Browsing Tag

suiside

ପାଟଣାଗଡ଼ ଖୁଣ୍ଟସମଲେଇ ଗାଁରେ ଅଭାବନୀୟ ଘଟଣା: ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ପାଟଣାଗଡ଼(କେନ୍ୟୁଜ୍‌): ପାଟଣାଗଡ଼ ଲରମ୍ଭା ଥାନା ଖୁଣ୍ଟସମଲେଇ ଗାଁରେ ଅଭାବନୀୟ ଘଟଣା। ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା। ସ୍ତ୍ରୀକୁ ପିଟିପିଟି ମାରିବା ପରେ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସ୍ତ୍ରୀର ମୃତଦେହ ଘର ଭିତରେ ଥିବାବେଳେ, ସ୍ୱାମୀର ମୃତଦେହ…

ଦର୍ଜୀ ସ୍ୱାମୀର ହାତ ସିଲେଇ ବ୍ଲାଉଜ ଫିଟିଙ୍ଗ୍‌ ହେଲାନି ବୋଲି… ସ୍ତ୍ରୀ ନେଲା ଚରମ ନିଷ୍ପତ୍ତି!

ହାଇଦ୍ରାବାଦର ଅମ୍ବରପେଟରେ ରହୁଥିବା ଜଣେ ମହିଳା ସାମାନ୍ୟ ବ୍ଲାଉଜ୍‌କୁ ନେଇ ସ୍ୱାମୀଙ୍କ ସହିତ ହୋଇଥିବା ଝଗଡ଼ା ପରେ ନିଜେ ଆତ୍ମହତ୍ୟା କରି ନେଇଛନ୍ତି। ମୃତା ମହିଳାଙ୍କ ନାଁ ବିଜୟାଲକ୍ଷ୍ମୀ। ଖବର ମୁତାବକ, ଦର୍ଜୀ କାମ କରୁଥିବା ଶ୍ରୀନିବାସ ନାମକ ବ୍ୟକ୍ତି ସ୍ତ୍ରୀ ବିଜୟାଲକ୍ଷ୍ମୀଙ୍କ ପାଇଁ ଏକ…

କୂଅ ଭିତରୁ ଦୁଇ ଭଉଣୀଙ୍କ ମୃତ ଦେହ ଉଦ୍ଧାର, କାହିଁକି ମରିଗଲେ ସ୍ୱପ୍ନା ଓ କିରଣ ?

ଆର.ଉଦୟଗିରି(କେନ୍ଯୁଜ୍) : କୂଅ ଭିତରୁ ଦୁଇ ଭଉଣୀଙ୍କୁ ମୃତ ଦେହ ଉଦ୍ଧାର । ଘଟଣା ଘଟିଛି ଆର.ଉଦୟଗିରି ଛେଳିଗଡ଼ ଗାଁରେ । ପ୍ରମୋଦ ଆଚାରୀଙ୍କ ଦୁଇ ଝିଅଙ୍କ ମୃତ୍ୟୁ ହୋଇଛି । ଘର ଆଗରେ ଥିବା କୂଅରୁ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଦୁଇ ଭଉଣୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା…

ଦୁଃଖୀ ଦମ୍ପତିଙ୍କ ଆତ୍ମହତ୍ୟା : ପୁଅ ଚାଲିଗଲା, ଆମେ କାହା ପାଇଁ ବଞ୍ଚିବୁ !

ଯାଜପୁର(କେନ୍ଯୁଜ୍) : ପୁଅ ଚାଲିଗଲା, ଏବେ ଆମେ କାହା ପାଇଁ ବଞ୍ଚିବୁ । ଏକମାତ୍ର ପୁଅର ମୃତ୍ୟୁ ପରେ ବାପା ମାଆଙ୍କ ଆତ୍ମହତ୍ୟା। ଯାଜପୁର ବିଂଝାରପୁର ଥାନା କୁର ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ଦୁଇ ଜଣ ପ୍ରଦୀପ ଜେନା ଓ ପ୍ରଭାତୀ ଜେନା । ପ୍ରଦୀପ ଓ ପ୍ରଭାତୀଙ୍କ ଏକମାତ୍ର ପୁଅ…

ଆପାର୍ଟମେଣ୍ଟରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା, କାହିଁକି ଲେଖିଛନ୍ତି ସୁଇସାଇଡ୍ ନୋଟ୍

ଭୁବନେଶ୍ୱର(କେନ୍ଯୁଜ୍) : ଆପାର୍ଟମେଣ୍ଟରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ । ଭୁବନେଶ୍ୱର ଆଚାଯ୍ଯ ବିହାରର ଏକ ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ମହିଳା । ମୃତକ ହେଲେ ଗିରଫ ଓପେପା ଅଧିକାରୀ ନଳିନୀ କୁମାରୀ ପୃଷ୍ଟିଙ୍କ ମାଆ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ…