Browsing Tag

suffocation dead

ଦିଲ୍ଲୀ: ଶୀତ ଯୋଗୁ କୋଇଲା ଜାଳି ଶୋଇଥିଲେ, ଶ୍ୱାସରୁଦ୍ଧ ହୋଇ ୨ ବର୍ଷର ପୁଅ ଓ ମା’ ମୃତ; ୩ ଗୁରୁତର

ଦକ୍ଷିଣ ଦିଲ୍ଲୀର ମୈଦାନ ଗଢ଼ି ଅଞ୍ଚଳରୁ ଆସିଛି ଏକ ଦୁଃଖଦାୟକ ଘଟଣା । ଏଠାରେ ରାତିରେ କୋଇଲା ଜାଳି ଶୋଇଥିବା ଏକ ପରିବାରର ୫ ଜଣ ସଦସ୍ୟ ବେହୋସ୍‌ ହୋଇଯାଇଥିଲେ । ଏଥିରେ ଶ୍ୱାସରୁଦ୍ଧ ହୋଇ ୨ ବର୍ଷର ଏକ ଶିଶୁ ସହ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ପୋଲିସ ସୂଚନା ଦେଇ କହିଛି ଯେ ପ୍ରାଥମିକ…

ବ୍ରହ୍ମପୁର: ପାଇଖାନା ସେଫ୍ଟିକ୍ ଟାଙ୍କି  ସେଟ୍ରିଂ କାମ ବେଳେ ଅଘଟଣ, ଶ୍ବାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ

ବ୍ରହ୍ମପୁର(କେନ୍ୟୁଜ୍):  ଗୋପାଳପୁର ଥାନା ଅନ୍ତର୍ଗତ ବିକ୍ରମପୁରରେ ଅଭାବନୀୟ ଘଟଣା। ପାଇଖାନା  ସେଫ୍ଟିକ୍ ଟାଙ୍କି  ସେଟ୍ରିଂ କାମ ଚାଲିଥିବା  ବେଳେ ବେଳେ ଶ୍ବାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ। ସେଟ୍ରିଂ କାମରେ ନିୟୋଜିତ ଥିବା ମିସ୍ତ୍ରୀ ଟାଙ୍କିରେ ଫସି ରହିଯାଇଥିବା ବେଳ ତାଙ୍କୁ…