Browsing Tag

suicide

ପରିବାରକୁ ନିଶ୍ଚିହ୍ନ କରି ଦେଲା ଛୋଟ କଳହ, ୫ ଝିଅଙ୍କୁ ଧରି କୂଅକୁ ଡେଇଁ ପଡ଼ିଲା ମା’

ପାଞ୍ଚ ଝିଅଙ୍କୁ ଧରି କୂଅକୁ ଡେଇଁ ପଡ଼ିଲା ମା’। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର କୋଟାଠାରେ। ରିପୋର୍ଟ ମୁତାବକ, କୂଅକୁ ଡେଇଁବା ପରେ ୬ ଜଣ ଯାକଙ୍କର ମୃତ୍ୟୁ ଘଟିଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମା’ ଓ ୫ ଝିଅଙ୍କ ମୃତ ଦେହ ଉଦ୍ଧାର କରି…

ଚଳନ୍ତା କାରରେ ଗଣଦୁଷ୍କର୍ମ ବଦଳରେ ଖାଲି ଦୁଷ୍କର୍ମ ବୋଲି ଲେଖି ତଦନ୍ତ କଲା ପୋଲିସ, ରାଗରେ ବିଷ ପିଇଦେଲେ ପୀଡ଼ିତା

ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି ଚଳନ୍ତା କାରରେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ପୀଡ଼ିତା। ନ୍ୟାୟ ନ ମିଳିବାରୁ ସେ ନିଜ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି। ବିଷ ପିଇ ଜୀବନ ନେଇଯିବାକୁ ଚେଷ୍ଟା କରିଥିଲେ ପୀଡ଼ିତା। କିନ୍ତୁ ସୌଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚିଯାଇଛି। ପୀଡ଼ିତା ଅଭିଯୋଗ…

ହାଇଦ୍ରାବାଦ ରେଳ ଷ୍ଟେସନରେ ଲାଇଭ୍‌ ସୁଇସାଇଡ୍‌: ଟ୍ରେନ୍‌ ଆସୁଥିବାବେଳେ ହତାଠ୍‌ ଟ୍ରାକରେ ଛିଡା ହୋଇଗଲେ ଓଡିଆ ଯୁବକ

ସୋର(କେନ୍ଯୁଜ୍): ଭୟଙ୍କର ଦୃଶ୍ୟ। ଛାତି ଥରାଇଦେବା ଭଳି ଘଟଣା। ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ସୁଇସାଇଡ୍‌ ଲାଇଭ୍‌। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ହାଇଦ୍ରାବାଦ ରେଳ ଷ୍ଟେସନରେ। ଟ୍ରେନ୍‌ ଆସୁଥିବାବେଳେ ହତାଠ୍‌ ଟ୍ରାକରେ ଛିଡା ହୋଇଗଲେ ଜଣେ ଯୁବକ। କଣ ଘଟିବ କିଛି…

ଫୋନ୍‌ରେ କଥା ହେଉଥିଲେ, ହଠାତ୍ କଣ ହେଲାଯେ ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ଯୁବତୀ !

ରେଢ଼ାଖୋଲ(କେନ୍ଯୁଜ୍): ରେଳ ଷ୍ଟେସନ ପାଖରେ ମୋବାଇଲ ଧରି କାହା ସହ କଥା ହେଉଥିଲେ। ମୋବାଇଲରେ କଥା ହେଲା ବେଳେ ଜୋରରେ କାନ୍ଦୁଥିଲେ। ଭାରି ବ୍ୟସ୍ତ ମଧ୍ୟ ଜଣାପଡୁଥିଲେ। କେହି କିଛି ବୁଝିବା ପୂର୍ବରୁ ଯୁବତୀ ଜଣକ ମାଲ ବୋଝେଇ ଟ୍ରେନ ସାମ୍ନାକୁ ଡେଇଁ ପଡ଼ିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି,…

ଯାଜପୁର: ବିଲ ମଝିରେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ଯା କରିଥିବା ଅନୁମାନ

ଯାଜପୁର: ବିଲ ମଝିରେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କନିକାପଡl ଗ୍ରାମପଞ୍ଚାୟତ କେରୁଣା ମଧୁପୁର ବିଲ ମଝିରେ ଥିବା ବରୁଣ ଗଛରେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଛି । ମଙ୍ଗଳପୁର ପୋଲିସି ଦ୍ୱାରା ଏହି ମୃତଦେହ ଉଦ୍ଧାର ହୋଇଛି। ସୁନ୍ଦର…

ପୋଲ ଉପରୁ କେନାଲକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଭଞ୍ଜନଗର(କେନ୍ଯୁଜ୍): ପୋଲ ଉପରୁ କେନାଲକୁ ଡେଇଁ ଯୁବକର ଆତ୍ମହତ୍ୟା । ଗଂଜାମ ଜିଲ୍ଲା ଆସିକା ସହର ନିକଟ , କଇଁଫୁଲିଆ ପୋଲ ନିକଟରେ ଘଟିଛି ଏଭଳି ଅଘଟଣ । ମୃତ ଯୁବକ ଜଣଙ୍କ ଆସିକା ଚିନିଶିଳ୍ପ ନୂଆଗାଁ ର ନିହାର ରଞ୍ଜନ ନାୟକ । ଗତକାଲି ଏନେଇ ଖବର ପାଇବା ପରେ ଆସିକା ଥାନା ପୋଲିସ , ଘଟଣା…

ଅସହ୍ୟ ହେଲା ଶ୍ୱଶୁର ଘର ନିର୍ଯାତନା, ବିଷପିଇ ଜୀବନ ହାରିଦେଲେ ନବବିବାହିତା

ବାଲେଶ୍ୱର(କେନ୍ଯୁଜ୍): ଅସହ୍ୟ ହେଲା ଶ୍ୱଶୁର ଘର ନିର୍ଯାତନା। ବିଷପିଇ ଜୀବନ ହାରିଦେଲେ ନବବିବାହିତା। ବାଲେଶ୍ୱର ସଦର ଥାନା ବାଙ୍ଗରା ଗ୍ରାମର ତ୍ରୈଲୋକ୍ୟ ପାତ୍ରଙ୍କ ଝିଅ ଗାୟତ୍ରୀ ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳର ପ୍ରେମାନନ୍ଦ ମହାନ୍ତିଙ୍କ ପୁଅ ପ୍ରତ୍ୟୁଷଙ୍କ ସହ ଫେବୃୟାରୀରେ ବିବାହ…

କାଠଯୋଡ଼ିକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ଦୀର୍ଘ ଘଣ୍ଟା ପରେ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଭୁବନେଶ୍ବର(କେନ୍ଯୁଜ୍): କାଠଯୋଡ଼ିକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। କଟକ କାଠଯୋଡ଼ି ପୋଲରୁ ନଦୀକୁ ଡେଇଁଲେ ଯୁବକ। ଯୁବକ ଜଣକ ପୋଲ ଉପରେ ଗାଡି ରଖି ପାଣି ଭିତରକୁ ଡେଇଁ ପଡିଥିଲେ। ଯୁବକ ଜଣଙ୍କ ନାଁ ତପନ କୁମାର। ତାଙ୍କ ଘର ଭୁବନେଶ୍ୱର ଖାରବେଳନଗରରେ। ଗତକାଲି ସଂନ୍ଧ୍ୟାରେ ତପନ ଘରୁ ବାହାରି…

ପିପିଲି ନିର୍ମଳା ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀର ଗଳା କାଟି ସ୍ୱାମୀର ଆତ୍ମହତ୍ୟା

ପିପିଲି(କେନ୍ଯୁଜ୍): ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀର ଗଳାକାଟି ସ୍ୱାମୀର ଆତ୍ମହତ୍ୟା। ପିପିଲି ତେଇଶପୁର ପଞ୍ଚାୟତ ନିର୍ମଳା ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ସ୍ୱାମୀ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ଗଳା କାଟି ହତ୍ୟା ଉଦ୍ୟମ ପରେ ନିଜେ ରଶି ଲଗାଇ ସ୍ୱାମୀର ଆତ୍ମହତ୍ୟା…

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର(କେନ୍ଯୁଜ୍): ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଜ ରୁମ ଝରକାରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ପରିବାରଲୋକେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ…

‘ସ୍କୁଲରେ ପିଲାଙ୍କୁ ତାଗିଦ୍‌ କରିବା ଆତ୍ମହତ୍ୟା ପାଇଁ ଉସୁକାଇବା ନୁହେଁ’, ଶିକ୍ଷକ ବିରୋଧରେ ଆସିଥିବା ମାମଲାକୁ ରଦ୍ଦ…

ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ତାଗିଦ୍‌ କରିବା ଅପରାଧ ନୁହେଁ। ଶିକ୍ଷକଙ୍କ ତାଗିଦ୍‌ ଯୋଗୁଁ ଛାତ୍ର ଆତ୍ମହତ୍ୟା କଲେ IPCର ଧାରା ୩୦୬ ଲାଗୁ ହେବନି। ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଏସ ଅବଦୁଲ ନାଜିର ଓ ଜଷ୍ଟିସ କ୍ରିଷ୍ଣ ମୁରାରୀଙ୍କ…

ପତଞ୍ଜଳୀ ଗୁରୁକୁଳ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଜବତ ହେଲା ସୁଇସାଇଡ ନୋଟ

ନୂଆଦିଲ୍ଲୀ : ରବିବାର ଦିନ ଉତ୍ତରାଖଣ୍ଡର ହରିଦ୍ୱାରରେ ଥିବା ବୈଦିକ କନ୍ୟା ଗୁରୁକୁଳ ଠାରେ ଏକ ଯୁବତୀ ବିଲଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସନ୍ଦେହଜନକ ପରିସ୍ଥିତିରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ଜଣାପଡିଛି । ଆତ୍ମହତ୍ୟା କରିଥିବା ଯୁବତୀ ଜଣଙ୍କ ମଧ୍ୟପ୍ରଦେଶର ବାସିନ୍ଦା…