ଶିକ୍ଷକଙ୍କ ବଦଳି ବାତିଲ ଦାବି, ସ୍କୁଲ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ
ଯାଜପୁର: ଶିକ୍ଷକଙ୍କ ବଦଳି ବାତିଲ ଦାବି କରି ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସିଂହାପୁର ଗୁରୁକୁଳ ନୋଡ଼ାଲ ସ୍କୁଲରେ। ଶିକ୍ଷକଙ୍କୁ ବଦଳି ନ କରିବାକୁ ଛାତ୍ରଛାତ୍ରୀ ସ୍କୁଲ ଗେଟ୍ ସାମ୍ନାରେ ଧାରଣାରେ…