Browsing Tag

subarnarekha river

ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା, ଅନେକ ଗାଁରେ ପଶିଲା ବନ୍ୟା ପାଣି

ଜଳେଶ୍ୱର(କେନ୍ଯୁଜ୍): ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଜଳସ୍ତର ବୃଦ୍ଧି ପାଇ ୧୦.୪୧ ମିଟରରେ ପ୍ରବାହିତ ହେଉଛି । ଜଳେଶ୍ୱର, ଭୋଗରାଇ…

କଟକଣା ସତ୍ତ୍ୱେ ପାଣି ଭାର ନେବା ପଡିଲା ମହଙ୍ଗା: ସୁବର୍ଣ୍ଣରେଖା ନଦୀରେ ବୁଡି ୧୨ ବର୍ଷର ନାବାଳକ ନିଖୋଜ

ଜଳେଶ୍ବର(କେନ୍ଯୁଜ୍): ନଦୀରେ ବୁଡି ନାବାଳକ ନିଖୋଜ । ବାଲିଆପାଳ ଥାନା ସୁବର୍ଣ୍ଣରେଖା ନଦୀରେ ବୁଡି ୧୨ ବର୍ଷର ନାବାଳକ ନିଖୋଜ ଅଛନ୍ତି । କରୋନା କଟକଣା ସତ୍ତ୍ୱେ ନାବାଳକ ଜଣକ ପାଣି ଭାର ନେଇ ନଦୀରେ ବୁଡ ପକାଇବାକୁ ଯାଇଥିଲେ । ଅଗ୍ନିଶମବାହିନୀ ପହଂଚି ଖୋଜାଖୋଜି କରୁଛନ୍ତି ।…

ସୁବର୍ଣ୍ଣରେଖାରେ ଆସିବ ମଧ୍ୟମ ଧରଣର ବନ୍ୟା, ସନ୍ଧ୍ୟାରେ ରାଜଘାଟରେ ଛୁଇଁବ ବିପଦ ସଙ୍କେତ

ଭଦ୍ରକ: ସୁବର୍ଣ୍ଣରେଖାରେ ଆସିବ ମଧ୍ୟମ ଧରଣର ବନ୍ୟା। ଆଜି ସନ୍ଧ୍ୟା ୬ଟାରେ ରାଜଘାଟ ପାଖରେ ବିପଦ ସଙ୍କେତ ଛୁଇଁବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ। ସେ କହିଛନ୍ତି, ତଳିଆ ଅଞ୍ଚଳ ଲୋକ ସର୍ତକ ରୁହନ୍ତୁ। ଉପରେ ମୁଣ୍ଡରେ ବର୍ଷା ହୋଇଥିବାରୁ ବନ୍ୟା…

ସୁବର୍ଣ୍ଣରେଖା ନଦୀରେ ଆସିପାରେ ବନ୍ୟା, ଗାଲିଡିହ ବ୍ୟାରେଜରୁ ପାଣି ଛାଡିଲା ଝାଡଖଣ୍ଡ

ପାରାଦୀପ: ବାତ୍ୟା ପରେ ବନ୍ୟା ଭୟ । ସୁବର୍ଣ୍ଣରେଖା ନଦୀରେ ଆସିପାରେ ବନ୍ୟା । ବାତ୍ୟା ୟସ ଫଳରେ ଗାଲିଡିହ ବ୍ୟାରେଜରୁ ପାଣି ଛାଡିଲା ଝାଡଖଣ୍ଡ । ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ସୁବର୍ଣ୍ଣରେଖାରେ ବନ୍ୟା ଆସିପାରେ ବୋଲି କହିଛନ୍ତି ଏସଆରସି । ଆଜି ସକାଳ ୬ଟା…

ସୁବର୍ଣ୍ଣରେଖା ନଦୀର ଉଚ୍ଚସ୍ତରୀୟ ସେତୁ ପାଇଁ କ୍ୟାବିନେଟ ମଞ୍ଜୁରୀ ପରେ ଅଞ୍ଚଳବାସୀ ଖୁସି, ବାଲେଶ୍ଵରରୁ ଭୋଗରାଇକୁ…

ବାଲେଶ୍ଵର: ସୁବର୍ଣ୍ଣରେଖା ନଦୀର ପନ୍ତେଇଠାରେ ଉଚ୍ଚସ୍ତରୀୟ ସେତୁ ର୍ନିମାଣ ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକେ ବହୁ ଦିନ ହେବ ଏହି ସେତୁ ପାଇଁ ଦାବି କରି ଆସୁଥିଲେ। ନଦୀ ଉପରେ ବ୍ରିଜଟିଏ ନଥିବାରୁ ପ୍ରତିଦିନ ହଜାର ହଜାର ଲୋକେ…