ରୋଲ୍ସ ରୋଏସ୍, ବିଏମ୍ଡବ୍ଲୁ, ପୋର୍ଚେ, ଜାଗୁଆର୍…ସୁକେଶଙ୍କର ଏହି ୧୨ଟି ଦାମୀ ଗାଡ଼ି ହେବ ନିଲାମ
ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ନିକଟରୁ ଜବତ ହୋଇଥିବା ୧୨ଟି ବିଳାସପୂର୍ଣ୍ଣ କାର୍ ନିଲାମ ହେବ। ନଭେମ୍ବର ୨୮ରେ ବେଙ୍ଗାଲୁରୁରେ ଏହି କାର୍ଗୁଡ଼ିକୁ ନିଲାମ କରାଯିବ। ଏହି ନିଲାମୀ ମାଧ୍ୟମରେ ପ୍ରାପ୍ତ ରାଶିରୁ ତଦନ୍ତକାରୀ ଏଜେନ୍ସି ବିଭିନ୍ନ ସଂସ୍ଥାର ବକେୟା ରାଶି ଭରଣା କରିବ। ଏକ ଇଂରାଜୀ…