Browsing Tag

sugar

ଖାଆନ୍ତୁ ନାହିଁ ଚିନି, ତ୍ୱଚା ଏବଂ ଶରୀର ଉପରେ ପଡ଼ିବ ଏପରି ପ୍ରଭାବ

(କେନ୍ୟୁଜ ବ୍ୟୁରୋ): ବର୍ତ୍ତମାନ ସମୟରେ ସମସ୍ତେ ନିଜ ଶରୀର ଓଜନ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି । ଏଥି ପାଇଁ ଲୋକମାନେ ଜିମ, ଏକ୍ସରସାଇଜ ଏବଂ ଯୋଗ କରୁଛନ୍ତି । କିନ୍ତୁ ଆଜି ଆପଣମାନେ ଏପରି କିଛି ଟିପ୍ସ ବିଷୟରେ ଜାଣିବେ, ଯାହା ଦ୍ୱାରା ଆପଣ ଘରେ ରହି ଓଜନ ହ୍ରାସ କରି ପାରିବେ ।…

ଚାଉଳ, କ୍ଷୀର, ଲୁଣ ଓ ଚିନି ସହିତ ଏହି ୫ ଟି ଜିନିଷ ସାବଧାନତାର ସହିତ ରଖନ୍ତୁ, ହାତରୁ ପଡ଼ିଲେ ଏହା ଅଶୁଭ ସଂକେତ

ବେଳେବେଳେ ଘରେ କାମ କରିବା ସମୟରେ ପ୍ରାୟ ଅନେକଙ୍କ ହାତରୁ ଚିନି, ଲୁଣ ଓ ଚାଉଳ ଢାଳିଯାଏ। କିନ୍ତୁ ହୁଏତ ଆପଣ ଜାଣି ନଥିବେ ଏପରି ହେବା ଅଶୁଭ ଫଳ ଦେଇଥାଏ ଓ କିଛି ଅଶୁଭ ହେବାର ସଂକେତ ଦେଇଥାଏ। ଯାହାକୁ କିଛି ଲୋକେ ଅଣଦେଖା କରନ୍ତି। ତେଣୁ ଏହି ବିଷୟରେ ଆପଣଙ୍କୁ ଜାଣିବା ଉଚିତ୍। ତେବେ…

ଲୁଣି ସମୁଦ୍ର ତଳୁ ବାହାରିଲା ଚିନି, ବୈଜ୍ଞାନିକଙ୍କ ଅନୁସନ୍ଧାନ ଆଣିଲା ନୂଆ ଆବିଷ୍କାର

ବୈଜ୍ଞାନିକ ମାନେ ସବୁବେଳେ କିଛି ନା କିଛି ନୂତନ ଆବିଷ୍କାରରେ ଲାଗିଛନ୍ତି । ଆଉ ସେହିଭଲି ମଧ୍ୟ ସଫଳତାର ନିଷ୍କର୍ଷ ସାମନାକୁ ଆସୁଛି । ଲୋକେ ପ୍ରତିଦିନ କିଛି ନା କିଛି ନୂଆ ସହ ପରିଚିତ ହେଉଛନ୍ତି । ସେପୁଣି ଆଶ୍ଚର୍ଯ୍ୟ ଓ ଚକିତ କଲାଭଳି ଖବର । ବର୍ତ୍ତମାନ ଆଉ ଏକ କଥା ସାମନାକୁ ଆସିଛି ଯାହା…

ଐତିହାସିକ ଆସିକା ଚିନିକଳର ଅତୀତ ଓ ଭବିଷ୍ୟତ

ଭଞ୍ଜନଗର (କେନ୍ୟୁଜ୍‌) : ଚିନିର ସହର ଆସିକା। ଏଇଠି ପ୍ରତିଷ୍ଠା ହୋଇଥିଲା ଏସିଆ ମହାଦେଶର ସର୍ବପ୍ରଥମ ଚିନି କଳ । “ଚିନି” ଓ “କଳ” କୁ ନେଇ ସୃଷ୍ଟି ହୋଇଥିଲା ନୂଆ ସମୀକରଣ । ସମଗ୍ର ବିଶ୍ବ ଦେଖିଥିଲା, ଜଣେ ବିଦେଶୀଙ୍କ ସ୍ବପ୍ନର ବାସ୍ତବତାକୁ ଓଡ଼ିଶା ମାଟିରେ। ମେଜର ଫ୍ରେଡେରିକ୍ ଜେମସ୍…

ଆପଣଙ୍କ ଜୀବନରେ ମଧୁରତା ଭରି ଦେବ ଚିନି, ଏମିତି ହିଁ ଉପାୟରେ କରନ୍ତୁ ବ୍ୟବହାର; ସବୁ କ୍ଲେଶ ହୋଇଯିବ ଦୂର

ଚା’ କିମ୍ବା କୌଣସି ମିଠା ଜିନିଷ ତିଆରି କରିବାରେ ଚିନି ବ୍ୟବହୃତ ହୋଇଥାଏ। ଚିନି ବିନା ଚା’ ବିଲକୁଲ ଭଲ ଲାଗେ ନାହିଁ। ଖାଦ୍ୟରେ ମିଠାପଣ ଆଣିବା ବ୍ୟତୀତ ଚିନି ଜୀବନରେ ମଧ୍ୟ ଅନେକ ମଧୁରତା ଆଣି ଦେଇଥାଏ। ଆଜି ଆମେ ଆପଣଙ୍କୁ ଚିନି ସହ ଜଡିତ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ,…

ଶରୀରକୁ ସୁସ୍ଥ ରଖିବା ସହିତ ତାଜା ଓ ଶକ୍ତିଶାଳୀ ବନାଇଥାଏ ଚିନି, ଜାଣନ୍ତୁ କ’ଣ ରହିଛି ଫାଇଦା

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଧିକ କାମ ବୋଝ ଯୋଗୁ ଲୋକେ ଥକ୍କାପଣ ଅନୁଭବ କରୁଛନ୍ତି। କେବେ କେବେ ଅତ୍ୟଧିକ ଟେନ୍ସନ ଡିପ୍ରେସନର ରୂପ ନେଉଛି, ଯଦ୍ଦ୍ୱାରା ବ୍ୟକ୍ତିର ବୁଝିବା ଭାବିବା ଶକ୍ତି କ୍ଷୀଣ ହୋଇଯାଉଛି। କିନ୍ତୁ ଏବେ ଚିନ୍ତିତ ହେବାର କୌଣସି କାରଣ ନାହିଁ। କାରଣ, ଡିପ୍ରେସନରୁ…

ଖରାଦିନେ ଲଗାନ୍ତୁ ଲେମ୍ବୁରସ-ଚିନିର ଫେସପ୍ୟାକ , ୩୦ମିନିଟରେ ପାଆନ୍ତୁ ଇନଷ୍ଟାଣ୍ଟ ଗ୍ଲୋ

ଖରାଦିନରେ ସୂର୍ଯ୍ୟଙ୍କ ଉତ୍ତାପ କାରଣରୁ ଏହାର ପ୍ରଭାବ ଆମ ଶରୀର ଉପରେ ପଡିଥାଏ। ସୂର୍ଯ୍ୟଙ୍କ କିରଣ ସିଧାସଳଖ ଭାବେ ଆମ ସ୍କିନ ଉପରେ ପଡ଼େ। ଯାହା କାରଣରୁ ଚେହେରାରେ ଦାଗ ପଡିବା ସହ ଉଜ୍ୱଳତା ହ୍ରାସ ପାଏ। ତେବେ ଏଥିରୁ ରକ୍ଷା ପାଇବା ପାଇଁ ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ସହଜ ଘରୋଇ ଉପାୟ।…

ସାଧାରଣ ଜନତାଙ୍କୁ ବଡ ଝଟକା! ମହଙ୍ଗା ହେଲା କ୍ଷୀର, ଚିନି ଏବଂ ଚା’ପତି, ଜାଣନ୍ତୁ କେତେ ରହିଛି ଦର

ସାଧାରଣ ଲୋକଙ୍କ ରୋଷେଇ ଘରେ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ପନିପରିବା ଏବଂ ଡାଲି ଦର ବୃଦ୍ଧି ପରେ ଏବେ ଚିନି, କ୍ଷୀର ଏବଂ ଚା’ପତିରେ ମୂଲ୍ୟ ବୃଦ୍ଧି ଘଟିଛି। ସୂଚନା ମୁତାବକ ମନ୍ତ୍ରାଳୟର େଓ୍ଵବସାଇଟ୍‌ ରେ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ନଭେମ୍ବର ୩୦ ରେ ଦେଶର ଖୁଚୁରା…

ରୋଷେଇ ଘରେ ଥିବା ଏହି ଦୁଇଟି ଜିନିଷ ବ୍ୟବହାର କରି ବ୍ଲାକହେଡ୍ସକୁ କୁହନ୍ତୁ ଗୁଡ୍‌ବାଏ

ବର୍ତ୍ତମାନ ଶୀତ ଧୀରେ ଧୀରେ ସରୁଥିବା ବେଳେ ପାଦ ଥାପୁଛି ଗ୍ରୀଷ୍ମ। ଏଣୁ ପରିବେଶରେ ମଧ୍ୟ ପରିବର୍ତ୍ତନ ଦେଖାଯାଉଛି। ଗରମ, ଥଣ୍ଡା ମାସରେ ପ୍ରାୟତଃ ଉଭୟ ପୁରୁଷ ଓ ମହିଳାଙ୍କର ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ। ଏହି ମାସରେ ତ୍ୱଚା ଶୁଷ୍କ ହୋଇଯିବା ସହ ବ୍ଲାକ୍‌ ହେଡ୍ସ ସମସ୍ୟା ବଢ଼ିଯାଏ।…

ପୁରୁଷଙ୍କ ତୁଳନାରେ ଅଧିକ ମିଠା ଖାଇଥାନ୍ତି ମହିଳା, ସର୍ଭେରୁ ହେଲା ଖୁଲାସା

ଇଣ୍ଡିଆନ କାଉଂସିଲ ଅଫ୍‌ ମେଡିକାଲ ରିସର୍ଚ୍ଚର ସର୍ଭେ ରିପୋର୍ଟ ଅନୁଯାୟୀ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକା ଚିନି ଖାଇଥାନ୍ତି। ସର୍ଭେ ରିପୋର୍ଟ ଅନୁଯାୟୀ ମହିଳାମାନେ ଗୋଟିଏ ଦିନରେ ୨୦.୨ ଗ୍ରାମ ଚିନି ଖାଉଥିବା ବେଳେ ପୁରୁଷମାନେ ୧୮.୭ ଗ୍ରାମ ଚିନି ଖାଇଥାନ୍ତି। ଏହି ସର୍ଭେ ହେବାର କାରଣ…

ଡାଇବେଟିସ୍ ରୋଗୀ ଆର୍ଟିଫିସିଆଲ ଚିନି ଖାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ, ରିସର୍ଚ୍ଚ ଦେଲା ଏଭଳି ତଥ୍ୟ

ଡାଇବେଟିସ ରୋଗୀ ଯଦି ଚା’ରେ ଚିନି ଜାଗାରେ ଆର୍ଟିଫିସିଆଲ ଚିନି ବା କୃତିମ ଚିନି କିଛି ବ୍ୟବହାର କରୁଥାନ୍ତି ତେବେ ଏହା ଶରୀର ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଥାଏ ବୋଲି ଏକ ଗବେଷଣାରୁ ଜଣା ପଡିଛି। ପ୍ରତିଷ୍ଠିତ current Atherosclerosisର ଗବେଷଣାରେ ପ୍ରକାଶିତ ରିପୋର୍ଟ ମୁତାବକ ଯେଉଁ…

ହୃଦରୋଗୀ ଏହି ତିନିଟି ଖାଦ୍ୟରୁ ନିଶ୍ଚିତ ରୂପେ ଦୁରେଇ ରୁହନ୍ତୁ

ଆଗକୁ ଶୀତ ଋତୁ ଆସିବାକୁ ଯାଉଛି । ଏହି ଋତୁରେ ସାଧାରଣତ ଅତି ଶୀଘ୍ର ଶରୀରରେ ରୋଗ ହୋଇଥାଏ । ସାଧାରଣ ଲୋକଙ୍କ ଅପେକ୍ଷା ଏହି ଦିନ ହୃଦ ରୋଗୀ ମାନଙ୍କୁ ନିଜ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ନିହାତି ଆବଶ୍ୟକ । ପ୍ରକୃତରେ ଅନିୟମିତ ଜୀବନ ଶୈଳୀ କାରଣରୁ ହିଁ ହୃଦ ରୋଗ ହେବାର ଆଶଙ୍କା ଅଧିକ ଥାଏ…