କଲେଜ ସାରି ଘରକୁ ଫେରୁଥିବା ବେଳେ ଏମିତି ପଦକ୍ଷେପ ନେଉଥିଲେ ଛାତ୍ରୀ, କିନ୍ତୁ ଜୀବନକୁ ବାଜି ଲଗାଇ ଉଦ୍ଧାର କଲେ ଯୁବକ
କଲେଜ ସାରି ଘରକୁ ଫେରୁଥିଲେ ଛାତ୍ରୀ କିନ୍ତୁ କଣ ହେଲା କେଜାଣି ହଠାତ ଚରମ ପଦକ୍ଷେପ ନେବା ପାଇଁ ଉଦ୍ୟମ କଲେ । ଘରୁ ଖାଇ ପିଇ କଲେଜେ ଯାଇଥିଲେ କିନ୍ତୁ ଏମିତି ନିଷ୍ପତି କାହିଁକି ନେଲେ ? କଣ ଏମିତି ହୋଇଗଲା ଯେ ସିଧା ଉଛୁଳା ନଈ ଭିତରେ ପଡିଗଲେ । କଲେଜ ଛାତ୍ରୀ ଜଣକ ସିନା ଏମିତି ପଦକ୍ଷେପ…