ଭିଜିଲାନ୍ସ ଜାଲରେ କିରାଣି , ଗାଡ଼ିରୁ ମିଳିଲା୧ ଲକ୍ଷ ୮୬ ହଜାର ଟଙ୍କା
ପୋଲସରା : ଭିଜିଲାନ୍ସ ଜାଲରେ କିରାଣି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସବରେଜିଷ୍ଟ୍ରାର ଅଫିସର କିରାଣି ଶ୍ରୀକାନ୍ତ ଡାକୁଆଙ୍କୁ ଧରିଛି ଭିଜିଲାନ୍ସ । ଗାଡ଼ିରୁ ୧ ଲକ୍ଷ ୮୬ ହଜାର ଟଙ୍କା ନେଇ ଯାଉଥିବା ବେଳେ ବୁଗୁଡ଼ା ବ୍ଲକ୍ ମୋଟାବାଡି ଗାଁ ଛକ ନିକଟରେ ଭିଜିଲାନ୍ସ ଟିମ ହାବୁଡ଼ରେ ପଡ଼ିଥିଲେ ।…