Browsing Tag

sub-inspector subhashree

ପୁଣି ମହାନତା ଦେଖାଇଲେ ମହିଳା ସବ୍ ଇନ୍ସପେକ୍ଟର ଶୁଭଶ୍ରୀ, ଦୁର୍ଘଟଣାର ଶିକାର ହୋଇଥିବା ବୃଦ୍ଧଙ୍କୁ କଲେ ସାହାଯ୍ଯ

ମାଲକାନଗିରି: ଜଣେ ବୃଦ୍ଧଙ୍କୁ ମରଣ ମୁଖରୁ ଉଦ୍ଧାର କରି ପୁଣି ମାନବିକତାର ପରିଚୟ ଦେଲେ ମହିଳା ପୋଲିସ୍ ଅଧିକାରୀ ଶୁଭଶ୍ରୀ ନାୟକ । କରୋନା ଯୋଦ୍ଧା ଭାବେ କାର୍ଯ୍ଯରତ ଥିବା ଏହି ମହିଳା ସବ୍ ଇନ୍ସପେକ୍ଟର ପୂର୍ବରୁ ଅନେକ ଲୋକଙ୍କୁ ସହାୟତା କରିବା ସହ ମାନବିକତାର ପରିଚୟ ଦେଖାଇଛନ୍ତି । ତେବେ…