Browsing Tag

suicide attempt

ମହିଳା ହୋମଗାର୍ଡଙ୍କ ଗୋଡ କଟିବା ଘଟଣା: ପୋଲିସ ଡିଜିଙ୍କୁ ରିପୋର୍ଟ ମାଗିଲା ରାଜ୍ୟ ମାନବାଧିକାର କମିଶନ

ଅନୁଗୁଳ (କେନ୍ୟୁଜ): କେମିତି କଟିଲା ମହିଳା ହୋମଗାର୍ଡ଼ଙ୍କ ଗୋଡ଼ । ଚାଲିଛି ତନାଘନା ତଦନ୍ତ । ଡିଆଇଜି ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ବିରୋଧରେ ମହିଳା ହୋମଗାର୍ଡ ନିର୍ଯାତନା ଅଭିଯୋଗ ଆଣିବା ପରେ ଏହାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ମାନବାଧିକାର କମିଶନ। ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ…

ପାହାଡ଼ପଦର ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ, ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କଳାହାଣ୍ଡି (କେନ୍ୟୁଜ): ଲାଞ୍ଜିଗଡ଼ ବ୍ଲକ ପାହାଡପଦର ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀ ଦେବାନନ୍ଦ ସାଗର ଆଜି ତାଙ୍କ ନିଜ ବାସ ଭବନରେ ରସି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ତୁରନ୍ତ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ପଞ୍ଚାୟତର ସରକାରୀ ଅନୁଦାନ…

ରାଗରେ ପ୍ରେମିକା ଆତ୍ମହତ୍ୟା ପାଇଁ ନଦୀକୁ ଡେଇଁଲେ, ପଛେ ପଛେ ପ୍ରେମିକ ବି ଡେଇଁ ପଡ଼ିଲେ

କରଞ୍ଜିଆ (କେନ୍ୟୁଜ୍): ଏବେ ସମୟ ଓ ପରିସ୍ଥିତି ଏମିତି କି କାହା ପାଖରେ ଯେମିତି ଧୈର୍ଯ୍ୟ ଧରିବାକୁ ସମୟ ନାହିଁ । କୌଣସି କଥା ବୁଝିବାକୁ ବି ପ୍ରସ୍ତୁତ ନୁହନ୍ତି । ଆଉ ସେହି କାରଣ ଅନେକ ବଡ଼ ବଡ଼ ଘଟଣାକୁ ଜନ୍ମ ଦେଉଛି । ଏମିତି ଝଗଡ଼ା ପରେ ଜଣେ ପ୍ରେମିକା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ…

ମୁଁ ତଳକୁ ଡେଇଁ ପଡ଼ିବି ! ୩୩ କେଭି ବିଦ୍ୟୁତ୍‌ ଟାଓ୍ଵାର ଉପରେ ଚଢ଼ି ଯୁବକ ଦେଲେ ଏମିତି ଧମକ

ରେଢାଖୋଲ (କେନ୍ୟୁଜ୍‌) : ବିଦ୍ୟୁତ ଟାଓ୍ୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ। ରେଢାଖୋଲ ଥାନା ଖଣ୍ଡହତା ଠାରେ ୩୩ କେଭି ବିଦ୍ୟୁତ ଟାଓ୍ୱାର ଉପରେ ଜଣେ ଯୁବକ ଚଢ଼ି ଯାଇଛନ୍ତି । ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ମଧ୍ୟ ପହଞ୍ଚି ଥିଲେ ।…

ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ, ପ୍ରେମିକ ପାଇଁ ଚିଠିରେ ଲେଖିଥିଲେ ନିଜର ଦୁଃଖ

କଟକ(କେନ୍ୟୁଜ୍):  ପ୍ରେମିକ ପାଇଁ ପ୍ରେମିକାର ଚରମ ନିଷ୍ପତ୍ତି, ମହାନଦୀକୁ ଡେଇଁ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ ।  ଘଟଣା ଘଟିଛି ଆଠଗଡ଼ ମଣ୍ଡଳୀ ସେତୁ ନିକଟରେ।  ଘଟଣା ସ୍ଥଳରେ ମଣ୍ଡଳୀ ଅଞ୍ଚଳ ର କିଛି ଯୁବକ ଡଙ୍ଗା ସାହାଯ୍ୟର ଯୁବତୀ ଜଣଙ୍କୁ ଉଦ୍ଧାର କରି କଟକ ମେଡ଼ିକାଲ୍ ପଠାଇଥିବା ଜଣା…

ଥାନା ଆଗରେ ଯୁବକଙ୍କ ଆତ୍ମାହୂତି ଘଟଣା: ଆଇଆଇସିଙ୍କ ସସପେଣ୍ଡ ଦାବିରେ ଲୋକଙ୍କ ବିକ୍ଷୋଭ

ସଲେପୁର(କେନ୍ୟୁଜ୍): ଗତକାଲି ଯେଉଁଭଳି ଭାବେ ଜଣେ ବ୍ୟକ୍ତି ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭିର ଅସନ୍ତୋଷ ଦେଖା ଦେଇଛି ।  ଆଜି ଥାନା ଅଧିକାରୀଙ୍କୁ ବହିଷ୍କାର ସହ ସିସିଟିଭିକୁ ଯାଞ୍ଚ କରିବା ଦାବି ନେଇ ସ୍ଥାନୀୟ…

କୂଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ପ୍ରେମରେ ଧୋକା ଖାଇ ଏଭଳି କରିଥିବା ନେଇ ସନ୍ଦେହ

ଭୁବନେଶ୍ୱର(କେନ୍ୟୁଜ୍‌): କୂଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ବାଲିଅନ୍ତାର କୂଅଖାଇ ନଦୀକୁ ହଠାତ୍ ଆସି ଡେଇଁ ପଡିଥିଲେ ଯୁବତୀ। ତେବେ ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କୁ ଉଦ୍ଧାର କରାଯାଇଛି । ପ୍ରେମରେ ଧୋକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବାକୁ ଉଦ୍ଯମ କରୁଥିବା ନେଇ…

ଘରୋଇ କଳହର କରୁଣ ପରିଣତି: ବିଷ ପିଇଲେ ପୁଅ, ବୋହୂ ଓ ଶାଶୁ

ଆନନ୍ଦପୁର(କେନ୍ୟୁଜ୍‌): ଘରୋଇ କଳହର କରୁଣ ପରିଣତି। ବିଷ ପିଇଲେ ପୁଅ ବୋହୂ ଓ ଶାଶୁ। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ପଦନା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ଘରୋଇ କଳହକୁ କେନ୍ଦ୍ର କରି ପ୍ରଦୀପ ସାହୁଙ୍କ ସମେତ ତାଙ୍କ ସ୍ତ୍ରୀ ଓ ମା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।…

ସମୁଦ୍ରକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ

ପୁରୀ (କେନ୍ୟୁଜ): ପୁରୀ ଭିକ୍ଟୋରିଆ ହୋଟେଲ ସମ୍ମୁଖରେ ସମୁଦ୍ରକୁ ଡେଇଁ ଜଣେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବେଳାଭୂମିରେ ମୁତୟନ ଥିବା ଲାଇଫଗାର୍ଡ ଏହା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ମହିଳା ଭୁବନେଶ୍ବର ଚକେଇସିଆଣିର ଅତୁଲ କୁମାର ରାଉତଙ୍କ ସ୍ତ୍ରୀ ଉର୍ମିଳା…

ଅକ୍ଷରଧାମ ମେଟ୍ରୋ ଷ୍ଟେସନ ଛାତରେ ଚଢ଼ି ଯୁବତୀ ଡେଇଁଲେ ତଳକୁ, ସିଆଇଏସ୍‌ଏଫ୍‌ ଯବାନ ଓ ପୋଲିସର ଉପସ୍ଥିତ ବୁଦ୍ଧି ଯୋଗୁ…

ଦିଲ୍ଲୀର ଅକ୍ଷରଧାମ ମେଟ୍ରୋ ଷ୍ଟେଶନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ମେଟ୍ରୋ ଷ୍ଟେଶନ ଛାତ ଉପରେ ଚଢ଼ି ଜଣେ ଯୁବତୀ ତଳକୁ ଡେଇଁ ପଡ଼ିଥିଲେ। ଏହି ଦୃଶ୍ୟ ସେହି ସମୟରେ ଲୋକଙ୍କୁ ସ୍ତବ୍ଧ କରି ଦେଇଥିଲା। କିନ୍ତୁ ସୌଭାଗ୍ୟବଶତଃ ଯୁବତୀ ଜଣକ ବର୍ତ୍ତି ଯାଇଛନ୍ତି।…

ଥାନା ଆଗରେ ଯୁବକଙ୍କ ଆତ୍ମହୁତି ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର(କେନ୍ଯୁଜ୍): ଥାନା ଆଗରେ ଯୁବକଙ୍କ ଆତ୍ମହୁତି ଉଦ୍ୟମ। ଗୁରୁତର ଅବସ୍ଥାରେ ଯୁବକ ଜଣକୁ ପ୍ରଥମେ MKCG ମେଡିକାଲ କଲେଜ ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଆଗରେ ଘଟିଛି ଅଭାବନୀୟ ଘଟଣା। କାଳିଆ ସାମନ୍ତରା ନାମକ ଯୁବକ କୌଣସି ଅଭିଯୋଗ ନେଇ…

ନଦୀ ପାଣିକୁ ଡେଇଁ ପଡିଲେ କଂଗ୍ରେସ ନେତ୍ରୀ, ହେଲେ ବଞ୍ଚିଗଲେ

ଗତ ଗୁରୁବାର ଠାରୁ ମହିଳା କଂଗ୍ରେସ ଉପାଧ୍ୟକ୍ଷ ନୁରୀ ଖାନ ଜଳ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି । ଏମିତିକି ଅଧିକାରୀଙ୍କ କହିବା ପରେ ବି କୌଣସି କଥା ମାନିବାକୁ ରାଜିନଥିଲେ ଏହି ନେତ୍ରୀ ଜଣକ । ହେଲେ ଆଶ୍ଚର୍ଯ୍ୟର କଥା ନୁରୀ ଖାନ ଜୀବନ ଦେବା ପାଇଁ ଗଭୀର ପାଣିରେ ଡେଇଁ ପଡିଥିଲେ । ସେହି କ୍ଷଣି…