Browsing Tag

student

ଛାତ୍ରୀଙ୍କୁ ଅପମାନିତ କରିବା ଶିକ୍ଷୟିତ୍ରୀଙ୍କୁ ପଡିଲା ମହଙ୍ଗା , ବିଦ୍ୟାଳୟ ଭିତରେ ନିର୍ବସ୍ତ୍ର କରି ମାଡ଼ମାରିଲେ…

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଛାତ୍ରୀଙ୍କୁ ଅପମାନିତ କରିବା ଜଣେ ଶିକ୍ଷୟିତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏକ ସଂପ୍ରଦାୟର ଲୋକେ ଶିକ୍ଷୟିତ୍ରୀଙ୍କୁ ନିର୍ବସ୍ତ୍ର କରି ମାଡ଼ ମାରିଥିବା ନେଇ ଜାତୀୟ…

ବୀଭତ୍ସ ଘଟଣା : ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ, ଶୌଚାଳୟରେ କିରୋସିନି ଢାଳି ଲଗାଇଦେଲା ନିଆଁ

ସୋର (କେନ୍ୟୁଜ): ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା । ଜୀଅନ୍ତା ଜାଳିଦେଲେ ଯୁବକ । ଶୌଚାଳୟ ଭିତରେ କିରୋସିନି ଢାଳି ମାରିଦେଇଛି ଯୁବକ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାରିଙ୍ଗିଆରେ ଗାଁରେ ଘଟିଛି ଏଭଳି ଅମାନୁଷିକ କାଣ୍ଡ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା…

ତଣ୍ଟିରେ ଫସିଗଲା ବୋତଲର ଠିପି: ଏପରି କୌଶଳ ପ୍ରୋୟାଗ କରି ପିଲାର ଜୀବନ ବଞ୍ଚାଇଲେ ଶିକ୍ଷୟିତ୍ରୀ, ଦେଖନ୍ତୁ ଭିଡିଓ

ଶିକ୍ଷକମାନେ କେବଳ ପିଲାମାନଙ୍କୁ ଶିକ୍ଷା ଦିଅନ୍ତି ନାହିଁ ବରଂ ସେମାନଙ୍କୁ ଉତ୍ତମ ଆଦର୍ଶ ଦେଇଥାନ୍ତି। କେବଳ ଏତିକି ନୁହେଁ, ଶିକ୍ଷକମାନେ ମଧ୍ୟ ଆବଶ୍ୟକ ସମୟରେ ପିଲାମାନଙ୍କର ଜୀବନ ରକ୍ଷା କରନ୍ତି। ଆମେରିକାର ନ୍ୟୁଜର୍ସିରେ ଥିବା ଇଷ୍ଟ ଆରେଞ୍ଜ କମ୍ୟୁନିଟି ଚାର୍ଟର ସ୍କୁଲରେ ଏପରି ଏକ ମାମଲା…

ଉପ ଜିଲ୍ଲାପାଳଙ୍କ ମହାନତା, ଆହତ ଛାତ୍ରକୁ ଉଦ୍ଧାର କରି ଦେଖାଇଲେ ସହାନୁଭୂତି

ଯାଜପୁର ଟାଉନ (କେନ୍ୟୁଜ): ଦୁର୍ଘଟଣାରେ ଆହତ ଛାତ୍ରକୁ ଉଦ୍ଧାର କରି ଡାକ୍ତର ଖାନାରେ ଭର୍ତ୍ତି କଲେ ଉପ ଜିଲ୍ଲାପାଳ। ଯାଜପୁର ଉପ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର ବିଂଝାରପୁରରୁ ନିଜ ଅଫିସକୁ ଫେରୁଥିବା ସମୟରେ ଖଣ୍ଡରା ଛକ ନିକଟରେ ହୋଇଥିବା ଏକ ଦୁର୍ଘଟଣାରେ ନୃସିଂହ ଚରଣ ସେଠିଙ୍କ ପୁଅ…

ଦିନକ ପୂର୍ବରୁ ହୋଇଥିଲେ ଫାଷ୍ଟ ଡିଭିଜନ ପାସ୍‌, ହେଲେ ପରଦିନ ମା’, ବାପାଙ୍କ ପାଇଁ ଭାବବିହ୍ଵଳ କଥା ଲେଖି ବେକରେ ଲଗାଇ…

ରାଜସ୍ଥାନର ଚୁରୁରେ ଗୋଟିଏ ଦିନ ପୂର୍ବରୁ ଫାଷ୍ଟ ଡିଭିଜନରେ ପାସ୍ କରିଥିବା ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସେ B.Sc ନର୍ସିଂ ତୃତୀୟ ବର୍ଷର ଛାତ୍ରୀ ଥିଲେ ଏବଂ ଧର୍ମସ୍ତପ ନିକଟରେ ଏକ ଭଡା ଘରେ ରହୁଥିଲେ। ପ୍ରିୟଙ୍କା କଟେଭା ନାମ୍ନୀ ଏହି ଛାତ୍ରୀଙ୍କ ବୟସ ମାତ୍ର ୨୨ ବର୍ଷ ଥିଲା | ତେବେ…

ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ହାତ କାଟିଲେ ଛାତ୍ରୀ

କଟକ(କେନ୍ଯୁଜ୍):ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ହାତ କାଟିଲେ ଛାତ୍ରୀ। ଯୁକ୍ତ ୨ ଏକ୍ସରେଗୁଲାର ଛାତ୍ରୀ ହାତ କାଟିଛନ୍ତି। ଦଶମ ଶ୍ରେଣୀ ମୂଲ୍ୟାୟନ ଆଧାରରେ ଯୁକ୍ତ ୨ରେ ମାର୍କ ପ୍ରଦାନ ଦାବିରେ କାଟିଛନ୍ତି ହାତ। ଯୁକ୍ତ ୨ରେ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆଜି…

ପ୍ରଧାନ ଶିକ୍ଷକଙ୍କ ଅବହେଳା ଲାଗି ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ହେଲେ ୪ ଛାତ୍ରଛାତ୍ରୀ

କାଲିମେଳା: ପ୍ରଧାନ ଶିକ୍ଷକଙ୍କ ଅବହେଳା ଲାଗି ୪ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକରୁ ଆସିଛି ଏଭଳି ଅଭିଯୋଗ । ଚଳିତ ବର୍ଷ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷା ହେଇଯାଇଛି । ବାପନପଲ୍ଲୀ ସ୍ଥିତ…

ନବରଙ୍ଗପୁର ଆଉଁଳି ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକଙ୍କ ଅଭିନବ ପ୍ରୟାସ, ସାରା ରାଜ୍ୟ ଲକଡାଉନ୍ ଥିବାରୁ ୟୁଟ୍ୟୁବ…

ନବରଙ୍ଗପୁର : ଶିକ୍ଷକଙ୍କ ଅଭିନବ ପ୍ରୟାସ । ୟୁଟ୍ୟୁବ ମାଧ୍ୟମରେ ପଢାଉଛନ୍ତି ପାଠ । ନବରଙ୍ଗପୁର ଜିଲ୍ଲା ଆଉଁଳି ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଏମ.ଡି. ଜାକିରୁଦ୍ଦିନ । ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ବିଦ୍ୟାଳୟ ବନ୍ଦ ରଖିବା ସହ ପରୀକ୍ଷା ଗୁଡିକ ମଧ୍ୟ…

ବିଶ୍ୱର ଶତାୟୁ ଛାତ୍ରୀ ସାଜିଲେ ଆମ୍ମା, ଦାୟିତ୍ୱ କାରଣରୁ ଅଧାରୁ ଛାଡିଥିଲେ ପାଠପଢା

ବିଦ୍ୟା ଆହରଣ ଯେ କୌଣସି ନିର୍ଦ୍ଦିଷ୍ଟ ବୟସ ନ ଥାଏ । ନିଜ ଭିତରେ ଜ୍ଞାନ ଆହରଣର ଦୃଢ ଇଚ୍ଛା ଶକ୍ତି ଥିଲେ ଯେକୌଣସି ବାଧା ବିଘ୍ନକୁ ମଧ୍ୟ ଅତି ସହଜରେ ପାର କରାଯାଇପାରିବ । ଯେକୌଣସି ବୟସରେ ନିଜ ଅଧୁରା ପାଠକୁ ମଧ୍ୟ ପୂରଣ କରାଯାଇପାରିବ । ଏମିତି ଏକ ଅସାଧାରଣ ପଦକ୍ଷେପ ନେଇ ନିଜ ପାଇଁ ଏକ…

କିସ୍‌ର ୧୮ ଜଣ ଛାତ୍ରଛାତ୍ରୀ ପାଇଲେ ବିଭିନ୍ନ କଲେଜରେ ଅଧ୍ୟାପକ ପଦବୀ, ସମ୍ବର୍ଦ୍ଧିତ କଲେ କିସ୍‌ର ପ୍ରତିଷ୍ଠାତା…

ଭୁବନେଶ୍ବର(କେନ୍ୟୁଜ୍):    କିସ୍‌ର ୧୮ ଜଣ ଛାତ୍ରଛାତ୍ରୀ ଓଡ଼ିଶା ଷ୍ଟାଫ୍‌ ସିଲେକସନ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଓଡ଼ିଶାର ବିଭିନ୍ନ କଲେଜରେ ଅଧ୍ୟାପକ ନିଯୁକ୍ତି ପାଇଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସଏସବି ଅଧ୍ୟାପକ ନିଯୁକ୍ତ…

କମାଲ କଲା ୫ ଇଞ୍ଚର ବୁଢ଼ା ଆଙ୍ଗୁଠି, ଟିକ୍‌ଟକର ଷ୍ଟାର୍‌ ବନିଗଲେ ଏହି ବାଳକ, ଭିଡିଓ ଦେଖି ଲୋକେ କହିଲେ ଏଲିୟନ୍‌

ଟିକଟକ୍‌ ପୁଣି ଜଣେ ଷ୍ଟାର ଆମକୁ ଦେଇଛି। ମୈସାଚୁସେଟ୍ସ ୱେଷ୍ଟପୋର୍ଟର ଜଣେ ଛାତ୍ରଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବାର କାରଣ ସିଙ୍ଗିଙ୍ଗ୍‌ କିମ୍ବା ଆକ୍ଟିଙ୍ଗ୍‌ ନୁହେଁ, ବରଂ ତାଙ୍କ ୫ ଇଞ୍ଚର ବୁଢ଼ା ଆଙ୍ଗୁଠି, ଯାହାକୁ ଛାତ୍ର ଜଣକ…

ସାର୍ଟିଫିକେଟ୍‌ରେ ତ୍ରୁଟି ଯୋଗୁଁ ନାଁ ଲେଖାଇ ପାରିଲେନି ଯୁବତୀ, କଲେ ଆତ୍ମହତ୍ୟା ଉଦ୍ୟମ

ପୁରୀ (କେ ନ୍ୟୁଜ୍‌) : ସାର୍ଟିଫିକେଟ୍‌ ତ୍ରୁଟି ଯୋଗୁଁ ନାମ ଲେଖାଇ ନ ପାରିବାରୁ ଜଣେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ବିଷ ପିଇ ଦେଲେ ପୁରୀ ସଦର ଥାନା କୁରୁଣ୍ଟି ଗାଁର ମିଲି ସେଠୀ । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ କଟକକୁ…