Browsing Tag

suicide

ବହୁ ଚର୍ଚ୍ଚିତ ଉମରକୋଟ ୩ ଯୁବତୀଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ: ମିନାବଜାର ଯିବାକୁ ମନା କରିବାରୁ ଆତ୍ମହତ୍ୟା

ଉମରକୋଟ(କେନ୍ୟୁଜ୍): ବହୁ ଚର୍ଚ୍ଚିତ ଉମରକୋଟ ୩ ଯୁବତୀଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ । ମିନାବଜାର ଯିବାକୁ ମନା କରିବାରୁ ଗଛରେ ଝୁଲି ଆତ୍ମହତ୍ୟା । ୩ ଯୁବତୀ ହେମଲତା ଗୌଡ, କୌଶଲ୍ୟା ମାଝୀ ଓ ଫୁଲମତି ମାଝୀ ଉମରକୋଟରେ ହେଉଥିବା ମିନା ବଜାର ଯିବାକୁ ଘରଲୋକଙ୍କୁ ଜଣାଇଥିଲେ । ଘର ଲୋକ ବାରଣ…

ଅନ୍‌ଲାଇନ ଜୁଆ ନେଲା ଯୁବକଙ୍କ ଜୀବନ, ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବା ପରେ ଋଣଗ୍ରସ୍ତ ହୋଇ କଲେ ଆତ୍ମହତ୍ୟା

ଜଳେଶ୍ବର(କେନ୍ଯୁଜ୍): ଅନ୍‌ଲାଇନ ଜୁଆ ନେଲା ଯୁବକଙ୍କ ଜୀବନ । ଅନଲାଇନରେ ଟ୍ରେଡିଂ ଓ ଗ୍ୟାମ୍ବଲିଂ ଖେଳି ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବା ପରେ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆମ୍ବିଳିଅଠା ଗାଁର ୨୭ବର୍ଷୀୟ ସୌମିତ୍ର ନନ୍ଦୀ ।…

ହତ୍ୟା ନା ଆତ୍ମହତ୍ୟା ? ୭ ମାସ ତଳେ ବିବାହ କରିଥିବା ବୋହୂର ସନ୍ଦେହଜନକ ମୃତ୍ୟୁ, ଅଭିଯୋଗ ଆଣିଲେ ବାପ ଘର ଲୋକେ

ମାଲକାନଗିରି (କେନ୍ୟୁଜ): ୭ ମାସ ତଳେ ବିବାହ କରି ନୂତନ ଜୀବନ ଆରମ୍ଭ କରିଥିବା ବୋହୂର ସନ୍ଦେହଜନକ ମୃତ୍ୟୁ । ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଶ୍ୱଶୁର ଘର ଲୋକେ ପାରିବାରିକ କଳହ ଯୋଗୁ ବୋହୁ ଏଭଳି ଚରମ ପଦକ୍ଷେପ ନେଇଥିବା କହିଛନ୍ତି । ସେପଟେ ପୋଲିସ ଶବ ଜବତ କରିବା ସହ ଏକ…

ଏ ଘୃଣାର ଦୁନିଆରେ ଆଉ ବଞ୍ଚିହେବନି… ସୁଇସାଇଡ୍‌ ନୋଟ୍‌ରେ ଏମିତି ଲେଖି ଛାତରୁ ଡେଇଁ ପଡ଼ିଲେ ୧୦ମ ଶ୍ରେଣୀ ଛାତ୍ର

କ୍ଲାସ୍‌ମେଟ୍‌ଙ୍କ ଟାହି ଟାପରା ସହି ନ ପାରି ମରଣକୁ ଆବୋରି ନେଲେ ୧୦ମ ଶ୍ରେଣୀର ଛାତ୍ର। ସାଙ୍ଗମାନେ ସବୁବେଳେ ଚିଡ଼ାଉଥିବା କଥାକୁ ସହଜରେ ଗ୍ରହଣ କରିପାରିନଥିଲେ। ଫଳରେ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇଥିଲେ। ଆଉ ବାପା ମା’ଙ୍କ ପାଇଁ ସୁଇସାଇଡ୍‌ ନୋଟ୍‌ ଲେଖି ସବୁଦିନ ପାଇଁ ଶୋଇ…

ପୁଣି ପ୍ରେମ ହେଲା କାଳ: ସହିପାରିଲେନି ପ୍ରେମିକାର ବିରହ, ସୌମ୍ଯଙ୍କ ପରେ ଆତ୍ମହତ୍ଯା କଲେ ଅଭିଜିତ୍

ଅନୁଗୁଳ(କେନ୍ଯୁଜ୍): ଅନୁଗୁଳ ସୌଭାଗ୍ଯନଗରର ଅଭିଜିତ ପଟ୍ଟନାୟକ ଜ୍ଯାକି । ବୟସ ମାତ୍ର ୨୭ । ଏକ ଘରୋଇ କମ୍ପାନୀରେ ଇଂଜିନିୟର ମଧ୍ୟ । ମୋଟା ଅଙ୍କର ଦରମା ପାଉଥିଲେ । ଘରେ ବୁଢ଼ୀ ମା, ବଡ ଭାଇ, ଭାଉଜ ଆଉ କୁନି ଝିଆରୀ । ହେଲେ ଜ୍ଯାକିଙ୍କୁ ଧୋକା ଦେଲା ପ୍ରେମ । ଅନୁଗୁଳ ଶିକ୍ଷକପଡାର ଜଣେ…

ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମ ପାଇଁ ଜ୍ୟାକି ହାରି ଦେଲେ ଜୀବନ

ଅନୁଗୁଳ (କେନ୍ୟୁଜ୍‌) : ଅନୁଗୁଳ ସୌଭାଗ୍ଯନଗରର ଅଭିଜିତ ପଟ୍ଟନାୟକ ଓରଫ ଜ୍ୟାକି । ବୟସ ୨୭ ବର୍ଷ । ଏକ ଘରୋଇ କମ୍ପାନୀରେ ଇଂଜିନିୟରି ଭାବେ କାମ କରୁଥିଲେ ଆଉ ମୋଟା ଅଙ୍କର ଦରମା ପାଉଥିଲେ । ଘରେ ତାଙ୍କର ବୁଢ଼ୀ ମା, ଭାଇ ଭାଉଜ ଆଉ କୁନି ଝିଆରୀ । ହେଲେ ଜ୍ୟାକି ଙ୍କୁ ଧୋକା ଦେଲା ପ୍ରେମ।…

ଥାନା ଆଗରେ ଯୁବକଙ୍କ ଆତ୍ମହୁତି ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର(କେନ୍ଯୁଜ୍): ଥାନା ଆଗରେ ଯୁବକଙ୍କ ଆତ୍ମହୁତି ଉଦ୍ୟମ। ଗୁରୁତର ଅବସ୍ଥାରେ ଯୁବକ ଜଣକୁ ପ୍ରଥମେ MKCG ମେଡିକାଲ କଲେଜ ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଆଗରେ ଘଟିଛି ଅଭାବନୀୟ ଘଟଣା। କାଳିଆ ସାମନ୍ତରା ନାମକ ଯୁବକ କୌଣସି ଅଭିଯୋଗ ନେଇ…

ପ୍ରେମିକା ପାଇଁ ଜୀବନ ଶେଷ, ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ

କେନ୍ୟୁଜ୍(ବ୍ୟୁରୋ): ପ୍ରେମିକା ପାଇଁ ଜୀବନ ହାରିଲା ପ୍ରେମିକ । ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳରେ ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ହେଉଛନ୍ତି ସୌମ୍ୟ ରଞ୍ଜନ ପାଣିଗ୍ରାହୀ। ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ଅଧିକ…

ପ୍ରେମିକା ପାଇଁ ଜୀବନ ହାରିଲା ପ୍ରେମିକ, ଘଟଣାସ୍ଥଳରୁ ସୁଇସାଇଡ୍‌ ନୋଟ୍‌ ଜବତ

ଭୁବନେଶ୍ୱର(କେନ୍ଯୁଜ୍): ପ୍ରେମିକା ପାଇଁ ଜୀବନ ହାରିଲା ପ୍ରେମିକ। ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳରେ ଘର ଭିତରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ। ଯୁବକଙ୍କୁ ନିଜ ଶୋଇବା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ୍। ମୃତ ଯୁବକ ଜଣକ ହେଉଛନ୍ତି ସୌମ୍ୟ ରଞ୍ଜନ ପାଣିଗ୍ରାହୀ।…

ନୂଆପଡ଼ା ବରକୋଟ CRPF କ୍ୟାମ୍ପରେ ଅଘଟଣ: ବନ୍ଧୁକରୁ ଗୁଳି ଫୁଟାଇ ଯବାନଙ୍କ ଆତ୍ମହତ୍ୟା

ନୂଆପଡ଼ା (କେନ୍ଯୁଜ୍): ଗୁଳି ଫୁଟାଇ ଯବାନଙ୍କ ଆତ୍ମହତ୍ୟା। ନୂଆପଡ଼ା କୋମନା ଥାନା ବରକୋଟ CRPF କ୍ୟାମ୍ପରେ ଅଘଟଣ। ଏକେ 47 ବନ୍ଧୁକରେ ଯବାନଙ୍କ ଆତ୍ମହତ୍ୟା। CRPF 216 ବାଟାଲିୟନର ହାବିଲଦାର ରାମ ପ୍ରତାପଙ୍କ ଆତ୍ମହତ୍ୟା। ତାଙ୍କ ଘର ହରିୟାଣାରେ । ଆଜି ସକାଳ ୭ଟାରେ ନିଜ ବେକରେ ବନ୍ଧୁକ…

ବଲାଙ୍ଗିର: ମାଲବାହୀ ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ତଦନ୍ତ କରୁଛି ରେଳବାଇ ପୋଲିସ

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ରେଳ ଷ୍ଟେସନ ରେ ମାଲବାହୀ ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା । ଟେନ ଆଗୁକୁ ଡେଇଁ ଆତ୍ମହତ୍ୟା କରିଥିବା ଯୁବକ ହେଲେ ବଲାଙ୍ଗିର ସହର ସୁଦପଡାର ସୁବାସ ପୋଢ଼ । ସୁବାସ କାହିଁକି ଆତ୍ମହତ୍ୟା କଲେ କାରଣ ଜଣାପଡିନାହିଁ । ତେବେ ପାରିବାରିକ କଳହରୁ…

ରାଜଧାନୀରେ ଏକ ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍):ରାଜଧାନୀରେ ଏକ ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର। ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ସୂଚନା ରହିଛି। ଘଟଣାସ୍ଥଳରେ ଇନ୍‌ଫୋସିଟି ଥାନା ପୋଲିସ ପହଁଞ୍ଚି ତଦନ୍ତ କରୁଛି। ଛାତ୍ରୀଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ।…