ପୂର୍ବତନ ମନ୍ତ୍ରୀ ଗୋପାଳ କାଣ୍ଡାଙ୍କୁ ବଡ଼ ଆଶ୍ୱସ୍ତି, ଏୟାର ହୋଷ୍ଟେସ୍ ଗୀତିକା ଶର୍ମା ଆତ୍ମହତ୍ୟା ମାମଲାରେ ଦୋଷମୁକ୍ତ…
ଏୟାର ହୋଷ୍ଟେସ୍ ଗୀତିକା ଶର୍ମା ଆତ୍ମହତ୍ୟା ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ହରିୟାଣାର ପୂର୍ବତନ ମନ୍ତ୍ରୀ ଗୋପାଳ ଗୋୟଲ କାଣ୍ଡାଙ୍କୁ ଦୋଷମୁକ୍ତ କରିଛନ୍ତି। ଗୀତିକାଙ୍କ ଘରୁ ସୁଇସାଇଡ୍ ନୋଟ୍ ଜବତ ହୋଇଥିଲା, ଯେଉଁଥିରେ ସେ ଆତ୍ମହତ୍ୟା ପାଇଁ ଗୋପାଳ କାଣ୍ଡା ଏବଂ ତାଙ୍କ କମ୍ପାନୀ…