Browsing Tag

successful farmer

ଉଦ୍ଭିଦବିଦ୍‌ ବିଜ୍ଞାନ ଅଧ୍ୟାପକ ପାଲଟିଲେ ସଫଳ ଚାଷୀ, ନିଜେ ରୋଜଗାର କରିବା ସହ ଅନ୍ୟକୁ ଦେଉଛନ୍ତି ନିଯୁକ୍ତି

ସମ୍ବଲପୁର(କେନ୍ଯୁଜ୍): ଉଦ୍ଭିଦବିଦ୍‌ ଦିବ୍ୟରାଜ ବେରିହା । ପେସା ତାଙ୍କର ଥିଲା ପାଠ ପଢ଼ାଇବା । ଉଦ୍ଭିଦ ବିଜ୍ଞାନର ସଫଳ ଅଧ୍ୟାପକ ଥିଲେ । ଛାତ୍ରଛାତ୍ରୀମାନଙ୍କୁ ଦେଉଥିଲେ ଭଲ ଭଲ ଶିକ୍ଷା। ଏପରିକି ଗଙ୍ଗାଧର ମେହେର ବିଶ୍ୱବଦ୍ୟାଳୟ, ଓୟୁଏଟି ଏବଂ କିଟ୍‌ ଭଳି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ାଉଥିଲେ…

ଟ୍ରେଲୀ ପଦ୍ଧତିରେ ପୋଟଳ ଚାଷ କରି ଲାଭବାନ ହେଉଛନ୍ତି ଚାଷୀ, ଲକ୍ଷେ ବିନିଯୋଗରେ ୨ ଲକ୍ଷ ରୋଜଗାର

ଗୁଣୁପୁର(କେନ୍ଯୁଜ୍) : କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର । ଏହି ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି ରାୟଗଡା ଜିଲ୍ଲା ରାମାନଗୁଡା ବ୍ଲକ ଲିମାପଦର ଗ୍ରାମର ଚାଷୀ । ପାରମ୍ପାରିକ ପଦ୍ଧତିରେ ଚାଷ ଛାଡି ଆଧୁନିକ ପଦ୍ଧତିରେ ପଟୋଳ ଚାଷ କରି ନିଜର ଆର୍ଥିକ ସ୍ଥିତି ସୁଦୃଢ କରି…

ସରୋଜଙ୍କୁ ୟୁଟ୍ୟୁବ ସିଖାଇଲା ରୋଜଗାରର ବାଟ, ଏବେ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

ଆନନ୍ଦପୁର (କେନ୍ୟୁଜ) : ସୋସିଆଲ ମିଡିଆ ବର୍ତ୍ତମାନ ସମୟରେ ବହୁତ ଜରୁରୀ ହୋଇପଡିଛି। ଏହା ସାହାଯ୍ୟରେ ଅନେକ ବେକର ଯୁବକ ନିଜର ପ୍ରତିଭାକୁ ପରିପ୍ରକାଶ କରି ନିଜର ପରିଚୟ ସୃଷ୍ଟି କରିପାରୁଛି। କେବଳ ଏତିକି ନୁହେଁ ଏହାଦ୍ୱାରା ରୋଜଗାରକ୍ଷମ ମଧ୍ୟ ହୋଇପାରୁଛନ୍ତି ଅନେକ ଯୁବକ ଯୁବତୀ। ତେବେ ଆଜି…

ଜୟ ଯବାନ ଜୟ କିଷାନ, ବିଜ୍ଞାନରେ ହାସଲ କରିଛନ୍ତି ସ୍ନାତକ ଡିଗ୍ରୀ କିନ୍ତୁ ଏବେ ସାଜିଛନ୍ତି ସଫଳ ଚାଷୀ

କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର, ସେଥିପାଇଁ ତ ପ୍ରତିଟି ଭାରତୀୟ କହି ଥାଆନ୍ତି ଜୟ ଯବାନ ଜୟ କିଷାନ। ଆଜି ଆମେ ଆପଣଙ୍କୁ ଏମିତି ଜଣେ ସଫଳ ଚାଷୀଙ୍କୁ ଭେଟ କରାଇବୁ। ଯିଏ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଆଦରି ନେଇଛନ୍ତି ଚାଷ କାର୍ଯ୍ୟକୁ।ଆଠଗଡ ତିଗିରିଆ ବ୍ଲକ…

ବେଗୁନିଆ ରାସ୍ତା କଡରେ ଫଳିଛି ସୁନାର ଫସଲ, ଲୋକେ ଗାଡି ରଖି ଉଠାଉଛନ୍ତି ସେଲଫି

ରାସ୍ତା କଡ ପାଲଟିଛି ସେଲଫି ପଏଣ୍ଟ। ଯିଏ ଏହି ମନୋରମ ଦୃଶ୍ୟ ଦେଖୁଛି ସିଏ ଘଡିଏ ଛିଡା ହୋଇ ଚାହିଁ ରହୁଛି। କାହିଁକିନା ଟାଗଂରା ଭୁଇଁରେ ଫଳିଛି ସୁନା ଫସଲ। ଆଉ ଏହାକୁ ସଫଳ କରି ଦେଖାଇଛନ୍ତି ବେଗୁନିଆ ବ୍ଲକ ପୋଡାଡିହ ସରପଞ୍ଚ ସନ୍ତୋଷ କୁମାର ମାଣିକ। କୃଷି କ୍ଷେତ୍ରରେ ରାଜ୍ୟ ସରକାରଙ୍କ…

ଛାତ ଉପରେ ଫାର୍ମିଙ୍ଗ୍‌, ଶିକ୍ଷୀତ ଯୁବକ ବନିଛନ୍ତି ଯୁବ ଚାଷୀ

ଛାତ ଉପରେ ଫାର୍ମିଙ୍ଗ୍‌। ଜଣେ ଶିକ୍ଷୀତ ଯୁବକ ବନିଛନ୍ତି ଯୁବ ଚାଷୀ। ଆଜି ଆମେ ଆପଣଙ୍କୁ ଜଣେ ଏମିତି ଯୁବ ଚାଷୀଙ୍କ ସହିତ ପରିଚିତ କରାଇବୁ । ଯିଏ ହାଇଦ୍ରାବାରେ ଚାକିରି ଛାଡି ଗାଁରେ କରୁଛନ୍ତି ଚାଷ। ଜଗତସିଂହପୁର ସଦରମହକୁମା ପୌରାଞ୍ଚଳର ସୂଜଙ୍ଗ ଗ୍ରାମ 6ନମ୍ବର ୱାର୍ଡର ନରୋତ୍ତମଃ ମହାନ୍ତି…

କନ୍ଧମାଳ ଜିଲ୍ଲାର ଡ଼ମ୍ବୁରୁଧର ବାରିକ: ଯିଏ ପେଷାରେ ଶିକ୍ଷକ, ନିସାରେ ଜଣେ ସଫଳ ଚାଷୀ

ଫୁଲବାଣୀ : ପେଷା ନିସା ଭିତରେ ଅନେକ ପାର୍ଥକ୍ଯ। ମଣିଷ ନିଜର ପେଷାକୁ ଯେମିତି ଗୁରୁତ୍ବ ଦିଏ ନିଶାକୁ ତାଠୁ ଅଧିକ । ଯାହାର ଅନେକ ନଜିର୍ ରହିଛି। ତେବେ ଅଭିବକ୍ତ କଟକ ଜିଲ୍ଲା ଚାନ୍ଦଳରୁ ଆସି କନ୍ଧମାଳ ଜିଲ୍ଲାରେ ୧୯୮୦ମସିହାରେ ପ୍ରଥମେ ଶିକ୍ଷକତା ଆରମ୍ଭ କରି ବହୁ ପ୍ରଶଂସା ପାଲଟିଥିବା…