ବାସ୍ତୁ: ଜାଣନ୍ତୁ କେଉଁ କାମ ପାଇଁ କେଉଁ ଦିଗ ହୋଇଥାଏ ଶୁଭ, ମିଳିଥାଏ ସଫଳତା
ବାସ୍ତୁ ଅନୁସାରେ ସବୁ ଲୋକଙ୍କ ପାଇଁ ସମସ୍ତ ଦିଗ ଶୁଭ ଫଳଦାୟୀ ହୋଇ ନ ଥାଏ। ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ରରେ କେଉଁ କାମ ପାଇଁ କେଉଁ ଦିଗ ଶୁଭ ହୋଇଥାଏ। ଏଥିରେ ଉତ୍ତର ଦିଗକୁ ସଫଳତାର ଦିଗ ବୋଲି କୁହାଯାଇଛି। କୌଣସି ବି ନୂଆ କାମ ଉତ୍ତର ଦିଗ ଆଡ଼କୁ ମୁହଁ କରି ଆରମ୍ଭ କରିବା ଉଚିତ।…