ସୁଶାନ୍ତଙ୍କ ମୃତ୍ୟୁର ବଡ଼ ଖୁଲାସା, ଆମ୍ବୁଲାନ୍ସରେ ସୁଶାନ୍ତଙ୍କ ପାଦ ମୋଡ଼ିହୋଇଥିବା ନେଇ ଦାବି କଲେ ସୁବ୍ରମଣ୍ୟମ୍…
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଲଗାତାର ସ୍ୱର ଉତ୍ତୋଳନ କରୁଥିବା ବିଜେପି ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ପୁଣିଥରେ ଏହି ମାମଲାରେ ବୟାନ ଦେଇଛନ୍ତି। ସେ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସ୍ୱାମୀ କହିଛନ୍ତି ସିବିଆଇ କୁପର ହସ୍ପିଟାଲର…