ଭବିଷ୍ୟତ । ପଠାଣି ସାମନ୍ତ କଲେଜର ପ୍ରତିଷ୍ଠାତା ତଥା ନିର୍ଦେଶକଙ୍କ ମୃତ୍ୟୁ ପରେ ମ୍ୟାନେଜମେଣ୍ଟ ଦାୟିତ୍ୱ କିଏ ନେବେ, ସେନେଇ…

ଦଶମ ଶ୍ରେଣୀ ପରୀକ୍ଷା ବାତିଲ ଦାବିରେ ନବୀନ ନିବାସ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ବର: ବାତିଲ୍‌ ହେବ କି ଦଶମ ଶ୍ରେଣୀ ପରୀକ୍ଷା। ଜୁନ୍‌ ପ୍ରଥମ ସପ୍ତାହର ସ୍ଥିତି ଦେଖି ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ସେନେଇ ତର୍ଜମା କରାଯାଉଛି। ପରୀକ୍ଷା ବାତିଲ୍‌ ହେଲେ କିଭଳି ମାର୍କ ମିଳିବ ସେନେଇ ସମୀକ୍ଷା କରାଯାଉଛି। ଖୁବଶୀଘ୍ର ନିଷ୍ପତ୍ତି…

ଆନ୍ଦୋଳନରୁ ହଟିଲେ ବୋଷ ଇଞ୍ଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀ, ଅଫଲାଇନ୍‌ରେ କ୍ଲାସ ଭିତରେ ଦେଉଛନ୍ତି ପରୀକ୍ଷା

କଟକ: ଆନ୍ଦୋଳନରୁ ହଟିଲେ ବୋଷ ଇଞ୍ଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀ। ଅଫଲାଇନ୍‌ରେ ପରୀକ୍ଷା ଦେବାକୁ କ୍ଲାସ ଭିତରେ ପ୍ରବେଶ କରି ପରୀକ୍ଷା ଦେଉଛନ୍ତି। ଅନଲାଇନ୍‌ରେ ପରୀକ୍ଷା ଦେବାକୁ ଦାବି କରି ଗତକାଲିଠୁ ସ୍କୁଲ ଗେଟ୍‌ ଆଗରେ ଧାରଣାରେ ବସିଥିଲେ। ୩ ଜଣ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ…

ପରୀକ୍ଷା ନ ହୋଇ ଲାଗିଛି ବ୍ୟାକ୍, ଭଦ୍ରକ ମହାବିଦ୍ୟାଳୟ ପରିସରରେ ଛାତ୍ର ଉତ୍ତେଜନା

ଭଦ୍ରକ: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ର ଉତ୍ତେଜନା । +୩ ଦ୍ୱିତୀୟ ବର୍ଷ ବିଭିନ୍ନ ବିଭାଗର ଅଧିକାଂଶ ଛାତ୍ରଛାତ୍ରୀଙ୍କ ଦ୍ଵିତୀୟ ସେମିଷ୍ଟାର ପରୀକ୍ଷାରେ ବ୍ୟାକ ଲାଗିଥିବାକୁ ନେଇ ଉତ୍ତେଜନା ଲାଗିରହିଛି । କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଟାୟାର ଜାଳି ବିକ୍ଷୋଭ କରୁଛନ୍ତି…

ଭଦ୍ରକ: ଟିୟୁସନ ଫି ଛାଡ କରିବା ଦାବିରେ କଲେଜ ଫାଟକ ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ମତୋ ଲଳିତା ଶିବଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି । ଟିୟୁସନ ଫି ଛାଡ ଦାବି କରି ଆଜି ଯୁକ୍ତ ୨ର ଛାତ୍ରଛାତ୍ରୀମାନେ କଲେଜ ଫାଟକ ଆଗରେ ବିକ୍ଷୋଭ କରିବା ସହ ହୋହାଲ୍ଲା କରିଥିଲେ । ଅଭିଯୋଗ ମୁତାବକ କରୋନା ମହାମାରି ପାଇଁ କଲେଜ ବନ୍ଦ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଓ ଅଣଛାତ୍ର ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ପୋଲିସ କମିଶନରଙ୍କୁ ଭେଟି ଆଲୋଚନା କଲେ…

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଅଶାନ୍ତି । ଗତକାଲି ରାତିରେ ଛାତ୍ର ଓ ଅଣଛାତ୍ର ମଧ୍ୟରେ ଗଣ୍ଡଗୋଳ ହୋଇଛି। କ୍ୟାଣ୍ଟିନର ବିଭିନ୍ନ ସମସ୍ୟା ସହ ହଷ୍ଟେଲ ସମସ୍ୟାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହାପରେ ଏକ ନମ୍ବର ବଏଜ୍‌ ହଷ୍ଟେଲ ଆଗରେ ଆନ୍ଦୋଳନରେ ବସିଥିଲେ ଛାତ୍ର। ପରେ ପୋଲିସ…