Browsing Tag

subarnapur

ଟେରାକୋଟାରେ ସୌଖିନ ସାମଗ୍ରୀ ପ୍ରସ୍ତୁତ କରି ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି ମହିଳା

କୁଟିର ଶିଳ୍ପ ଓ ହସ୍ତ ଶିଳ୍ପର ଗନ୍ଥାଘର ସୁବର୍ଣ୍ଣପୁର ଜିଲ୍ଲା । ଦିନେ କୁମ୍ଭକାରଙ୍କ ହାତ ତିଆରି ମାଟି ଜିନିଷ ପାଇଁ ବେଶ ପରିଚିତ ଥିଲେ ଏହି ଜିଲ୍ଲାର କୁମ୍ଭକାର । କିନ୍ତୁ ଏବେ ବଦଳିଛି ଯୁଗ ଆଉ ବଦଳିଛି ସମୟ । ସମୟ ସୁଅରେ ନିଜର କୈାଳିକ ବୃତି ହଜିଯାଉଥିବାରୁ ଚିନ୍ତାରେ କୁମ୍ଭକାର ପରିବାର…

ଧୂମଧାମରେ ଉଦଯାପିତ ହେଲା ଗଜଲକ୍ଷ୍ମୀ ପୂଜା, ମୁରାସୁର ବଧ ସହ ସତ୍ୟ ଓ ଶାନ୍ତିର ପ୍ରତିଷ୍ଠା କରି ବିଦାୟ ନେଲେ…

ଚାଲିଛି ଭଗବାନ ବିଷ୍ନୁ ଏବଂ ମୂରାସୁର ମହାରାଜଙ୍କ ଯୁଦ୍ଧ। ଅସତ୍ୟ ଉପରେ ସତ୍ୟର ଜୟ।  ଅଧର୍ମ ଉପରେ ଧର୍ମର ଜୟ। ସତ୍ୟ ଯୁଗେ ଯୁଗେ ଅମର। ତ୍ରିଭୁବନ ବିଜୟୀ ମୂରାସୁର ମହାଜ୍ଞାନୀ ପଣ୍ଡିତ ହୋଇ ମଧ୍ୟ କୁ କର୍ମ କରିବା ସହିତ ଧର୍ମର ବିନାଶ ଦିଗରେ ଅତ୍ୟାଚାରିତ କଲା ାମହାଲକ୍ଷ୍ମୀଙ୍କୁ ବିବାହ କରିବା…

ସୁବର୍ଣ୍ଣପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରା, ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମହିଳା କଲେ ‘କୁମକୁମ’ ପୂଜା

ଓଡିଶାର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ଯାନିଯାତ୍ରା ମଧ୍ୟରୁ ସୁବର୍ଣ୍ଣପୁର ସହରରେ ପାଳିତ ହେଉଥିବା ହରଗୌରୀ ଯାତ୍ରାର ଏକ ସ୍ୱତନ୍ତ୍ରତା ରହିଛି । ସହରରେ ବାସ କରୁଥିବା ତେଲୁଗୁ ବା ଢେରା ସମ୍ପ୍ରଦାୟ ଦ୍ୱାରା ପାଳିତ ହେଉଥିବା ଏହି ଯାତ୍ରାକୁ ତେଲୁଗୁ ଭାଷାରେ ଗୌରାମ୍ମା ସାମ୍ରାଲୁ ମଧ୍ୟ…

ଯାତ୍ରା ଦେଖି ବାଇକରେ ଫେରିବା ବେଳେ ଅଘଟଣ, ଆଖି ଲାଗି ଯିବାରୁ ଚାଲିଗଲା ୨ ଜୀବନ

ସୁବର୍ଣ୍ଣପୁର (କେନ୍ୟୁଜ): ଅପେରା ଦେଖି ବାଇକରେ ଫେରିବା ବେଳେ ଲାଗିଗଲା ଆଖି, ଚାଲିଗଲା ୨ ଜୀବନ। ଗଛରେ ପିଟିହେଲା ବାଇକ୍ । ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମେଟାକାନୀ ଛକରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ଉଲୁଣ୍ଡା…

ଜଙ୍ଗଲରୁ ଉଦ୍ଧାର ହେଲା ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ: ପରିଚୟ ଅସ୍ପଷ୍ଟ

ସୁବର୍ଣ୍ଣପୁର (କେନ୍ୟୁଜ): ଜଙ୍ଗଲରେ ପଡ଼ିଛି ୨ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଦୀପପାଲି ଜଙ୍ଗଲରୁ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ମିଳିଛି । ମୃତକଙ୍କ ପରିଚୟ ମିଳିନାହିଁ । ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ଦୁଇରୁ ୩ଦିନ ତଳେ ମୃତ୍ୟୁ ହୋଇଥିବା…

ସୁବର୍ଣ୍ଣପୁରର ମୁଖ୍ୟ ନିଆଁମଡ଼ା ଯାତ୍ରା, ଯେଉଁଠି ମନସ୍କାମନା ପୂର୍ଣ୍ଣ ପାଇଁ ନିଆଁ ଉପରେ ଚାଲିଥାନ୍ତି ଅନେକ ଶ୍ରଦ୍ଧାଳୁ

ଯନ୍ତ୍ର ମନ୍ତ୍ର ଓ ତନ୍ତ୍ରର ପୀଠ ସୁବର୍ଣ୍ଣପୁର । ଏଠାରେ ତନ୍ତ୍ର ପଦ୍ଧତିରେ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ ।ଏଠାକାର ସ୍ୱତନ୍ତ୍ର ପରାମ୍ପରା ଯାହା ରହିଛି ଅନ୍ୟଠୁ ସବୁଠୁ ଭିନ୍ନ। ନିଆଁମଡ଼ା ପର୍ବ ଏଠାକାର ମୁଖ୍ୟ ପର୍ବ। ଯାହାକି ଚଳିତ କାର୍ତ୍ତିକ ମାସରେ ପାଳନ କରାଯାଏ। ଅଙ୍ଗାରରେ…

ମହାନତା ଦେଖାଇଲେ ସୁବର୍ଣ୍ଣପୁର ଜିଲ୍ଲାପାଳ : ଆବଶ୍ୟକ ଚୌକି ନଥିବାରୁ ଲୋକଙ୍କ ସହ ଛିଡା ହୋଇ କଲେ ମିଟିଂ

ସୁବର୍ଣ୍ଣପୁର (କେନ୍ୟୁଜ): ମହାନତା ଦେଖାଇଲେ ଜିଲ୍ଲାପାଳ । ଆବଶ୍ୟକ ଚୌକି ନଥିବାରୁ ଲୋକଙ୍କ ସହ ଛିଡାହୋଇ ମିଟିଂ କଲେ ଜିଲ୍ଲାପାଳ । ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ ଦେଖାଇଲେ ଏଭଳି ମହନୀୟତା । ଆଜି ଜିଲ୍ଲାର ତରଭା ବ୍ଲକ ସମ୍ମିଳନୀ କକ୍ଷରେ ଶିଶୁ ସୁରକ୍ଷା ଏବଂ ବାଲ୍ୟ ବିବାହ…

ଚଳିତ ବର୍ଷ ସୁବର୍ଣ୍ଣପୁରରେ ପାଳିତ ହୋଇଛି କୈବର୍ତ ମାନଙ୍କ ଇଷ୍ଟଦେବୀ ମାଆ ଲଙ୍କେଶ୍ୱରୀଙ୍କ ଚଇତି ଯାତ୍ରା

ସୁବର୍ଣ୍ଣପୁର (କେ ନ୍ୟୁଜ): ସଂସ୍କୃତିର ସହର ସୁବର୍ଣ୍ଣପୁର । ଏଠି ବାରମାସରେ ପାଳନ କରାଯାଏ ତେର ପର୍ବ। ସବୁ ପର୍ବ ମଧ୍ୟରୁ ସୁବର୍ଣ୍ଣପୁରର ଲଙ୍କେଶ୍ୱରୀ ଯାତ୍ରା ରହିଥାଏ ଟିକିଏ ଭିନ୍ନ। ସୁବର୍ଣ୍ଣପୁର ସହରରେ ଥିବା ମହାନଦୀ ଗର୍ଭରେ ଅନୁଷ୍ଠିତ ହୋଇଥାଏ ଏହି ଯାତ୍ରା। ମାଆ ଲଙ୍କେଶ୍ୱରୀ…

ସୁବର୍ଣ୍ଣପୁରରେ ପାଳିତ ହୋଇଛି ପ୍ରସିଦ୍ଧ ନାଗବାଚା ଯାତ୍ରା

ସୁବର୍ଣ୍ଣପୁର(କେନ୍ୟୁଜ): ଯନ୍ତ୍ର,ମନ୍ତ୍ର,ତନ୍ତ୍ରର ସହର ହେଉଛି ସୁବର୍ଣ୍ଣପୁର । ଜିଲ୍ଲାରେ ତନ୍ତ୍ର ପୂଜାର ରହିଛି ଏକ ଭିନ୍ନ ସ୍ୱତନ୍ତ୍ରତା ।ଏପରି ଏକ ତନ୍ତ୍ର ପୂଜା ହେଉଛି ସୁବର୍ଣ୍ଣପୁର ଜିଲ୍ଲାର କାନପୁର ଗାଁର ନାଗବାଚା ଯାତ୍ରା ।ଏଠାରେ ଦେବୀ ପାର୍ବତୀ ଏବଂ ଭଗବାନ ଶିବଙ୍କୁ ଉପାସନା କରି…

ପାରିବାରିକ ଝଗଡ଼ାରୁ ଘଟିଲା ଅଘଟଣ, ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

ସୁବର୍ଣ୍ଣପୁର(କେନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଆଇଁଲାଛାଟ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର ଶଙ୍କର ଦେହେରି ନାମଙ୍କ ବ୍ୟକ୍ତି ତାଙ୍କ ପତ୍ନୀ ମମତା ଦେହୁରୀଙ୍କୁ  ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତ ୧୧ ବର୍ଷ…

ସୁବର୍ଣ୍ଣପୁର : ଲୋକେ ୫୭ ନମ୍ବର ଜାତୀୟ ରାଜପଥର ନାଁ ଦେଇଛନ୍ତି ମଣିଷଖିଆ ରାଜପଥ

ସୁବର୍ଣ୍ଣପୁର (କେନ୍ୟୁଜ୍‌) : ସଡ଼କ ଦୁର୍ଘଟଣାରେ ପ୍ରତି ବର୍ଷ ହଜାର ହଜାର ଲୋକଙ୍କ ପ୍ରାଣ ଯାଉଛି । କେବେ ପ୍ରଶାସନର ଭୁଲ ତ କେବେ ଗାଡ଼ି ଚାଳକଙ୍କ ତ୍ରୁଟି ଜୀବନ ନେଇ ଯାଉଛି । ହେଲେ ସମାଧାନର ପନ୍ଥା ଖୋଜିଲା ବେଳକୁ ନା କାହା ଭିତରେ ସମନ୍ଵୟ ରହୁଛି ନା ଲୋକେ ସଚେତନ ହେଉଛନ୍ତି । ଏମିତି…

ଆରମ୍ଭ ହେଲା ପ୍ରସିଦ୍ଧ ହରଗୌରୀ ଯାତ୍ରା, ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମହିଳା କଲେ ‘କୁମକୁମ’ ପୂଜା

ସୁବର୍ଣ୍ଣପୁର (କେନ୍ୟୁଜ): ଓଡିଶାର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ଯାନିଯାତ୍ରା ମଧ୍ୟରୁ ସୁବର୍ଣ୍ଣପୁର ସହରରେ ପାଳିତ ହେଉଥିବା ହରଗୌରୀ ଯାତ୍ରାର ଏକ ସ୍ୱତନ୍ତ୍ରତା ରହିଛି । ସହରରେ ବାସ କରୁଥିବା ତେଲୁଗୁ ବା ଢେରା ସମ୍ପ୍ରଦାୟ ଦ୍ୱାରା ପାଳିତ ହେଉଥିବା ଏହି ଯାତ୍ରାକୁ ତେଲୁଗୁ ଭାଷାରେ…