ଶିକ୍ଷାନୁଷ୍ଠାନରେ କୋଭିଡ ଟେଷ୍ଟିଂ ଜୋରଦାର, କ୍ୟାପିଟାଲ ହାଇସ୍କୁଲରେ ୨ ଛାତ୍ର ଛାତ୍ରୀ ପଜିଟିଭ ଚିହ୍ନଟ
ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକରେ କୋଭିଡ ଟେଷ୍ଟିଂ ଜୋରଦାର ହୋଇଛି । ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀମାନେ ନିଜ ନିଜ ସଂସ୍ପର୍ଶରେ ଆସୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ ଦେଖି ବିଏମସି ପକ୍ଷରୁ ଟେଷ୍ଟିଂ କରାଯାଉଛି । ଟେଷ୍ଟିଂରେ କ୍ୟାପିଟାଲ ହାଇସ୍କୁଲର ୨…