Browsing Tag

subarnpur

ପାନୀୟ ଜଳ ଯୋଗାଣ ଦାବିରେ ବିଭାଗୀୟ କାର୍ଯ୍ୟାଳୟରେ ପହଞ୍ଚିଲେ ମହିଳା

ସୁବର୍ଣ୍ଣପୁର(କେନ୍ୟୁଜ୍‌): ପାନୀୟ ଜଳ ଯୋଗାଣ ଦାବିରେ ବିଭାଗୀୟ କାର୍ଯ୍ୟାଳୟରେ ସମ୍ମୁଖରେ ଧାରଣାଦେଲେ । ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଝାରବାହାଲି ଗାଁର ମହିଳାମାନେ ଆଜି ଏଭଳି କିଛି ଦାବିନେଇ ଜିଲ୍ଲା ସଦର ମହକୁମାସ୍ଥିତ ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଲେ । ଗାଁରେ ବର୍ଷା…

ହାତରେ ନୁହେଁ ପାଦର ସ୍ପର୍ଶରେ ଜୀବନ ପାଉଛି ଚିତ୍ରକଳା, ଚର୍ଚ୍ଚାରେ ରାଧେଶ୍ୟାମ

ସୁବର୍ଣ୍ଣପୁର: ସୁନ୍ଦର ଚିତ୍ର ଦେଖିଲେ ଆଖି ଲାଖି ଯାଉଛି । ସେ ଦୃଶ୍ୟ ଦେଖିବା ପାଇଁ ଆପଣଙ୍କ ପାଦ ବି ସେହିଠାରେ ଅଟକିଯିବ । ଆପଣ ମଧ୍ୟ ଥରୁଟିଏ ଚାହିଁବାକୁ ବାଧ୍ୟ ହେବେ । ତେବେ ଆପଣ ଅନେକ ପ୍ରତିଭାବାନ ଚିତ୍ରକର ଦେଖିଥିବେ ଯେଉଁମାନେ ହାତରେ ଅତି ସୁନ୍ଦର ଭାବରେ ଚିତ୍ର ଆଙ୍କିପାରନ୍ତି ।…

ଦୀର୍ଘ ୩୦ ଦିନ ହେଲା ଧାରଣାରେ ବସିଛନ୍ତି ପ୍ରାଣୀ ପ୍ରାଣୀ ଚିକିତ୍ସକ, ଯାହାକୁ ନେଇ ଚିନ୍ତାରେ ଗୋପାଳକ

ଦିନେକି ଦୁଇଦିନ ନୁହେଁ ଆଜକୁ ଦୀର୍ଘ ୩୦ ଦିନ ହେଲା ଧାରଣାରେ ବସିଛନ୍ତି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର । ଓଡିଶା ପ୍ରାଣୀ ସେବାସଂଘ ଡାକରାରେ ୪ଦଫା ଦାବୀ ପୁରଣ ନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଆଗରେ ଧାରଣା ଦେଇଛନ୍ତି । ଦାବୀ ପୁରଣ କରାନହେବା ପର୍ଯ୍ୟନ୍ତ ଧାରଣାରୁ…

ପରିତ୍ୟକ୍ତ କୁଅରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର(କେନ୍ୟୁଜ): ବୀରମହାରାଜପୁରରେ ନିଖୋଜ ମହିଳାର ମୃତଦେହ ଉଦ୍ଧାର । ଗଳକାଟି ହତ୍ୟା ସନ୍ଦେହ । ପରିତ୍ୟକ୍ତ କୁଅରୁ ମୃତ ଦେହ ଉଦ୍ଧାର କରାଯାଇଛି । ବୀରମହାରାଜପୁର ଥାନା ହିଳୁଙ୍ଗ ଗାଁରେ ଘଟିଛି ଅଘଟଣ। ମୃତକ ହେଲେ ହିଲୁଙ୍ଗ ଗାଁର ଶୋଭା ଭୋଇ । ସେ ଗତ ସନ୍ଧ୍ୟାରୁ ନିଖୋଜ ଥିଲେ ।…

ବଦଳିଗଲା ଶିଶୁ ! ତୁମର ପୁଅ ହୋଇଛି କିନ୍ତୁ କିଛି ସମୟ ପରେ ଆସି ଝିଅ ହେଇଛି କହି ହାତରେ ଧରାଇଦେଲେ ଶିଶୁକନ୍ୟାକୁ

ସୁବର୍ଣ୍ଣପୁର (କେନ୍ୟୁଜ) : ପୁଣି ଚର୍ଚ୍ଚାରେ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନା । ଗତ କିଛିଦିନ ପୁର୍ବରୁ ହସ୍ପିଟାଲ ନବଜାତ ଶିଶୁକନ୍ୟା ଚୋରୀ ଅଭିଯୋଗ ଆସିଥିବାବେଳେ ଏବେ ପୁଣି ନବଜାତ ଶିଶୁ ଚୋରୀ ହୋଇଥିବାନେଇ ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ ଉଲୁଣ୍ଡା ବ୍ଲକ ଗଣ୍ଡପାଲି ଗାଁର ବନିତା…

ସୁବର୍ଣ୍ଣପୁର: ଚା’ଫୁଟାଉଥିବା ବେଳ ଅଘଟଣା, ଗ୍ୟାସ ଲିକ ହୋଇ ନିଆଁ ଲାଗି ନାବାଳକ ମୃତ

ସୁବର୍ଣ୍ଣପୁର(କେନ୍ୟୁଜ୍): ଚା ଫୁଟାଥିବା ବେଳେ ଗ୍ୟାସ ଲିକ ହୋଇ ନାବାଳକ ମୃତ, ଏଭଳି ଅଘଟଣ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସାଙ୍କରା ଗ୍ରାମରେ । ମିଳିଥିବା ସୂଚନା ମୁତାବକ ବାବୁସାନ ଗୁଡୁରିଚା ଫୁଟାଥିବା ବେଳେଆ ନାମକ ଜଣେ ୧୦ ବର୍ଷର ବାଳକ ଆଜି ଭୋରରୁ ଚା’ ଫୁଟାଇବା ପାଇଁ ଗ୍ୟାସ…

ବର ବେଶରେ ସଜେଇ ହେବା ପୂର୍ବରୁ ଝୁଲିଗଲେ ପ୍ରସନ୍ନ: ନିବର୍ନ୍ଧ ପରଦିନ ଚାଲିଯାଇଥିଲେ ବାପା, ଆଉ ବାପାଙ୍କ ଶୁଦ୍ଧିକ୍ରିୟା…

ବାହାଘର, ଏଥିପାଇଁ ସମସ୍ତଙ୍କ ମନରେ ବେଶ୍‌ ଖୁସି। ହସଖୁସିରେ ଫାଟି ପଡୁଛି ଘର। କିନ୍ତୁ ସବୁକିଛି ଓଲଟପାଲଟ ହୋଇଗଲା। ବର ବେଶରେ କନ୍ୟାଘରକୁ ବାହାରିବାର କିଛି ସମୟ ପୂର୍ବରୁ ବରର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଗଲା। ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା…

ପୁଣି କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଲା ଟିକଟକ ଭିଡିଓ, ସୋସିଆଲ ମିଡିଆରେ ହେଉଛି ଭାଇରଲ

କେନ୍ୟୁଜ ବ୍ୟୁରୋ: ପୁଣି କ୍ୱାରେଣ୍ଟିନ ସେଣ୍ଟର ଭିଡିଓ ଭାଇରାଲ । ଆନ୍ଧ୍ରପ୍ରଦେଶରୁ ଫେରିଥିବା ପ୍ରବାସୀ ଓଡିଆ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କ୍ୱାରେଣ୍ଟିନ ସେଣ୍ଟର ଭିତରେ ଥାଇ କଲେ ଏଭଳି ଟିକଟକ ଭିଡିଓ। ସେଣ୍ଟର ଭିତରେ ଅମାନିଆ ଅନ୍ତେବାସୀ ମସ୍ତି କରି ଗୀତ ଗାଇବାର ଟିକଟକ ଭିଡିଓ…

କଳାକାର ଦମ୍ପତି : ଲୋକଙ୍କୁ ମନୋରଂଜନ ସହ ଦେଉଛନ୍ତି ସଚେତନତାର ବାର୍ତ୍ତା

ସୁବର୍ଣ୍ଣପୁର ; କଳା ହିଁ ଜୀବନ । କଳାକୁ ନେଇ ଜୀବନ ଜୀବିକା । କଳାରେ ଜିଇଁବା ଆଉ କଳାକୁ ନେଇ ହିଁ ମରିବା । ଏହିଭଳି ଭାବେ କଳାକୁ ନେଇ ବଂଚୁଥିବା ଗୋଟିଏ ନିଆରା କଳାକାର ଦମ୍ପତି । ସକାଳୁ ସଞ୍ଜଯାଏ ଯାହାଙ୍କ ପାଇଁ ନାଚିବା ଆଉ ଗାଇବା ସବୁକିଛି । ଆଉ ଏହାରି ଭିତରେ ପୁଣି ଲୋକଙ୍କୁ ମନୋରଂଜନ…

ସୁବର୍ଣ୍ଣପୁର: ବେଆଇନ ବନ୍ଧୁକ ନିର୍ମାଣ ଓ କାରବାର କରୁଥିବା ଦୁଇ ଅଭିଯୁକ୍ତ ଗିରଫ

ବେଆଇନ ବନ୍ଧୁକ ନିର୍ମାଣ ଓ କାରବାର କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ସୁବର୍ଣ୍ଣପୁର ପୋଲିସ । ସେମାନେ ହେଲେ ବୌଦ୍ଧ ବଗିଚା ସାହିର ନିର୍ମଳ ଯୋଶୀ ଓ କୁସଙ୍ଗ ଗାଁର ରମେଶ ବେହେରା । ତେଲନଦୀ ସେତୁ ନିକଟରୁ ଜଣେ ଚୋରା ବନ୍ଧୁକ ଚାଲାଣକାରୀକୁ ଧରିବା ପରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ…

ସୁବର୍ଣ୍ଣପୁର : ମାହେଶ୍ୱରୀ ପୀଠରେ ପାଳିତ ହୁଏ ନିଆରା ‘ମହାଖଲା ପୂଜା’, ଯେଉଁଠି ମାନସିକ କଲେ ପୂରଣ ହୁଏ ଭକ୍ତଙ୍କ…

ସୁବର୍ଣ୍ଣପୁର (କେ ନ୍ୟୁଜ) : ପାର୍ବଣର ମାସ ହେଉଛି ଆଶ୍ୱିନ ମାସ। ଏହି ମାସରେ ବିଭିନ୍ନ ପର୍ବପର୍ବାଣୀ ସାଙ୍ଗକୁ ସବୁ ଶକ୍ତି ପୀଠରେ ନାନା ପ୍ରକାରର ପୂଜାର୍ଚ୍ଚନା କରାଯାଏ। ପ୍ରାଚୀନ କାଳରୁ ମଣିଷ ପ୍ରକୃତିକୁ ପୂଜା କରିଆସୁଛି। କେଉଁଠି ପଥରକୁ ଦେବତା ତ ଆଉ କେଉଁଠି ଖମ୍ବକୁ ମଧ୍ୟ ଲୋକେ ଈଶ୍ୱର…