‘ଦ ଆର୍ଚ୍ଚିସ୍’ର ଟ୍ରେଲର ରିଲିଜ୍, ଡିସେମ୍ବରରେ ମୁକ୍ତିଲାଭ କରିବ ଫିଲ୍ମ
ଏହି ବର୍ଷର ମୋଷ୍ଟ ପପୁଲାର ଫିଲ୍ମ ‘ଦ ଆର୍ଚ୍ଚିସ୍’ର ଟ୍ରେଲର ଆଜି ରିଲିଜ ହୋଇଛି ତେବେ ଜୋୟା ଅଖତରଙ୍କ ନିର୍ଦ୍ଦେଶନାରେ ହୋଇଥିବା ଏହି ଫିଲ୍ମରେ ନୂଆ ଚେହେରା ଟ୍ରେଲର ଜରିଆରେ ଦେଖିବା ପାଇଁ ମିଳିଛି । ଏହି ଫିଲ୍ମରେ ବଲିଉଡ ଇଣ୍ଡଷ୍ଟ୍ରୀର ଅନେକ ଷ୍ଟାରଙ୍କ ପିଲାମାନେ ଡେବ୍ୟୁ କରିଛନ୍ତି ।…