Browsing Tag

subrat bagchi

ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ, ବାଗଚୀ ଦମ୍ପତି କଲେ ୩୪୦ କୋଟି ଟଙ୍କା ଦାନ

କେନ୍ୟୁଜ୍(ବ୍ୟୁରୋ):  ସ୍ମାର୍ଟ ସିଟି ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ। ଏହି ପ୍ରସ୍ତାବକୁ  ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ। ନାମ ରହିବ ବାଗଚି- ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର। ସେହିପରି ଭୁବନେଶ୍ୱରରେ କରୁଣାଶ୍ରୟ ପାଲିଏଟିଭ କେୟାର…

କରୋନା ମୁକାବିଲା ପାଇଁ ବି ଦରକାର ଥ୍ରୀ ‘ଟି’, ଜାଣନ୍ତୁ ବାଗଚୀ କେଉଁ ଥ୍ରୀ ‘ଟି’ କଥା କହିଲେ

କେନ୍ୟୁଜ୍(ବ୍ୟୁରୋ):  ନିଜେ ବଞ୍ଚ ଓ ବଞ୍ଚିବାକୁ ଦିଅନ୍ତୁ। ତଥ୍ୟ ଲୁଚାନ୍ତୁ ନାହିଁ। କରୋନା ସଂକ୍ରମଣ ବଢିବା ସହ ଜନସାଧାରଣଙ୍କୁ ସରକାର ତରଫରୁ ଏହି ଆହ୍ଵାନ ଦେଇଛନ୍ତି। ଜୁନ ୧୬ରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବସ୍ତିରେ ଘର ଘର ଯାଇ ସର୍ଭେ କରୁଛନ୍ତି ଆଶା ଦିଦି। ଜୁଲାଇ ୩୧ ଯାଏ ସର୍ଭେ ଚାଲିବ।…

ବୟସ୍କଙ୍କୁ ସ୍ବତନ୍ତ୍ର ଦେଖାରଖା କରନ୍ତୁ, ଜଗନ୍ନାଥଙ୍କ ଏହି ଚାରୋଟି ଦୃଷ୍ଟାନ୍ତକୁ ମାନନ୍ତୁ ବୋଲି କହିଲେ ବାଗଚୀ

କେନ୍ୟୁଜ୍(ବ୍ୟୁରୋ):  ବୟସ୍କ ବ୍ୟକ୍ତିଙ୍କୁ ଖୁବ୍ ଜଲଦି କରୋନା ଆକ୍ରାନ୍ତ କରିପାରେ, ସେମାନଙ୍କ ଦେଖାଶୁଣା କରନ୍ତୁ। ଆଜି ଏହି  ଭଳି କିଛି  ଗୁରୁତ୍ବପୂର୍ଣ୍ଣ କଥା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁକାବିଲା ମୁଖପାତ୍ର ସୁବ୍ରତ ବଗଚୀ। ବୟସ୍କ ବ୍ୟକ୍ତିଙ୍କ…

କିଛି ଦିନ ବ୍ୟବଧାନରେ ପୁଣି ସାମ୍ବାଦିକ ସମ୍ମିଳନୀରେ ସାମ୍ନାକୁ ଆସିଲେ ସୁବ୍ରତ ବାଗଚୀ, କହିଲେ ଫେକ ନ୍ୟୁଜକୁ…

କେନ୍ୟୁଜ୍ (ବ୍ୟୁରୋ): କିଛି ଦିନ ବ୍ୟବଧାନରେ ପୁଣି  କରୋନା  ମୁକାବିଲାର ଅପଡେଟ  ନେଇ  ସାମ୍ନାକୁ  ଆସିଲେ ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁକାବିଲାର  ମୁଖପାତ୍ର ସୁବ୍ରତ ବାଗଚୀ। ସେ  କହିଛନ୍ତି  ଜୁନ  ମାସ କରୋନା  ମୁକାବିଲା ପାଇଁ  ବେଶ୍ ଗୁରୁତ୍ବପୂର୍ଣ୍ଣ। କାରଣ  ଏହି ମାସରେ ମୌସୁମି…

ପୁଣି ଚର୍ଚ୍ଚା ସୃଷ୍ଟି କଲେ ସୁବ୍ରତ ବାଗଚି, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ଲଢ଼େଇରେ ସେ ପୂର୍ବରୁ ସାମିଲ ଥିଲେ । ସମସ୍ତଙ୍କୁ ଜଣାଉଥିଲେ ଓଡ଼ିଶାରେ କରୋନା ସ୍ଥିତି ବିଷୟରେ । ହେଲେ ଆଜି ନିଜର ବଦାନ୍ୟତା ଦେଖାଇଛନ୍ତି ସୁବ୍ରତ ବାଗଚୀ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ଅଢ଼େଇ କୋଟି ଟଙ୍କା । ରାଜ୍ୟ ସରକାରଙ୍କ ମୁଖ୍ୟ…

କରୋନା ସ୍ଥିତି ସମ୍ପର୍କରେ ପ୍ରତିଦିନ ଅପଡେଟ୍ ଦେଉଥିବା ସୁବ୍ରତ ବାଗଚି କିଏ? ଜାଣନ୍ତୁ ତାଙ୍କ ବିଷୟରେ…

ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ, ହେଲେ ଅଭିଳାଷ ଥିଲା ଉଚ୍ଚ। ଅକ୍ଳାନ୍ତ ପରିଶ୍ରମ ଓ ଦୃଢ଼ ମନୋବଳ ତାଙ୍କୁ ଆଗକୁ ଯିବାର ବାଟ ଦେଖାଇଥିଲା। ବାପା ମା'ଙ୍କ ପାଇଁ ସ୍ୱପ୍ନର ଘର ତୋଳୁ ତୋଳୁ ସେ ଅନେକଙ୍କ ପାଇଁ ଉଦାହରଣ ପାଲଟି ଯାଇଥିଲେ। ନିଜର ଏକ ସ୍ୱତନ୍ତ୍ର ପରିଚୟ…

ଘରେ ଘରେ ଲୋକଙ୍କୁ ମିଳିବ ଚିକିତ୍ସା ସେବା, ଆସନ୍ତାକାଲିଠାରୁ ଟେଲିମେଡିସିନ୍ ହେଲ୍ପଲାଇନ ନମ୍ବର କାର୍ଯ୍ୟକାରୀ କରିବାକୁ…

କେନ୍ୟୁଜ(ବ୍ୟୁରୋ): ଘରେ ଘରେ ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟ ସେବା । ହେଲ୍ପଲାଇନ ଜରିଆରେ ରୋଗୀଙ୍କୁ ମିଳିପାରିବ ଡାକ୍ତରୀ ପରାମର୍ଶ । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆସନ୍ତାକାଲିଠାରୁ ଟେଲିମେଡିସିନ୍ ହେଲ୍ପଲାଇନ ନମ୍ବରକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଲୋକେ ଘରେ ଥାଇ…

ସ୍ଥିତି ବଡ ଉଦବେଗ ରହିଛି, ଏଭଳି ସମୟରେ ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ସରକାରଙ୍କୁ ସହଯୋଗ କରିବେ:ବାଗଚୀ

କେନ୍ୟୁଜ (ବ୍ୟୁରୋ):   ରାଜ୍ୟରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆହୁରି ଅଧିକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର, କଟକ ଓ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ଭାବେ ୪୮ ଘଣ୍ଟାପାଇଁ ସଟଡାଉନ କରାଯାଇଥିବା ବେଳେ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଅନ୍ୟ…

ଠାକୁରେ ରହିଲେ ଏବେ ଆମେ କ୍ୱାରେଣ୍ଟାଇନ୍‌ରେ ରହିବା : ସୁବ୍ରତ ବାଗଚୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନାକୁ ନେଇ ଅତ୍ୟନ୍ତ ସତର୍କ ରହିବା ଜରୁରୀ । କାରଣ ବିଶ୍ୱରେ ଆମେରିକା ଭଳି ଶକ୍ତିଶାଳୀ ଦେଶ ଯିଏ ଗତକାଲି ସଂକ୍ରମଣରେ ଛଅ ନମ୍ବରରେ ରହିଥିଲା ସିଏ ଆଜି ତିନି ନମ୍ବରରେ ପହଞ୍ଚିଛି । ତେଣୁ କିଭଳି ଭାବେ ଏହି ଭାଇରସ୍‌କୁ ରୋକି ହେବ ସେଥିପ୍ରତି ଆମକୁ ସତର୍କ…

ଓଡ଼ିଆ ଜାତିକୁ ବଞ୍ଚାଇବା ପାଇଁ ଲକ୍‌ଡାଉନ୍‌ ଜରୁରୀ : ସୁବ୍ରତ ବାଗଚୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପୁଣି ଥରେ କରୋନାକୁ ନେଇ ଲୋକଙ୍କୁ ସଚେତନ କଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବତ ବାଗଚି । ଏବେ ସମୟ ଆସିଛି ଆମକୁ କରୋନା ଭାଇରସ୍‌କୁ ନକ୍‌ଡାଉନ୍‌ ପାଇଁ ଲକ୍‌ଡାଉନ୍‌ । ଆହୁରି ୧୭୨ ଦିନ ଆମକୁ ଏଭଳି ଲଢ଼ିବା ପାଇଁ ପଡ଼ିବ । ବିଦେଶରୁ ଫେରିଥିବା ଲୋକଙ୍କ…

କରୋନା ନେଇ କଟକଣା, ନିଜ ଘର ଛଡା ୭ଜଣରୁ ଅଧିକ ଏକାଠି ନହେବାକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):କରୋନା ନେଇ କଟକଣା । ନିଜ ଘର ଛଡା ୭ଜଣରୁ ଅଧିକ ଏକାଠି ହେବେନି । ସରକାରୀ ଅଫିସରେ କରୋନା ଛଡା ଅନ୍ୟ ମିଟିଂ ହେବନି । ଜନ୍ମ ଜୟନ୍ତୀ ଓ ଶ୍ରାଦ୍ଧଦିବସ କାର୍ଯ୍ୟକ୍ରମ ବନ୍ଦ ରହିବ । ୧୮୨ ଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାରା ବିଶ୍ୱରେ ୨ଲକ୍ଷ ୪୬ ହଜାର ୫୨୨…

ସୁବ୍ରତ ବାଗଚିଙ୍କ ପ୍ରେସ୍‌ମିଟ୍‌ : କରୋନା ବିରୋଧରେ ଚାଲିଥିବା ଲଢ଼େଇରେ କୌଣସି ଅବହେଳାର ପ୍ରଶ୍ନ ଉଠୁ ନାହିଁ

ଭୁବନେଶ୍ୱର (କେନ୍ୟୁଜ୍‌) : କରୋନା ବିରୋଧରେ ଓଡ଼ିଶାର ଲଢ଼େଇ ଜାରି ରହିବ । ହେଳା କିମ୍ବା ଅବହେଳାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସାରା ବିଶ୍ୱରେ ଆଜି କରୋନାର ସ୍ଥିତି କଣ ରହିଛି ସେ ସମ୍ପର୍କରେ ସୂଚନା ଦେବା ସହିତ ଓଡ଼ିଶାରେ…