ସଂଧ୍ୟାରେ ପ୍ରସ୍ତୁତ କରନ୍ତୁ ଟେଷ୍ଟୀ ସୁଜି ଚଟପଟା କଟଲେଟ୍
କୁହାଯାଏ ଯେ ପ୍ରତିଦିନ ଖାଦ୍ୟ ଖାଇବା ପୂର୍ବରୁ ଟିଫିନ ନିଶ୍ଚୟ କରିବା ଆବଶ୍ୟକ। କିନ୍ତୁ ପ୍ରତିଦିନ ଟିଫିନରେ କଣ ପ୍ରସ୍ତୁତ କରିବା ଏହି ସମସ୍ୟାରେ ସବୁବେଳେ ରହିଥାନ୍ତି। ତେଣୁ ଆପଣଙ୍କର ଏହି ସମସ୍ୟା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସୁଜିର ଚଟାପଟ କଟଲେଟ ରେସିପି। ଏହାକୁ ପ୍ରସ୍ତୁତ…