ଶିଶୁକୁ ଜ୍ୱର ହେଲେ ତୁରନ୍ତ କରନ୍ତୁ ଏହି ଉପଚାର, ୫ ମିନିଟ୍ରେ ମିଳିବ ଆରାମ
ଯେତେବେଳେ ଶରୀର କୌଣସି ପ୍ରକାର ଇନ୍ଫେକ୍ସନ ସହ ଲଢ଼େ, ତ ଶରୀରର ତାପମାତ୍ରା ବଢ଼ିଯାଇଥାଏ। ନଚେତ୍ ଜ୍ୱର ଆସିଥାଏ। ସାମାନ୍ୟ ସର୍ଦ୍ଦି, କାଶ ଯୋଗୁ ବି ବେଳେବେଳେ ଜ୍ୱର ଆସିଥାଏ। କିନ୍ତୁ ଅନେକ ସମୟରେ ସ୍ଥିତି ଏମିତି ହୋଇଥାଏ କି, ଶରୀର ଜ୍ୱରରେ କମ୍ପି ଉଠିଥାଏ, ହେଲେ ଏହାର କାରଣ ଆମେ…