ବିବାହ ପାଇଁ ଶୁଭ ମୁହୂର୍ତ୍ତ ଅପେକ୍ଷାରେ ଅଛନ୍ତି କି? ତେବେ ପଢ଼ିନିଅନ୍ତୁ କେଉଁ କେଉଁ ତାରିଖରେ ପଡୁଛି ଶୁଭ ମୁହୂର୍ତ୍ତ
ଚତୁର୍ମାସର ଆରମ୍ଭ ଜୁଲାଇ ୨୦ ତାରିଖରୁ ହୋଇଥିଲା। ଏହି ଦିନଠୁ ଭଗବାନ ବିଷ୍ଣୁ ଚାରି ମାସ ଯାଏଁ ପାତାଳ ଲୋକରେ ବିଶ୍ରାମ ପାଇଁ ଯାଆନ୍ତି। ଚତୁର୍ମାସ ବେଳେ କୌଣସି ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ କରାଯାଏନାହିଁ। ଚାରି ମାସ ନିଦ୍ରା ପରେ ଶ୍ରୀ ହରି ଦେବସ୍ଥାନ ଏକାଦଶୀ ଦିନ ଜାଗୃତ…