Browsing Tag

subash chandra bose

ମନେ ପଡୁଛନ୍ତି ନେତାଜୀ : ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ବୋଷଙ୍କ ଜନ୍ମ ଜୟନ୍ତୀରେ ଝୁରୁଛି ଦେଶ

(କେନ୍ୟୁଜ୍): ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଭାରତର ସ୍ୱାଧୀନତା ସଂଗ୍ରାମର ଅନିର୍ବାଣ ଦୀପଶିଖା , ତେଜମୟ ବ୍ୟକ୍ତିତ୍ୱ ଓ ଉତ୍ସର୍ଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ନେତାଜୀ। ସେଥିପାଇଁ ଚଳଚଞ୍ଚଳ କଟକ ଓଡିଆ ବଜାରରେ ଥିବା ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ,…

ପାଠପଢା ସମୟରେ କଲେଜରୁ ବହିଷ୍କୃତ ହୋଇଥିଲେ ନେତାଜୀ, ଜାଣନ୍ତୁ କଣ ଥିଲା ଏହା ପଛର କାରଣ

'ମୋତେ ରକ୍ତ ଦିଅ ମୁଁ ତମକୁ ସ୍ୱାଧୀନତା ଦେବି' ଓ 'ଦିଲ୍ଲୀ ଚଲୋ' ପରି ଜର୍ଜରିତ ସ୍ୱରରେ କମ୍ପୁଥିଲା ଯାହାର ସ୍ୱର, ଆଜାଦ ହିନ୍ଦ ପରି ଦଳ ଗଢି ଯିଏ ସ୍ବପ୍ନ ଦେଖିଥିଲେ ସ୍ୱାଧୀନ ଭାରତର, ଯାହାଙ୍କ ଅସୀମ ଦେଶ ପ୍ରେମ ତାଙ୍କୁ ଭାରତ ମାତାର ସୁଯୋଗ୍ୟ ସନ୍ତାନ ହେବାର ପରିଚୟ ଦେଇଥିଲା । ସେ ଆଉ…