ଗାଁ ମଶାଣିରେ ଜଳିଲା ସୌମ୍ୟାଶ୍ରୀଙ୍କ ଜୁଇ, ମୁଖାଗ୍ନି ଦେଲେ ଭାଇ
ବାଲେଶ୍ୱର : ପୈତୃକ ଗାଁ ମଶାଣି ରେ ଜଳିଲା ସୌମ୍ୟାଶ୍ରୀଙ୍କ ମୃତ ଶରୀର । ପଳାସିଆ ଗାଁ ମଶାଣିରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୁଖାଗ୍ନି ଦେଲେ ସୌମ୍ୟାଶ୍ରୀଙ୍କ ଭାଇ । ସୌମ୍ୟାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପୂରା ଗାଁ ଏକାଠି ହୋଇଥିବା ବେଳେ, ଭାଙ୍ଗିପଡ଼ିଛି ପୂରା…