ଶୁଭଶ୍ରୀ ଆତ୍ମହତ୍ୟା ରହସ୍ୟର ପର୍ଦ୍ଦାଫାସ: ବୟଫ୍ରେଣ୍ଡ ଚିତ୍ତ ରଞ୍ଜନ ଜେନା ଗିରଫ
ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଶାସ୍ତ୍ରୀନଗରର ଶୁଭଶ୍ରୀ ଆତ୍ମହତ୍ୟା ରହସ୍ୟର ପର୍ଦ୍ଦାଫାସ । ବୟଫ୍ରେଣ୍ଡ ଚିତ୍ତ ରଞ୍ଜନ ଜେନା ଗିରଫ । ଚିତ୍ତରଞ୍ଜନଙ୍କ ସହ ଝଗଡ଼ାରୁ ଆତ୍ମହତ୍ୟା କରିଥିଲେ ଶୁଭଶ୍ରୀ । ୨୦୧୪ରେ ଶୁଭଶ୍ରୀଙ୍କ ବାହାଘର ହୋଇଥିଲା । ୨୦୧୯ରେ ସେ ଚିତ୍ତରଞ୍ଜନଙ୍କ ସମ୍ପର୍କରେ…