Browsing Tag

student protest

ନାମଲେଖାରୁ ବଞ୍ଚିତ ଷଷ୍ଠ ଶ୍ରେଣୀ ଛାତ୍ରର ଅଭିନବ ପ୍ରତିବାଦ : ବିଦ୍ୟାଳୟ ସମ୍ମୁଖରେ ବିକ୍ରି କଲେ ଚଣା, ମୁଢ଼ି

ବ୍ରହ୍ମପୁର(କେନ୍ୟୁଜ୍): ଚଣା, ମୁଢ଼ି ବିକ୍ରି କରି ପ୍ରତିବାଦ । ନାମଲେଖାରୁ ବଞ୍ଚିତ ଥିବାରୁ ବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ର। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ୍‌ଏସି ଅନ୍ତର୍ଗତ କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ । ବିଦ୍ୟାଳୟରେ ନାମ…

ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ହାତ କାଟିଲେ ଛାତ୍ରୀ

କଟକ(କେନ୍ଯୁଜ୍):ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ହାତ କାଟିଲେ ଛାତ୍ରୀ। ଯୁକ୍ତ ୨ ଏକ୍ସରେଗୁଲାର ଛାତ୍ରୀ ହାତ କାଟିଛନ୍ତି। ଦଶମ ଶ୍ରେଣୀ ମୂଲ୍ୟାୟନ ଆଧାରରେ ଯୁକ୍ତ ୨ରେ ମାର୍କ ପ୍ରଦାନ ଦାବିରେ କାଟିଛନ୍ତି ହାତ। ଯୁକ୍ତ ୨ରେ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆଜି…

ନୟାଗଡ଼ ପଠାଣୀ ସାମନ୍ତ ନର୍ସିଂ କଲେଜ ଛାତ୍ରୀଙ୍କ ଅସନ୍ତୋଷ, ମ୍ୟାନେଜମେଣ୍ଟରେ ବିବାଦ ଯୋଗୁଁ ଅନ୍ଧାରରେ ପିଲାଙ୍କ…

ନୟାଗଡ଼(କେନ୍ଯୁଜ୍): ନୟାଗଡ଼ ଜିଲ୍ଲା ଟାଉନ ଥାନା ପଠାଣୀ ସାମନ୍ତ ନର୍ସିଂ କଲେଜ ଛାତ୍ରୀଙ୍କ ଅସନ୍ତୋଷ । ମ୍ୟାନେଜମେଣ୍ଟରେ ବିବାଦ ଯୋଗୁଁ ଅନ୍ଧାରରେ ପିଲାଙ୍କ ଭବିଷ୍ୟତ । ପଠାଣି ସାମନ୍ତ କଲେଜର ପ୍ରତିଷ୍ଠାତା ତଥା ନିର୍ଦେଶକଙ୍କ ମୃତ୍ୟୁ ପରେ ମ୍ୟାନେଜମେଣ୍ଟ ଦାୟିତ୍ୱ କିଏ ନେବେ, ସେନେଇ…

ଦଶମ ଶ୍ରେଣୀ ପରୀକ୍ଷା ବାତିଲ ଦାବିରେ ନବୀନ ନିବାସ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ବର: ବାତିଲ୍‌ ହେବ କି ଦଶମ ଶ୍ରେଣୀ ପରୀକ୍ଷା। ଜୁନ୍‌ ପ୍ରଥମ ସପ୍ତାହର ସ୍ଥିତି ଦେଖି ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ସେନେଇ ତର୍ଜମା କରାଯାଉଛି। ପରୀକ୍ଷା ବାତିଲ୍‌ ହେଲେ କିଭଳି ମାର୍କ ମିଳିବ ସେନେଇ ସମୀକ୍ଷା କରାଯାଉଛି। ଖୁବଶୀଘ୍ର ନିଷ୍ପତ୍ତି…

ଆନ୍ଦୋଳନରୁ ହଟିଲେ ବୋଷ ଇଞ୍ଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀ, ଅଫଲାଇନ୍‌ରେ କ୍ଲାସ ଭିତରେ ଦେଉଛନ୍ତି ପରୀକ୍ଷା

କଟକ: ଆନ୍ଦୋଳନରୁ ହଟିଲେ ବୋଷ ଇଞ୍ଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀ। ଅଫଲାଇନ୍‌ରେ ପରୀକ୍ଷା ଦେବାକୁ କ୍ଲାସ ଭିତରେ ପ୍ରବେଶ କରି ପରୀକ୍ଷା ଦେଉଛନ୍ତି। ଅନଲାଇନ୍‌ରେ ପରୀକ୍ଷା ଦେବାକୁ ଦାବି କରି ଗତକାଲିଠୁ ସ୍କୁଲ ଗେଟ୍‌ ଆଗରେ ଧାରଣାରେ ବସିଥିଲେ। ୩ ଜଣ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ…

ପରୀକ୍ଷା ନ ହୋଇ ଲାଗିଛି ବ୍ୟାକ୍, ଭଦ୍ରକ ମହାବିଦ୍ୟାଳୟ ପରିସରରେ ଛାତ୍ର ଉତ୍ତେଜନା

ଭଦ୍ରକ: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ର ଉତ୍ତେଜନା । +୩ ଦ୍ୱିତୀୟ ବର୍ଷ ବିଭିନ୍ନ ବିଭାଗର ଅଧିକାଂଶ ଛାତ୍ରଛାତ୍ରୀଙ୍କ ଦ୍ଵିତୀୟ ସେମିଷ୍ଟାର ପରୀକ୍ଷାରେ ବ୍ୟାକ ଲାଗିଥିବାକୁ ନେଇ ଉତ୍ତେଜନା ଲାଗିରହିଛି । କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଟାୟାର ଜାଳି ବିକ୍ଷୋଭ କରୁଛନ୍ତି…

ଭଦ୍ରକ: ଟିୟୁସନ ଫି ଛାଡ କରିବା ଦାବିରେ କଲେଜ ଫାଟକ ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ମତୋ ଲଳିତା ଶିବଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି । ଟିୟୁସନ ଫି ଛାଡ ଦାବି କରି ଆଜି ଯୁକ୍ତ ୨ର ଛାତ୍ରଛାତ୍ରୀମାନେ କଲେଜ ଫାଟକ ଆଗରେ ବିକ୍ଷୋଭ କରିବା ସହ ହୋହାଲ୍ଲା କରିଥିଲେ । ଅଭିଯୋଗ ମୁତାବକ କରୋନା ମହାମାରି ପାଇଁ କଲେଜ ବନ୍ଦ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଓ ଅଣଛାତ୍ର ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ପୋଲିସ କମିଶନରଙ୍କୁ ଭେଟି ଆଲୋଚନା କଲେ…

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଅଶାନ୍ତି । ଗତକାଲି ରାତିରେ ଛାତ୍ର ଓ ଅଣଛାତ୍ର ମଧ୍ୟରେ ଗଣ୍ଡଗୋଳ ହୋଇଛି। କ୍ୟାଣ୍ଟିନର ବିଭିନ୍ନ ସମସ୍ୟା ସହ ହଷ୍ଟେଲ ସମସ୍ୟାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହାପରେ ଏକ ନମ୍ବର ବଏଜ୍‌ ହଷ୍ଟେଲ ଆଗରେ ଆନ୍ଦୋଳନରେ ବସିଥିଲେ ଛାତ୍ର। ପରେ ପୋଲିସ…

ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି, ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି । ମୁଖ୍ୟ ଫାଟକରେ ତାଲା ପକାଇ ଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ କରି ଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କୋର୍ସ ସରିନଥିବାରୁ ପରୀକ୍ଷା କରିବାକୁ ଛାତ୍ରୀମାନେ…

ଯାଜପୁର: ଶିକ୍ଷକଙ୍କ ବଦଳିକୁ ବିରୋଧ , ପ୍ରତିବାଦରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଯାଜପୁର ଟାଉନ(କେନ୍ୟୁଜ୍): ଶିକ୍ଷକଙ୍କ ବଦଳୀି ପ୍ରତିବାଦରେ ଛାତ୍ର ଛାତ୍ରୀଙ୍କ ଧାରଣା । ଯାଜପୁର ବ୍ଲକ ଖଇରାବାଦ ପଂଚାୟତର ପିସିବି ହାଇସ୍କୁଲରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକ ତୁଷାରକାନ୍ତ ମିଶ୍ରଙ୍କୁ ଅନ୍ୟତ୍ର ବଦଳୀି କରାଯାଇଛି । ଏହାର ପ୍ରତିବାଦ କରି ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ…

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ କଲେଜରେ ଛାତ୍ର ଅସନ୍ତୋଷ, ବିଭିନ୍ନ ସମସ୍ୟାକୁ ନେଇ କଲେଜର ସମ୍ମୁଖରେ ବିକ୍ଷୋଭ

କେନ୍ଦ୍ରାପଡ଼ା(କେନ୍ୟୁଜ୍):  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜରେ ଛାତ୍ର ଅସନ୍ତୋଷ। ବିଭିନ୍ନ ସମସ୍ୟାକୁ ନେଇ ଆଜି ଶତାଧିକ ଛାତ୍ରଛାତ୍ରୀ କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ଟାୟାର ଜାଳି ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଲେଜରେ ଦୁଇଦୁଇଥର ଇଣ୍ଟରନାଲ ପରୀକ୍ଷା ହେବା…

ବୁଲବୁଲ ବର୍ଷାରେ ରାଜକନିକା ଏସ.ଏନ କଲେଜ ଜଳାର୍ଣ୍ଣବ, ଏଯାଏ ହୋଇପାରିନି ପାଣି ନିଷ୍କାସନ

ରାଜକନିକା(କେନ୍ୟୁଜ୍):   ବାତ୍ୟା ବୁଲବୁଲ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ କେନ୍ଦ୍ରପଡ଼ାର ରାଜକନିକା ଏସ.ଏନ କଲେଜ ପରିସର ଜଳାର୍ଣ୍ଣବ ହୋଇଥିବା ବେଳେ ଏଯାଏ ପାଣି ନିଷ୍କାସନ କରାଯାଇପାରିନାହିଁ । ଏହାର ପ୍ରତିବାଦରେ କଲେଜ ଛାତ୍ରଛାତ୍ରୀମାନେ କଟକ-ଚାନ୍ଦବାଲି ରାସ୍ତାର ଏସ.ଏନ କଲେଜ ଛକଠାରେ…