Browsing Tag

suicide

କରୋନା ଯୋଗୁଁ ଚାକିରି ପଳେଇବାର ଭୟ ଥିଲା, ସେଥିପାଇଁ ପରିବାରର ସମସ୍ତେ କଲେ ଆତ୍ମହତ୍ୟା

କରୋନା ଯୋଗୁଁ ଲୋକଙ୍କ ଜୀବନ ବର୍ତ୍ତମାନ ସଂକଟରେ । ଏହି କାରଣରୁ ଲୋକଙ୍କ ମନରେ ବର୍ତ୍ତମାନ ଚାକିରି ଛାଡିବାର ଭୟ ମଧ୍ୟ ଦେଖାଦେଇଛି । ଶନିବାର କର୍ଣ୍ଣାଟକର ଧରୱାଡ ଜିଲ୍ଲାରେ ଏମିତି କିଛି ଘଟଣା ଘଟିଛି ଯାହା ପ୍ରମାଣ କରୁଛି ଯେ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଚାକିରୀ ହରାଇବାର ଭୟ କେତେ…

ଅନଲାଇନ ପଢ଼ୁଥିବା ସମୟରେ ଭଉଣୀ ଛଡାଇ ନେଇଗଲା ମୋବାଇଲ, ରାଗିଯାଇ ଛାତ୍ରୀ କଲେ ଆତ୍ମହତ୍ୟା

ୟୁପିର ହମିରପୁର ଜିଲ୍ଲାରେ ଏକ ଏଭଳି ଘଟଣା ଘଟିଛି ଯାହା ଶୁଣିଲେ ସତରେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ । ଏଠାରେ ଜଣେ ଛାତ୍ରୀ ଅନଲାଇନରେ ପାଠ ପଢ଼ୁଥିବା ସମୟରେ ତାଙ୍କ ସାନ ଭଉଣୀ ମୋବାଇଲ୍ ଛଡ଼ାଇ ନେଇଥିଲେ ଯେଉଁ କାରଣରୁ କ୍ରୋଧିତ ହୋଇ ଛାତ୍ରୀ ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି…

ଆର୍ଥିକ ସମ୍ବଳ ଅଭାବରୁ ଭାଙ୍ଗିପଡିଲେ ଦିନ ମଜୁରିଆ ତୁକାରାମ, ସରକାର ଦୁଃଖ ନବୁଝିବାରୁ ଶେଷରେ କଲେ ଆତ୍ମହତ୍ୟା ଉଦ୍ୟମ

ଆନନ୍ଦପୁର: ଘର ପୋଡିବା ପରେ ସରକାର ଦୁଃଖ ନବୁଝିବାରୁ ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ଆଦିବାସୀ ବ୍ୟକ୍ତି। କିରୋସିନ ପିଇବା ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନା ରେ ଭର୍ତ୍ତି। ଏ ଭଳି ଏକ ଅଭାବନୀୟ ଘଟଣା ଘଟିଛି, ଆନନ୍ଦପୁର ବ୍ଲକ ର କଣ୍ଟିପାଳ ଗାଁରେ। ଏହି ଗାଁର ୭ ନମ୍ବର ୱାର୍ଡ ରେ ବାସ…

ଗଞ୍ଜାମ: ଧନରେ ଆମେ ବି ତୋ ସାଥିରେ ଯିବୁ, ପୁଅର ମୃତ୍ୟୁ ଖବର ଶୁଣି ବାପା ମାଆ କଲେ ଆତ୍ମହତ୍ୟା

ଭଞ୍ଜନଗର(କେନ୍ୟୁଜ୍):  ପୁଅର ମୃତ୍ୟୁ ଖବର ଶୁଣି ବାପା ମାଆଙ୍କ ଆତ୍ମହତ୍ୟା । ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ । ପୁଅ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ । ପୁଅର ମୃତ୍ୟୁ ହୋଇଥିବା ଖବର ପାଇବା ପରେ ବାପା ମାଆ ଏହି…

ସମ୍ବଲପୁର: ଅଢ଼େଇ ବର୍ଷର ଝିଅକୁ ଧରି ମହାନଦୀର ବଢ଼ି ପାଣିକୁ ଡେଇଁ ଆତ୍ମହତ୍ୟା କଲା ମା’! ବ୍ରିଜ ଉପରୁ ସ୍କୁଟି,…

ସମ୍ବଲପୁର: ସମ୍ବଲପୁରରେ ଚାଉଁରପୁରଠାରେ ମହାନଦୀର ବଢ଼ି ପାଣିରେ ଡେଇଁ ମାଆ ଓ ଝିଅ ଆତ୍ମହତ୍ୟା କରିଥିବା ସନ୍ଦେହ । ମହାନଦୀର ଦ୍ୱିତୀୟ ବ୍ରିଜ୍‌ ଉପରୁ ଗୋଟିଏ ସ୍କୁଟି, ମୋବାଇଲ୍‌ ଓ ଚପଲ ଜବତ କରିଛି ଟାଉନ୍‌ ଥାନା ପୋଲିସ । ଗତକାଲି ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିଥିଲେ । ସନ୍ଧ୍ୟା…

ଚାକିରିରେ ଯୋଗଦେବାର ଗୋଟିଏ ଦିନ ପୂର୍ବରୁ ଓଏଫ୍‌ଏସ୍‌ ଅଫିସରଙ୍କ ଆତ୍ମହତ୍ୟା, କାରଣ ଖୋଜୁଛି ପୋଲିସ୍

ବଲାଙ୍ଗିର: ଚାକିରିରେ ଯୋଗଦେବାର ଗୋଟିଏ ଦିନ ପୂର୍ବରୁ ଓଏଫ୍‌ଏସ୍‌ ଅଫିସରଙ୍କ ଆତ୍ମହତ୍ୟା । ଅଫିସର ଜଣଙ୍କ ଟିଟିଲାଗଡ଼ର ଅଭିଳାଷ ସ୍ୱରୂପ ମହାପାତ୍ର। ସେ ଆଜି ଓଏଫ୍‌ଏସ୍‌ ବା ଓଡ଼ିଶା ଫାଇନାନ୍ସ ସର୍ଭିସ୍‌ ଅଫିସର ଭାବେ କାର୍ଯ୍ୟରେ ଯୋଗଦେଇଥାନ୍ତେ । କିନ୍ତୁ ସେ ଗତକାଲି ଆତ୍ମହତ୍ୟା କରିଛନ୍ତି ।…

ବରଗଡ: ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ମା ସହିତ ଦୁଇ ପୁଅଙ୍କର ଆତ୍ମହତ୍ୟା

ବରଗଡ(କେନ୍ୟୁଜ୍): ବରଗଡ ଜିଲ୍ଲାର ଚାରାପାଲି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ବିଷ ପିଇ ଗୋଟିଏ ପରିବାର ୩ ମୃତ।ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ଼ ସଦର ଥାନା ଅନ୍ତର୍ଗତ ଖୁଣ୍ଟପାଲି ପଞ୍ଚାୟତ ଚାରପାଲି ଗ୍ରାମରେ । ମୃତ ତିନି ଜଣ ଗୋଟେ ଘରର ମାଁ ଓ ଦୁଇ ପୁଅ ହୋଇଥିବା ବୋଲି…

‘ମୋ ଶବ ପାଖରୁ ୧୦ ଫୁଟ୍ ଦୂରରେ ରହିବ’, ଏମିତି ଲେଖି କାହିଁକି ଆତ୍ମହତ୍ଯା କଲେ ବ୍ଯକ୍ତି

ହରିୟାଣା ସ୍ଥିତ ଅଂବାଲାରେ ଗତ ଗୁରୁବାର ଦିନ ଜଣେ କରୋନା ପଜିଟିଭ ବ୍ଯକ୍ତି ୫୫ ବର୍ଷ ବୟସରେ ଆତ୍ମହତ୍ଯା କରିଛନ୍ତି। କୋଭିଡ-୧୯ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ଯକ୍ତି ଜଣକ ବାର୍ଥରୁମ୍ ରେ ଫାଶୀ ଲଗାଇ ଆତ୍ମହତ୍ଯା କରିଛନ୍ତି। ପୋଲିସ କହିବାନୁଯାୟୀ ସଂକ୍ରମିତ ବ୍ଯକ୍ତି…

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଗିତିଲତା ଗାଁରେ ଡୁଙ୍ଗୁରୀରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ହେଲେ ଗିତିଲତା ଗାଁର ରାମେଶ୍ୱର ପାତ୍ର ଓ ସାବିତ୍ରୀ ନାଏକ । ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ହେଲେ ରାମେଶ୍ୱର ବିବାହିତ ହୋଇଥିବା…

ଚାରି ଭଉଣୀରେ ଗୋଟିଏ ଭାଇ, ସୁଶାନ୍ତଙ୍କ ଆତ୍ମହତ୍ୟା କଣ ଡିପ୍ରେସନ୍‌ରୁ ନା ଆଉ କିଛି ?

ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ କେବଳ ବଲିଉଡ୍‌ ନୁହେଁ ତାଙ୍କୁ ଜାଣିଥିବା ପ୍ରତ୍ୟେକ ଫ୍ୟାନ୍‌ ଏବଂ ସିନେପ୍ରେମୀଙ୍କୁ ଭୀଷଣ ଆଘାତ ଦେଇଛି । କାରଣ ପରଦାରେ ଜଣେ ଭଲ ଅଭିନେତା ଭାବେ ନିଜକୁ ପ୍ରମାଣିତ କରିଥିବା ଏହି ହ୍ୟାଣ୍ଡସମ୍‌ ଆକ୍ଟରଙ୍କ ଉପରେ ସମସ୍ତଙ୍କ ଭରସା ଥିଲା । ସେ…

ଆନନ୍ଦପୁର : ଆମ୍ବତୋଟାରୁ ନବମ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର

ଆନନ୍ଦପୁର (କେ ନ୍ୟୁଜ୍‌) : ଆମ୍ବତୋଟାରୁ ନବମ ଶ୍ରେଣୀ ଛାତ୍ରର ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଖଡିପାଳ ଗାଁ ଫୁଲବାହାଳି ସାହି ନିକଟ ଏକ ଆମ୍ବ ତୋଟାରୁ ଏହି ମୃତଦେହ ଉଦ୍ଧାର ହୋଇଛି । ମୃତକ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଜଳିପଦା ଗାଁର ବାବୁଲା ନାୟକଙ୍କ ପୁଅ…

ଝାରସୁଗୁଡା: ବିଷ ପିଇ ଆତ୍ମହତ୍ଯା ଉଦ୍ଯମ କଲେ ଗୋଟିଏ ପରିବାରର ୬ ଜଣ, ଚାଲିଗଲା ଜଣଙ୍କ ଜୀବନ

ଝାରସୁଗୁଡା(କେନ୍ଯୁଜ୍): ଝାରସୁଗୁଡା ଜିଲ୍ଲା ବକ୍ସି ଅଂଚଳରେ ଗୋଟିଏ ପରିବାରର ୬ ଜଣ ବିଷ ପିଇ ଆତ୍ମହତ୍ଯା କରିଛନ୍ତି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ଯ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ଜଣକ ହେଲେ ଦୀପକ ବିଶ୍ୱାଳ । ତେବେ…