Browsing Tag

suicide

ନୟାପଲ୍ଲୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା, ପ୍ରେମ ଜନିତ ହୋଇଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ

କେନ୍ୟୁଜ୍(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହି କୃଷ୍ଣ ବଳରାମ ବିହାରରେ ଥିବା ଛାତ୍ରୀ ନିବାସରେ ରଞ୍ଜିତ ସାହୁ ନାମ୍ନୀ ଜଣେ କର୍ମଜୀବୀ ଯୁବତୀ ନିଜ ଓଢଣୀ ଫ୍ୟାନରେ ଲଗାଇ ଆତ୍ମହତ୍ୟା କରିଛନ୍ତି।ପ୍ରାଥମିକ ସୂଚନାରୁ ତାଙ୍କର ଘର ଚୌଦ୍ଵାର ନିକଟ କୁମ୍ଭାରପୁର ଗ୍ରାମରେ ହୋଇଥିବା…

୯ ବର୍ଷ ନାବାଳିକାର ସନ୍ଦେହଜନକ ମୃତ୍ୟୁ: ମାମୁଁ ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ଗାଁରେ ଅଭାବନୀୟ ଘଟଣା । ବେକରେ ଲୁଗା ଲଗାଇ ୯ ବର୍ଷର ନାବାଳିକାଙ୍କ ଆତ୍ମହତ୍ୟା । ତେବେ ନାବାଳିକାଙ୍କ ବାପା ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ମାମୁଁ ଘର ଲୋକ ଏହାକୁ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି । ନାତୁଣୀର…

ପ୍ରେମ ପାଇଁ ଓଭରବ୍ରିଜ୍‌ ଉପରୁ ଡେଇଁ ପଡ଼ିଲେ ଯୁବକ, ଡାକ୍ତରଖାନାରେ ଗଲା ଜୀବନ

ଯୋଡ଼ା (କେନ୍ୟୁଜ୍‌) : ଓଭର ବ୍ରିଜ୍‌ ଉପରୁ ଡେଇଁ ଯୁବକ ମୃତ। ଏଭଳି ଘଟଣା ଘଟିଛି କେନ୍ଦୁଝର ବିଲେଇପଦାରେ । ମୃତକ ଯୁବକ ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଝାଡଗାଁ ଅଞ୍ଚଳର । ତାଙ୍କ ନାଁ ଅନିଲ ପାତ୍ର ବୋଲି ଜଣାପଡ଼ିଛି। ଯୋଡ଼ା ପୋଲିସ୍‌ ମୃତ ଦେହକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ…

ରାଗରେ ପ୍ରେମିକା ଆତ୍ମହତ୍ୟା ପାଇଁ ନଦୀକୁ ଡେଇଁଲେ, ପଛେ ପଛେ ପ୍ରେମିକ ବି ଡେଇଁ ପଡ଼ିଲେ

କରଞ୍ଜିଆ (କେନ୍ୟୁଜ୍): ଏବେ ସମୟ ଓ ପରିସ୍ଥିତି ଏମିତି କି କାହା ପାଖରେ ଯେମିତି ଧୈର୍ଯ୍ୟ ଧରିବାକୁ ସମୟ ନାହିଁ । କୌଣସି କଥା ବୁଝିବାକୁ ବି ପ୍ରସ୍ତୁତ ନୁହନ୍ତି । ଆଉ ସେହି କାରଣ ଅନେକ ବଡ଼ ବଡ଼ ଘଟଣାକୁ ଜନ୍ମ ଦେଉଛି । ଏମିତି ଝଗଡ଼ା ପରେ ଜଣେ ପ୍ରେମିକା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ…

ଅସହ୍ୟ ହେଲା ଲିଭ୍‌ ଇନ ପାର୍ଟନରଙ୍କ ପ୍ରତାରଣା: ଗର୍ଭପାତ ପାଇଁ ଚାପ ପକାଇବାରୁ ଜୀବନ ହାରିଲେ ୩୩ ବର୍ଷିୟା ମହିଳା

କେନ୍ୟୁଜ୍(ବ୍ୟୁରୋ): ଅସହ୍ୟ ହେଲା ଲିଭ୍‌ ଇନ ପାର୍ଟନରଙ୍କ ପ୍ରତାରଣା। ଗର୍ଭପାତ ପାଇଁ ଚାପ ପକାଇବାରୁ ଜୀବନ ହାରିଲେ ୩୩ ବର୍ଷିୟା ମହିଳା। ଲିିଭ୍‌ ଇନ୍‌ରେ ଥିବା ଦିଲ୍ଲୀର ଜଣେ ମହିଳାଙ୍କୁ ତାଙ୍କ ପାର୍ଟନର ବାରମ୍ବାର ଗର୍ଭପାତ କରିବାକୁ କହିବାରୁ ସେ ଶେଷରେ ଏଭଳି ଚରମ ପଦକ୍ଷେପ ଗ୍ରହଣ…

ଉମରକୋଟ: କ୍ରୀଡା ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ବଢ଼ୁଛି ରହସ୍ୟ, ସୁଇସାଇଡ ନୋଟ ଜବତ; ମୋବାଇଲ ଖୋଲିପାରେ ମୃତ୍ୟୁର…

ଉମରକୋଟ (କେନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଜଣେ କ୍ରୀଡା ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଏବେ ସମସ୍ତଙ୍କ ମନରେ ଉଠୁଛି ଅନେକ ପ୍ରଶ୍ନ । ପରିବାର ଠାରୁ ଆରମ୍ଭ କରି ତାଙ୍କ ସହପାଠୀ ଓ ଉମରକୋଟ ଜନ ସାଧାରଣ ଏହି ଆତ୍ମହତ୍ୟା କୁ ସହଜ ରେ ବିଶ୍ୱାସ କରିପାରୁନାହାନ୍ତି।ତନୁଜା…

ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡଙ୍କ ଆତ୍ମହତ୍ୟା, ରାଉରକେଲା ବାସନ୍ତୀ କଲୋନୀ ଘରୁ ମିଳିଲା ଝୁଲନ୍ତା ମୃତଦେହ

ରାଉରକେଲା(କେନ୍ୟୁଜ୍): ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡଙ୍କ ଆତ୍ମହତ୍ୟା। ରାଉରକେଲା ବାସନ୍ତୀ କଲୋନୀ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ଉଦିତ୍‌ ନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି। ଜୁନ୍‌ ୧୯ରେ ରଶ୍ମିରେଖା ଭୁବନେଶ୍ୱର…

ବିଜେବି କଲେଜ ହଷ୍ଟେଲରେ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲା: ରୁମମେଟ୍‌ ଓ ୱାର୍ଡେନଙ୍କୁ ପଚରା ଉଚରା…

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ବିଜେବି କଲେଜ ହଷ୍ଟେଲରେ ଯୁକ୍ତ ୩ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲାରେ ବରଗଡ଼ ଥାନା ପୋଲିସର ତଦନ୍ତ। ଏସିପିଙ୍କ ନେତୃତ୍ୱରେ ଟିମ୍‌ ଗଠନ କରାଯାଇ ମୃତ ଛାତ୍ରୀ ରୁଚିକାଙ୍କ ରୁମମେଟ୍‌ ଓ ୱାର୍ଡେନଙ୍କୁ ପଚରା ଉଚରା କରାଯାଉଛି। ୧୩୪ ଜଣ ସିନିୟର…

ମହାରାଷ୍ଟ୍ରରେ ଗୋଟିଏ ପରିବାରର ୯ଜଣଙ୍କର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ମହାରାଷ୍ଟ୍ରର ମାଙ୍ଗଲିରେ ଘଟିଯାଇଚି ଏକ ଦୁଖଦ ଘଟଣା । ଏକ ଡାକ୍ତର ପରିବାରର ୯ଲୋକଙ୍କ ମୃତ୍ୟୁ ହୋଇଛି । ଖବର ଅନୁସାରେ ପରିବାରର ସମସ୍ତେ ସାମୂହିକ ଭାବେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଯାହା ଫଳରେ ପୁରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା । ପୋଲିସ କହିଛି କି ପରିବାର କରଜରେ ବୁଡି…

ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ହଷ୍ଟେଲ୍‌ ସୁପରିଟେଣ୍ଡେଣ୍ଟ ଦେଲେନି ଫୋନ୍‌, ଶେଷରେ ଜୀବନ ହାରିଲା ୧୪…

ନୂଆଦିଲ୍ଲୀ : ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଅନୁମତି ନ ମିଳିବାରୁ ଜଣେ ସ୍କୁଲ୍‌ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏଭଳି ଅଭାବନୀୟ ଘଟଣା କର୍ଣ୍ଣାଟକରେ ଘଟିଛି । ମୃତ ଛାତ୍ରଙ୍କ ନାଁ ପୂର୍ବଜ। ବେଙ୍ଗାଲୁରୁ ହୋସାକୋଟେ ଅଞ୍ଚଳରେ ତାଙ୍କ ଘର ବୋଲି ଜଣାପଡ଼ିଛି। ସୂଚନା…

ବିବାହର ତିନି ମାସରେ ପତ୍ନୀ ସାତ ମାସର ଗର୍ଭବତୀ ଥିବା ଜାଣିଲେ ସ୍ୱାମୀ, ମାନସିକ ଭାରସାମ୍ଯ ହରାଇ କଲେ ଆତ୍ମହତ୍ୟା

ରେଢାଖୋଲ(କେନ୍ୟୁଜ୍‌): ବିବାହର ୪ ମାସ ନପୁରୁଣୁ ,କାନ୍ଥରେ ଶୁଭ ବିବାହର ଲେଖା ନଲିଭୁଣୁ ପତ୍ନୀର ପଣତକାନିରେ ଶୋଇବା ବଦଳରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ରେଢାଖୋଲ ଥାନା କୁକୁଡାବାହାଳି ଗାଁରେ । ଏହି ଗାଁର ମହୋନ ଦେହୁରୀ, ରେଢାଖୋଲ…

ତୋ ମଥାରେ ଆଉ କା ସିନ୍ଦୁର ଦେଖିପାରିବିନି, ପ୍ରେମିକାର ବାହାଘର ପରେ ପ୍ରେମିକ କଲା ଆତ୍ମହତ୍ୟା

ସୋର(କେନ୍ୟୁଜ୍):  ରାତିରେ ପ୍ରେମିକାର ବାହାଘର  ସକାଳେ ପ୍ରେମିକର ମିଳିଲା ଶବ। ତୋ ମଥାରେ ଆଉ କା ସିନ୍ଦୁର ଦେଖିପାରିବିନି। ସେଥିପାଇଁ ତା ପୂର୍ବରୁ ମୁଁ ଏ ଦୂନିଆ ଛାଡି ଯାଉଛି। ପୂରା ଫିଲ୍ମ ସିନ୍ ଭଳି ଜଣେ ଯୁବକ ଏଭଳି  ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ରାତି ଥିଲା ପ୍ରେମିକାର…