ମହିଳାଙ୍କୁ ମାଡ ମାରି ଗିରଫ ହେଲେ ସିସୋର ଲିଙ୍କ୍ ଅଭିଯୁକ୍ତ ଶୁଭଙ୍କର ନାୟକ
ଭୁବନେଶ୍ୱର (କେନ୍ୟୁଜ୍) : ପୁଣି ଶୁଭଙ୍କର ନାୟକ ଗିରଫ । ମହିଳାଙ୍କୁ ଅସଦାଚରଣ ଓ ତାଙ୍କ ପୁଅଙ୍କୁ ମାଡ଼ ମାରିବା ଘଟଣାରେ ବାନ୍ଧିଲା ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ । ଗତକାଲି ରାତିରେ ତାଙ୍କୁ ପୋଲିସ ଘରୁ ଗିରଫ କରିଛି । ଅଭିଯୋଗ ଅନୁଯାୟୀ ଖାରବେଳ ନଗରର ଏକ ଆପାର୍ଟମେଣ୍ଟରେ ମହିଳା ଜଣକ…